• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 09 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ନିଆରା ଜନ୍ମ ଦିନ ! କେକ୍‌ ବଦଳରେ କାଟିଲେ ତରଭୁଜ, ରହିଛି ମହତ ଉଦ୍ଦେଶ୍ୟ.. ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି । More
  • Tanmay Kumar Mahalik
  • 2 years ago

କୋଣାର୍କ ଅଞ୍ଚଳ ସମୁଦ୍ରରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା, କୌଣସି ଗୁପ୍ତଚର ପାରା ନୁହେଁ ତ ?

କୌଣସି ଶତ୍ରୁ ପକ୍ଷପଠାଇ ନ ଥିଲେ ତ ? ଗୋଡ଼ରେ ଲାଗିଥିବା କ୍ୟାମେରା ଓ ଚିପ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି କି ? ଏହି କ୍ୟାମେରା ଓ ଚିପ୍ ଜରିଆରେ ବାହାରକୁ କିଛି ତଥ୍ୟ ପଠା ଯାଇଥିଲା କି ? ଏହା କୌଣସି ଗୁପ୍ତ ସୂଚନା ନୁହେଁ ତ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚାଲିଛି କସରତ । More
  • Tanmay Kumar Mahalik
  • 2 years ago

ମାଟ୍ରିକ ସମେଟିଭ୍-ଟୁ ପରୀକ୍ଷା; କପି ରୋକିବାକୁ ୭୪ ଟି ସ୍କ୍ୱାଡ୍‌ ଗଠନ

ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି। More
  • Tanmay Kumar Mahalik
  • 2 years ago

ନବ ଦାସ ହତ୍ୟା ପ୍ରସଙ୍ଗରେ ବିଜୟଙ୍କ ବିସ୍ଫୋରକ ବୟାନ

ଅନେକ ଅସମାହିତ ପ୍ରଶ୍ନ ଭିତରେ ନବ ଦାସ ହତ୍ୟା ମାମଲାର ନିଆଁ ଲିଭିବା ବଦଳରେ ବଢିବାରେ ଲାଗିଛି । ତା ସହିତ ବିବାଦ ଘେରରେ ଛନ୍ଦି ହୋଇପଡୁଛି ତଦନ୍ତକାରୀ ସଂସ୍ଥା । ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ସଠିକ୍ ଦିଗରେ ହେଉନଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । More
  • Rajalaxmi Sahoo
  • 2 years ago

ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ, ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ...

ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁରଘର ଲୋକେ। ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ ପୋଲିସ କାବୁ କରିଥିଲା।  More
  • Rajalaxmi Sahoo
  • 2 years ago

ବିଜୟଙ୍କ ବଡ଼ ବିସ୍ଫୋରଣ- ‘ମନ୍ତ୍ରୀ ନବ ଦାସ ହତ୍ୟା ପଛରେ ୨ ଅଣଓଡ଼ିଆ ଅଫିସର ମୁଖ୍ୟ ନାୟକ’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବିସ୍ଫୋରଣ କରିଛନ୍ତି। ଦୁଇ ଅଣଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବିଜୟ କହିଛନ୍ତି। More
  • Rajalaxmi Sahoo
  • 2 years ago

କାଲିଠୁ ମାଟ୍ରିକ୍‌ ପରାକ୍ଷା, କପି ରୋକିବାକୁ ହାଇ ସିକ୍ୟୁରିଟି ବ୍ୟବସ୍ଥା...

ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲଲ୍‌ ଓ ‌ଜୋମେଟ୍ରିବକ୍ସ  ନେବାର ଅନୁମତି ରହିଛି। More
  • Rajalaxmi Sahoo
  • 2 years ago

ଜଳୁଛି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ, ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ...

୧୨ ଘଣ୍ଟା ପରେ ବି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି।  More
  • Tanmay Kumar Mahalik
  • 2 years ago

ଗାଁଠୁ ସହର ସବୁଠି ହୋଲି ଖେଳ....

ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି । More
  • Tanmay Kumar Mahalik
  • 2 years ago

ଜଳିଯାଉଛି ପୁରୀ ମାର୍କେଟ କମ୍ପ୍ଲେକ୍ସ; ଅଣନିଃଶ୍ୱାସୀ ହୋଇ ୩ ମେଡିକାଲରେ ଭର୍ତ୍ତି

ନିଆଁ ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ ଦୋକାନରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । More
  • Tanmay Kumar Mahalik
  • 2 years ago

ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ପରିଣତ ବୟସରେ ଅଟକିନି ପାଦ

ବିବାହର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କୁ ହରାଇଥିଲେ । ସେପଟେ ମୁଣ୍ଡ ଉପରେ ଥିଲା ଦୁଇ ପିଲାଙ୍କ ଦାୟିତ୍ୱ । ହେଲେ ସେ ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସ୍ୱାମୀଙ୍କ ଏଇ ବ୍ୟବସାୟକୁ ଆଗକୁ ନେଇଥିଲେ ଇନ୍ଦୁମତି । More
  • Tanmay Kumar Mahalik
  • 2 years ago

ରଙ୍ଗର ପର୍ବରେ କର୍ତ୍ତବ୍ୟ ଆଗ; ୨୪ ଘଣ୍ଟିଆ ଡ୍ୟୁଟିରେ ସ୍ୱାସ୍ଥ୍ୟକର୍ମୀ

ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ । More
  • Tanmay Kumar Mahalik
  • 2 years ago

ହୋଲି ବାହାନାରେ ନିର୍ବାଚନ ପାର୍‌ ପାଇଁ ତିନି ଦଳର ପ୍ରସ୍ତୁତି

ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ । More