• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 23 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 1 year ago

ବାମରା ଷ୍ଟେସନରେ ପୋଲିସ-ଜନତା ମୁହାଁମୁହିଁ; ୭ଜଣ ଆହତ

ଷ୍ଟେସନକୁ ଆସି ଷ୍ଟେସନ ମାଷ୍ଟରଙ୍କୁ ରୁମରୁ ବାହାର କରି ତାଲା ପକାଇ ଦେଇଥିଲେ । ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ଅଟକି ରହିଥିଲା । ପରେ ଖବର ପାଇ ଚକ୍ରଧରପୁର ଡିଆରଏମ୍ ଘଟଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ବାମରାରେ ୧୧ଟି ଟ୍ରେନ୍ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । More
  • Satyendu Shekher Mishra
  • 1 year ago

ସାମାନ୍ୟ ଷ୍ଟ୍ରିଟଲାଇଟ୍ କଟାକୁ ନେଇ ୨ ପରିବାରକୁ ନିଆଁ ପାଣି ବନ୍ଦ !

ଏସ୍‌ଡିପିଓ ଗାଁଲୋକଙ୍କୁ ଡାକି ଆପୋଷ ସମାଧାନ ପାଇଁ ଉଦ୍ୟମ କରିଛନ୍ତି । ହେଲେ ଏଯାଏଁ ସମାଧାନର ବାଟ ବାହାରି ନାହିଁ । More
  • Satyendu Shekher Mishra
  • 1 year ago

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୧୧.୫ରୁ ୭.୮%କୁ ଖସିଲା ଅଭିବୃଦ୍ଧି ହାର

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୧୧.୫ରୁ ୭.୮%କୁ ଖସିଲା ଅଭିବୃଦ୍ଧି ହାର । More
  • Satyendu Shekher Mishra
  • 1 year ago

ସୁର କହିଲେ ସାନ ପୁଅ କଂଗ୍ରେସରୁ ଲଢ଼ିବ, ହେଲେ ଦୁଇ ପୁଅ ରଖିଲେ ଭିନ୍ନ ମତ !

ଆଗକୁ ଶଙ୍ଖ ଫୁଙ୍କିବେ କି ସୁରଙ୍କ ପରିବାର? ନବୀନ ନିବାସରେ ସୁର-ସିଏମଙ୍କ ସାକ୍ଷାତକାର । More
  • Satyendu Shekher Mishra
  • 1 year ago

‘ଏବେ ପୋଲିସ ପାଖରେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଶୃଙ୍ଖଳିତ ନହେଲେ ବଡ଼ ଅଘଟଣ ଘଟିପାରେ’

ପୋଲିସରେ ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି । More
  • Satyendu Shekher Mishra
  • 1 year ago

ପ୍ରକାଶ ମିଶ୍ରଙ୍କ ବଡ଼ ପ୍ରଶ୍ନ, ନବ ଦାସଙ୍କ ମତ୍ୟୁ ସମୟକୁ କାହିଁକି ଲୁଚାଗଲା ?

‘ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ’ । ‘ମୃତ୍ୟୁ ସମୟ ଲୁଚାଯିବା ଗର୍ହିତ ଅପରାଧ,IPC ୨୦୧ରେ ତାହା ଅପରାଧ’ । More
  • Rajalaxmi Sahoo
  • 1 year ago

ରାସ୍ତାରୁ ହଟିବ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍‌ ନଥିବା ଗାଡ଼ି

ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍‌ ନଥିବା ସେସବୁ ଗାଡ଼ିକୁ ସ୍କ୍ରାପ୍‌ କରାଯିବ। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। More
  • Tanmay Kumar Mahalik
  • 1 year ago

ଚମକୁଛି ସୁଆଣ୍ଡୋ; ଲୋକାର୍ପିତ ହେଲା ସଂଗ୍ରହାଳୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠିଘର, ଘରର ଠାକୁର ରାଧା ବିନୋଦ ବିହାରୀଙ୍କ ନୂତନ ମନ୍ଦିର, ଶିଶୁମାନଙ୍କ ପାଇଁ ଶିଶୁ ବାଟିକା ଓ ନୂତନ ପାର୍କ ପର୍ଯ୍ୟଟକଙ୍କ ପାଇଁ ଗୃହ ରହିଛି । More
  • Rajalaxmi Sahoo
  • 1 year ago

‘ମୁଁ ଆଉ ନିର୍ବାଚନ ଲଢ଼ିବନି, ପୁଅ ଲଢ଼ିବ’

‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’। ପ୍ରେସ୍‌ମିଟ୍‌ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।  More
  • Rajalaxmi Sahoo
  • 1 year ago

ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ୍ ବୟସର ପିଲା

୬ ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାନଯାଉ। ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। More
  • Sarbeswar
  • 1 year ago

ନବଙ୍କ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ଅଫିସ୍‌ରେ ହୋଇଥିଲା କି ପ୍ଲାନ୍‌ ?

ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା ବାହାର ନେତାଙ୍କ ଲୋଲୁପ  ନଜର ? ଯାହାର ଝଲକ୍ ଗତ ୧୭ ତାରିଖରେ ଦେଖିବାକୁ ମିଳିଥିବା କୁହାଯାଉଛି More
  • Sarbeswar
  • 1 year ago

ଆଉ ଦଳୀୟ ନୁହେଁ ବ୍ୟକ୍ତିଗତ ସ୍ତରରେ ଚାଲିଛି ଆକ୍ରମଣ-ପ୍ରତିଆକ୍ରମଣ

ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ  ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ  ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ।  ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।  ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ । More
  • Tanmay Kumar Mahalik
  • 1 year ago

ତୁର୍କୀ ଅଭିଯାନର ଅଭୁଲା ଅନୁଭୂତି ବଖାଣିଲେ ଓଡ଼ିଆ ଯବାନ

ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ । More
  • Tanmay Kumar Mahalik
  • 1 year ago

ମାତ୍ ଖାଇବ ମାରାତ୍ମକ ମସ୍ତିଷ୍କ ମ୍ୟାଲେରିଆ

ଆଇଏଲଏସ ବୈଜ୍ଞାନିକଙ୍କ ବ୍ରେନ୍ ମ୍ୟାଲେରିଆ ଔଷଧ ଆବିଷ୍କାର ନେଇ ଅନ୍ତର୍ଜାତୀୟ ସାପ୍ତାହିକ ବୈଜ୍ଞାନିକ ପତ୍ରିକା 'ନେଚର'ରେ ଏକ ଆର୍ଟିକିଲ ପ୍ରକାଶ ପାଇଛି । ୨୦୨୧ରେ ସାରା ବିଶ୍ୱରେ ପାଖାପାଖି ୨୪ କୋଟି ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୬ଲକ୍ଷ ୧୯ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି । More
  • Tanmay Kumar Mahalik
  • 1 year ago

CBI ଉପରେ ଭରସା ନାହିଁ, FBI ଉପରେ ଏତେ ଭରସା !

ବିଶେଷ କରି ବିରୋଧୀ ବିଜେପି ଉପରେ ବର୍ଷିଥିଲେ ନବୀନ । ବିରୋଧୀ କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି । More