/odishatv-khabar/media/media_files/2025/12/16/who-is-nitin-nabin-2025-12-16-14-53-09.jpg)
WHO-IS-NITIN-NABIN Photograph: (OTV)
ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳ ତାଙ୍କୁ ବଡ଼ ଦାୟିତ୍ୱ ଦେଇଛି । ଜାଣନ୍ତୁ ନୀତିନ ନବୀନଙ୍କ ସମ୍ପର୍କରେ ଅଧିକ ତଥ୍ୟ ।
ଜନ୍ମ ୧୯୮୦ରେ
ନାଁ- ନୀତିନ ନବୀନ
ଜନ୍ମ- ୨୩ ମେ’ ୧୯୮୦
ବୟସ- ୪୫ ବର୍ଷ
ଜନ୍ମସ୍ଥାନ- ରାଞ୍ଚି, ଝାଡ଼ଖଣ୍ଡ
ପିତା- ସ୍ବର୍ଗତ ନବୀନ କିଶୋର ସିହ୍ନା (ପଶ୍ଚିମ ପାଟନାର ପୂର୍ବତନ ବିଧାୟକ)
ମାତା- ସ୍ବର୍ଗତ ମୀରା ସିହ୍ନା
ପତ୍ନୀ- ଡାକ୍ତର ଦୀପମାଲା ଶ୍ରୀବାସ୍ତବ
ସନ୍ତାନ- ଗୋଟିଏ ପୁଅ ଏବଂ ଗୋଟିଏ ଝିଅ
ପ୍ରଥମ ବିଜୟ- ୨୦୦୬ ପଶ୍ଚିମ ପାଟନା ବିଧାନସଭା ଉପନିର୍ବାଚନ
ବିଧାୟକ- ପଶ୍ଚିମ ପାଟନାରୁ ଥରେ, ବାଙ୍କିପୁରରୁ ଲଗାତର ୪ ଥର
ମନ୍ତ୍ରୀ- ବିହାର ସରକାରରେ ୩ ଥର ମନ୍ତ୍ରୀ, ଏବେ ରାସ୍ତା ନିର୍ମାଣ, ସହରାଞ୍ଚଳ ବିକାଶ, ଗୃହ ନିର୍ମାଣ ମନ୍ତ୍ରୀ
ସାଂଗଠନିକ ଦାୟିତ୍ବ
୨୦୧୯- ବିଜେପି ନିର୍ବାଚନ ଓ ସଂଗଠନ ଇନ୍ଚାର୍ଜ ସିକିମ୍ ( ସିକିମ୍ରେ ପ୍ରଥମ ବିଜେପି ବିଧାୟକ ଜିତାଇବାରେ ପ୍ରମୁଖ ଭୂମିକା)
୨୦୨୧-୨୦୨୪- ଛତିଶଗଡ଼ ବିଜେପି ସହ ପ୍ରଭାରୀ
୨୦୨୪- ଛତିଶଗଡ଼ ଲୋକସଭା ନିର୍ବାଚନ ବିଜେପି ପ୍ରଭାରୀ
୨୦୨୪- ଛତିଶଗଡ଼ ବିଜେପି ପ୍ରଭାରୀ
୨୦୦୬ରୁ ବିଧାୟକ
୨୦୦୬ରୁ ୨୦୧୦- ବିଧାୟକ, ପଶ୍ଚିମ ପାଟନା
୨୦୧୦-୨୦୨୫- ବିଧାୟକ, ବାଙ୍କିପୁର
୨୦୦୮- ଜାତୀୟ କାର୍ଯ୍ୟକାରୀ ସଦସ୍ୟ, ବିଜେପି ଯୁବ ମୋର୍ଚ୍ଚା
୨୦୧୦-୨୦୧୬- ବିଜେପି ଜାତୀୟ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ
୨୦୧୬-୨୦୧୯- ବିହାର ବିଜେପି ଯୁବମୋର୍ଚ୍ଚା ସଭାପତି
୨୦୧୯- ବିଜେପି ନିର୍ବାଚନ ଓ ସାଂଗଠନିକ ପ୍ରଭାରୀ, ସିକିମ୍
୨୦୨୧-୨୦୨୪- ବିହାର ରାସ୍ତା ନିର୍ମାଣ ବିଭାଗ ମନ୍ତ୍ରୀ
୨୦୨୪- ଲୋକସଭା ନିର୍ବାଚନ ପ୍ରଭାରୀ, ଛତିଶଗଡ଼
୨୦୨୪ରୁ ଏଯାଏଁ- ଛତିଶଗଡ଼ ବିଜେପି ପ୍ରଭାରୀ
୨୦୨୪-୨୦୨୫- ବିହାର ସରକାରରେ ଆଇନ, ସହରାଞ୍ଚଳ ବିକାଶ, ଗୃହ ନିର୍ମାଣ ମନ୍ତ୍ରୀ
୨୦୨୫- ବିହାର ସରକାରରେ ରାସ୍ତା ନିର୍ମାଣ, ସହରାଞ୍ଚଳ ବିକାଶ, ଗୃହ ନିର୍ମାଣ ମନ୍ତ୍ରୀ
୨୦୨୫- ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି
Dhauli Incident: Wome's Commission Response: ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ: ମହିଳା କମିଶନ ସଦସ୍ୟା

BMC Mayor Imposes Lakhs in Fines: ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର

Minor Girl Gang Raped: ନଦୀ ପଠାରେ ନାରକୀୟ କାଣ୍ଡ: ପୁରୁଷବନ୍ଧୁଙ୍କ ସାମନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

MGNREGA to Be Replaced by VB-G-RAM G: ବଦଳିବ ମନରେଗା ଯୋଜନା, ଆସିବ VB-G-RAM G

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)