ସଂକ୍ଷେପରେ ଆଜିର ତାଜା ଖବର - Sunday, 16 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Farmers Struggle : ଉତ୍କଟ ହେଉଛି ମଣ୍ଡି ସମସ୍ୟା। ; କେଉଁଠି ଧାନ ପଡ଼ିରହିଛି , କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ

ଚାଷୀଙ୍କୁ ଅତିଷ୍ଠ କଲାଣି ମିଲରଙ୍କ ମନମାନି । କେଉଁଠି ଧାନ ପଡିରହିଥିଲେ ମଧ୍ୟ ମିଲର ଆସୁନାହାନ୍ତି ତ କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ । More

Women Lost in Shoot out: ପ୍ରୋ ଲିଗ ହକି, ଶୁଟ ଆଉଟରେ ହାରିଲେ ଭାରତୀୟ ମହିଳା

ରବିବାର ଭାରତ ପକ୍ଷରୁ ନବନୀତ କୌର ଓ ରୁତୁଜା ଦାଦାସାଓ ପିସାଲ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ଇଂଲଣ୍ଡ ପକ୍ଷରୁ ପେଜ ଗିଲଟ ଓ ଟେସା ହାୱାର୍ଡ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। More

Mo Bus Accident:ପ୍ରଶିକ୍ଷଣ ପରେ ବି ସୁଧୁରୁନି ମୋ ବସ ଚାଳନା, ବେପରୁଆ ଦୁର୍ଘଟଣା ନେଉଛି ଜୀବନ

ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। More

Tomorrow State Budget : ରାତି ପାହିଲେ ପୂର୍ଣ୍ଣାଙ୍ଗ ବଜେଟ୍‌; କେଉଁ କ୍ଷେତ୍ରକୁ ମିଳିବ ଗୁରୁତ୍ୱ?

ଚର୍ଚ୍ଚା ହେଉଛି, ଚଳିତ ଥର ୩ ଲକ୍ଷ କୋଟି ଛୁଇଁ ପାରେ ରାଜ୍ୟ ବଜେଟ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଏହି ବଜେଟରେ ପଡ଼ିବ ମୂଳଦୁଆ। ରାଜ୍ୟ ସରକାରଙ୍କ ଫୋକସରେ ଯୁବ, ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ ରହିପାରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ୱ। More

GoldenBeachFestival: ଦେଶୀ ଖାନା-ଖଜାନା, କଙ୍କଡ଼ା ଚୁରାକୁ ଅକ୍ଟୋପସ୍ ଫ୍ରାଏ

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ମୁହାଣରେ ପ୍ରତିବର୍ଷ ଗୋଲ୍ଡେନ୍‌ ବିଚ୍‌ ଫେଷ୍ଟିଭାଲ ଆୟୋଜିତ ହୁଏ। ଏହି କାର୍ଯ୍ୟକ୍ରମ ୨୫ ବର୍ଷରେ ପହଞ୍ଚିଛି। ଚଳିତବର୍ଷ ଗୋଲ୍ଡେନ୍‌ ବିଚ୍‌ ଫେଷ୍ଟିଭାଲ ରୌପ୍ୟ ଜୟନ୍ତୀ ପାଳନ କରୁଛି। More

mo school yojana: ୫ହଜାର କୁ ୫୦ହଜାର ଦେଖାଇ ଲୁଟିନେଲେ ପ୍ରଧାନ ଶିକ୍ଷକ

ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ଉକ୍ତ ଜମା ଖାତାରେ ଥରେ ୫ହଜାର ଏବଂ ଆଉଥରେ ୧୨ ହଜାର ଟଙ୍କା ଏଭଳି ମୋଟ ୧୭ହଜାର ଟଙ୍କା ଜମା ହୋଇଥିଲା More

Fire Mishap: ଜଳିଗଲେ ଜଳ ସମ୍ପଦ କର୍ମଚାରୀ

ଗତକାଲି ଅପରାହ୍ନ ଚିତଳପୁରଠାରେ ନଦୀ ବନ୍ଧରେ ଲେବୁଲ ନିଆଯାଉଥିଲା। ରବି ଏହି ଲେବୁଲ ଷ୍ଟାଣ୍ଡକୁ ଧରିଥିଲେ। ହଠାତ୍ ଲେବୁଲଟି ନଦୀ ବନ୍ଧ ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। More

Tamilians Show Devotion In Lord Jagannath Service: କାଳିଆ ସାଆନ୍ତଙ୍କ ସେବାରେ ତାମିଲ ଭକ୍ତ...

କାଳିଆ ସାଆନ୍ତଙ୍କ ପାଇଁ ଦୟଣା ସେବା କରୁଛନ୍ତି ତାମିଲ ଭକ୍ତ। ଓଡ଼ିଆ ବୁଝୁ ନ ଥିଲେ ବି ଓଡ଼ିଆଙ୍କ ବଡ଼ ଦିଅଁଙ୍କୁ ଭାରି ଭଲ ପାଆନ୍ତି ସିଏ। ଖାସ ସେଇଥିପାଇଁ ସେ ଧାଇଁ ଆସିଛନ୍ତି ସୁଦୂର ତାମିଲନାଡୁରୁ। More

Today Panchang 16th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

Jagannath Temple: ବଡ଼ ଖବର: ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ରକ୍ତ ଛିଟା । ଶ୍ରୀଜିଉଙ୍କର ହେବ ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। More

Unprecedented Challenge Looms Large for BJD: ବିଜେଡି ପାଇଁ କାଳ ଭକ୍ତ, ପ୍ରଫୁଲ୍ଲଙ୍କୁ ଧରାଇଦେଲେ ଲଲିପପ୍‌ 

ଦଳର ନେତା ଆଗଭଳି ନାହାନ୍ତି । ଦଳର ଭବିଷ୍ୟତ ନାହିଁ । ମୋତେ ଲଲିପପ ଧରାଇଦେଲେ । ଏବେ ମୁଁ କ’ଣ କରିବି ନକରିବି ଅଲଗା କଥା। ହେଲେ ବିଜେଡି କାମକୁ ନେଇ ମୁଁ ଅସନ୍ତୁଷ୍ଟ। ଆଦିବାସୀ ନେତା ତଥା ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ। More

PRO League Hockey: କଳିଙ୍ଗରେ FIH PRO League ହକି ଆରମ୍ଭ, ଇଂଲଣ୍ଡକୁ ପରାସ୍ତ କଲେ ଭାରତୀୟ ମହିଳା

ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ ହକି ଶନିବାର ଆରମ୍ଭ ହୋଇଛି। ଅନ୍ତିମ ମିନିଟ ଗୋଲ ବଳରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ୩-୨ରେ ହରାଇଥିବା ବେଳେ ପୁରୁଷ ଦଳ ୧-୩ରେ ସ୍ପେନ ନିକଟରୁ ପରାଜିତ ହୋଇଛି। More

Anubhab Mohanty: ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଉନ୍ମୋଚିତ

ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି। ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି। ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। More

ଜାତୀୟ ରାଜପଥ ନଂ ୧୬ ପାଲଟିଛି ମରଣଯନ୍ତା ?

ଗଞ୍ଜାମ ଦେଇ ଯାଇଛି ୧୬ ନମ୍ୱର ଜାତୀୟ ରାଜପଥ। ଏହି ଜାତୀୟ ରାଜପଥର ଉଭୟ କଡ଼ରେ ରହିଛି ଅନେକ ଗାଁ। ତା’ସହ ବଡ଼ ବଡ଼ ମାର୍କେଟ, ବସଷ୍ଟାଣ୍ଡ ଥିବାରୁ ଲୋକେ ଏହା ଉପରେ ନିର୍ଭରଶୀଳ। More

Mo bus Accident: ମୋ ବସ ସାଜିଛି ମଣିଷ ମରା ବସ

ଟ୍ବିନ୍ ସିଟିର ଲାଇଫଲାଇନ୍ ସାଜିଥିବା ଏହି ବସକୁ ଲୋକେ କହିଲେଣି ମଣିଷ ମରା ବସ୍। ଗତରାତିରେ ତମାଣ୍ଡୋରେ ଜଣେ ମହିଳାଙ୍କୁ ଯେଭଳି ଘୋଷାଡ଼ି ମାରିଲା ସମସ୍ତଙ୍କୁ ବିଚଳିତ କରିଛି। କେବଳ କାଲି ନୁହେଁ, ଗତ କିଛି ମାସ ହେଲା ଅନେକ ଲୋକଙ୍କ ଜୀବନ ନେଲାଣି। More

Lalit Death Mystery: ମୃତ୍ୟୁକୁ ୩ ବର୍ଷ ପୂରିବ, ମିଳିଲାନି ବ୍ୟବଚ୍ଛେଦ ରିପୋର୍ଟ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ରହି କାମ କରୁଥିଲେ ବେଲାଳସେନଙ୍କ ପୁଅ ଲଳିତ। ବର୍ଷ ବର୍ଷ ଧରି ନବଦାସଙ୍କ ଘରେ ସେ ରୋଷଇ କରୁଥିଲେ। More