/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739677842.jpg)
Jagannath Temple
ବଡ଼ ଖବର, ବଡ଼ ଘଟଣା । ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ରକ୍ତ ଛିଟା । ଶ୍ରୀଜିଉଙ୍କର ହେବ ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ରକ୍ତ ଛିଟା ପଡ଼ିଥିବା ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ହେବ। ଏବେ ବଡ଼ ମହାସ୍ନାନ ନୀତି ପାଇଁ ବନ୍ଦ ରହିଛି ଦର୍ଶନ । ଅବକାଶ ନୀତି ପରେ ଚାଲିଥିଲା ଭିତର କାଠ ଦର୍ଶନ । ତେବେ କେଉଁଠୁ ଆସିଲା ରକ୍ତଛିଟା, ସ୍ପଷ୍ଟ ଜଣାପଡ଼ିନି ବୋଲି ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)