ସଂକ୍ଷେପରେ ଆଜିର ତାଜା ଖବର - Thursday, 06 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Damayanti Sagar: କୋଟପାଡ଼ ସହରର ଲାଇଫ୍ ଲାଇନ୍ ଅବହେଳିତ, ଦୟନୀୟ ସ୍ଥିତିରେ ରହିଛି ଦମୟନ୍ତୀ ସାଗର

ହଜିଯିବାକୁ ବସିଛି ଇତିହାସର ସ୍ବାକ୍ଷର ବହନ କରୁଥିବା,କୋରାପୁଟ କୋଟପାଡ ସହରର ଐତିହାସିକ ଦମୟନ୍ତୀ ସାଗର । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି, ପୁତ୍ତିଗନ୍ଧମୟ ପରିବେଶ ବି ସୃଷ୍ଟି ହେଲାଣି । More

Car Accident: ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା କାର୍‌

ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ପୁରୁଣାକଟକ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। More

Barabati Match Ticket: VIPଙ୍କ ପାଇଁ ମାଳ ମାଳ ପାସ୍, ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ଖତମ୍

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର । More

Colored Cabbage: ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା; ରଙ୍ଗୀନ ଫୁଲକୋବି ଚାଷ କରି ମାଲାମାଲ୍‌ ହେଲେ ଚାଷୀ

ଚଳିତବର୍ଷ ପଦମନ ମାଳି ପ୍ରଥମ ଥର ପାଇଁ ରଙ୍ଗୀନ ଫୁଲ କୋବି ଚାଷ କରିଛନ୍ତି। ଏଥିପାଇଁ ସେ ୟୁଟ୍ୟୁବ୍‌ରୁ ପାଇଥିଲେ ଫର୍ମୁଲା। ତା’ପରେ ଉମରକୋଟରେ ଜଣେ ମଞ୍ଜି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିଥିଲେ। ସିଏ ତାଙ୍କୁ କୋବି ଚାରା ଆଣି ଯୋଗାଇଥିଲେ। More

Matric Examination: ‘ଅନିୟମିତତା ଧରିବାକୁ ୬ ଶହ କେନ୍ଦ୍ରରେ AI ଭଳି ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା’

ମାଟ୍ରିକ ପରୀକ୍ଷା ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଏ ପ୍ରକ୍ରିୟା ୧୩ ଦିନ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। More

Police Badminton Championship: ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଆରମ୍ଭ

କଟକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଶୁଭାରମ୍ଭ ହୋଇଯାଇଛି । ଡିଆଇଜିପି ( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା, ଆଇପିଏସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାମ୍ପିୟନସିପର ଶୁଭାରମ୍ଭ କରିଛନ୍ତି। ଏହି ଚାମ୍ପିୟନସିପ ୩ ଦିନ ଧରି କଟକ ଷଷ୍ଠ ବାଟାଲିଆନରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୧୭ଟି ବାଟାଲିୟନ ଯୋଗ ଦେଇଛନ୍ତି। More

Girls EduCation: ଚର୍ଚ୍ଚାରେ ନୂଆପଡ଼ାର ତିନି ରେବତୀ, ପାଠପଢ଼ିବାର ଇଚ୍ଛା ଆଗରେ ଚୁରମାର୍ ହେଲା ପ୍ରତିବନ୍ଧକ

ଚାନ୍ଦିନୀ, ଜୟଶ୍ରୀ, ତ୍ରିବେଣୀ ତିନି ଚେହେରା ହେଲେ ଗୋଟିଏ କାହାଣୀ । ରକ୍ଷଣଶୀଳ ସମାଜରେ ଜଣେ ଜଣେ ବୁଦ୍ଧିମତୀ, ଜଣେ ଜଣେ ରେବତୀ । ଏମାନେ ସେଇ ଅଖ୍ୟାତପଲ୍ଲୀର ରେବତୀ । More

Vigilance Raid: ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା। More

Blast In BJD Camp: ବିଜେଡ଼ିରେ ବିସ୍ଫୋରଣ; କିଏ ବାଣ୍ଟୁଥିଲା ଟିକେଟ୍‌ ? କାହାକୁ ନିଶାନା କରୁଛନ୍ତି ନେତା ? 

ବିଜେଡି ସଂଗଠନ ସମ୍ପାଦକ ଦାୟିତ୍ୱ ସମ୍ଭାଳୁଥିଲେ ପ୍ରଣବ ପ୍ରକାଶ ଦାସ । ଟିକେଟ୍‌ ବଣ୍ଟନରେ ନବୀନ ଓ ପ୍ରଣବଙ୍କ ଭୂମିକା ଥିବା ପ୍ରାୟ ସମସ୍ତେ ଜାଣୁଥିଲେ । ହେଲେ ଏବେ ଖୋଦ୍‌ ବବିଙ୍କ ସମ୍ବଲପୁରର ଟିକେଟ୍‌କୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କଲେଣି ଦଳୀୟ ନେତା । More

Tiger Cub on Road: ରାସ୍ତାରେ ବୁଲୁଛି ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ଲୋକେମାନେ ପ୍ରଥମେ ବାଘଟିକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ପରେ ଲୋକମାନେ ବାଡ଼ି,ଠେଙ୍ଗା ଧରି ହୋହଲ୍ଲା କରିବାରୁ ବାଘଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା। More

Illegal Mining: ବ୍ଳାଷ୍ଟିଂ ପାଇଁ ସ୍କୁଲ-ଘରେ ଫାଟ, ଭୟଭୀତ ଗାଁ ଲୋକେ...

ପ୍ରଦୂଷଣ ବିଭାଗର ତାଲିକାରେ, କ୍ରସରର ନାଁ ଗନ୍ଧ ନାହିଁ । ଏପରିକି ଦିଆଯାଇଥିବା ଟାର୍ଗେଟ ଠାରୁ ଲକ୍ଷ ଗୁଣ ଖଣି ଖନ ନ ହେଉଛି । ମୁକେଶର ଏଭଳି କାରନାମାକୁ ଦେଖି, ଉତ୍ସାହିତ ଅନ୍ୟ ଖଣି ମାଫିଆ । More

Villagers Protect Their Forests: ଗାଁରେ ବସିଲା ବୈଠକ; ଜଙ୍ଗଲରେ ନିଆଁ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ...

ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗାଁ ମୌଜାର ଜଙ୍ଗଲ l ଦୀର୍ଘ ୩୦ ବର୍ଷ ହେଲା ସାନଖଣି ଗ୍ରାମବାସୀ ପାଳିଓଳି କରି ହାତରେ ଠେଙ୍ଗା ବାଡି ଧରି ଗାଁ ମୌଜାରେ ଥିବା ପ୍ରାୟ ଦେଢ଼ ଶହ ହେକ୍ଟର ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି l  More

Panchang Today 6th February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

Accident Claims Life In Udala: ଆଗରେ ଚାଲୁଥିଲେ; ହାତଛାଡ଼ି ଚାଲିଗଲେ, ଗୁମୁରି ଗୁମୁରି କାନ୍ଦୁଛି ଜୋତା !

ମୃତ କୃପାସିନ୍ଧୁଙ୍କ ଜୋତା କହୁଛି । ହେ ମୋର ପ୍ରିୟ ମଣିଷ ଫେରିଆସ । କାଲି ପୁଣି ମର୍ଣ୍ଣିଂ ୱାକରେ ଯିବା...ପୁଣି ବୁଲିବା...ଆଉ ପୁଣି ଘରକୁ ଫେରିବା । More

Ind Vs Eng ODI: ବାରବାଟୀ ମ୍ୟାଚ୍‌: ଟିକେଟ୍‌ ବିକ୍ରିରେ ହୋଇନି ତ ସ୍କାମ ?

ଟିକେଟ ପାଇଁ ଦଳଚକଟା ଭଳି ପରିସ୍ଥିତି ଉପୁଜିଥିବା ବେଳେ, ମହିଳାଙ୍କ ଲାଇନରେ ବସ୍ତି ଲୋକ ଠିଆ ହୋଇ ଟିକେଟ ନେବା ଅନେକ ପ୍ରଶ୍ନ ଠିଆ କରିଛି ଯେ ଟିକେଟ ସ୍କାମ ହୋଇନି ତ ?  More

Ind Vs Eng ODI: ବାରବାଟୀ ମ୍ୟାଚ୍‌ ପାଇଁ ସରିଗଲା ଟିକେଟ୍‌, କାଲି ଆଉ କାଉଣ୍ଟରରେ ହେବନି ବିକ୍ରି

ଆଜି ସନ୍ଧ୍ୟା ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ର ସମସ୍ତ ଟିକେଟ୍‌ ବିକ୍ରି ହୋଇସାରିଛି । More

Cricket vs Hockey: କଟକରେ କ୍ରିକେଟ୍‌ ଟିକେଟ୍‌ ପାଇଁ ବାଡ଼ାବାଡ଼ି, ଭୁବନେଶ୍ୱରରେ ହକି ଟିକେଟ୍‌ ମିଳୁଛି ମାଗଣା

କ୍ରିକେଟ୍‌ ମ୍ୟାଚ୍‌ ଟିକେଟ୍‌ କିଣିବା ପାଇଁ ସମସ୍ତଙ୍କ ମନରେ ଥାଏ ବେଶ୍‌ ଉତ୍କଣ୍ଠା । ଟିକେଟ୍‌ର ମୂଲ୍ୟ ଯେତେ ହେଉ ନା କାହିଁ ସମସ୍ତେ ଚାହାନ୍ତି ଟିକେଟ ଖଣ୍ଡ କିଣି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ । More

BJD: ହାରକୁ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ବିଜେଡି ନେତା, ନିଇତି ନୂଆ ନୂଆ କାରଣ କହି ମାରୁଛନ୍ତି ତୀର

ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି । More

Barabati Match Ticket: ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ଟିକେଟ୍ ପାଇଁ ଲଢ଼େଇ, ଦଳାଚକଟା ସ୍ଥିତିରେ ସନ୍ତୁଳି ହେଲେ ଦର୍ଶକ

ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା....ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ । More

Vigilance Raid: ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ, ବାବୁଙ୍କ ଘରେ ଟଙ୍କାର ଭଣ୍ଡାର ଦେଖି ତାଜୁବ ହେଲା ଭିଜିଲାନ୍ସ

ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ । ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜୟପୁର ବାସଭବନରୁ ପାଖାପାଖି ୨ କୋଟିର ନଗଦ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଛି । More