• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 18 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 1 year ago

ଓଲଟିଲା ବରଯାତ୍ରୀ ଗାଡ଼ି, ୨ ମୃତ

ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । More
  • Otv Khabar Bureau
  • 1 year ago

ଧୂଆଁବାଣ ସାଜିଛି ନେତାଙ୍କ ପ୍ରତିଶ୍ରୁତି...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ଗାଁ ଲୋକେ...

ଧୂଆଁବାଣ ସାଜିଛି ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି...ନାକଟିଦେଉଳ ବ୍ଲକ ସାଲେଭଟାର ଟିକିରା ନଈରେ ପୋଲ ନାହିଁ...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ୯ ଖଣ୍ଡ ଗାଁ ଲୋକେ... More
  • Santosh Kumar Sahoo
  • 1 year ago

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ, ୩ ବର୍ଷରେ କାମ ସାରିବାକୁ ଟାର୍ଗେଟ

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ହେଲେ ବାସ୍ତବ ରୂପ ନେବ ତ ପ୍ରସ୍ତାବିତ ବିମାନ ବନ୍ଦର ? More
  • Otv Khabar Bureau
  • 1 year ago

ମର୍ମନ୍ତୁଦ ଦୁର୍ଘଟଣା, ଚଢ଼ିଗଲା ଟ୍ରକ୍...ଛାରଖାର ହୋଇଗଲା ପୂରା ପରିବାର... 

ବେପାରୁଆ ଗାଡି ଚାଳନା ପରିବାରକୁ କରିଦେଲା ଛାରଖାର । ଟ୍ରକ ଚକା ତଳେ ଚାପି ହୋଇ ପତ୍ନୀଙ୍କ ଜୀବନ ଯାଇଥିବା ବେଳେ, ଝିଅ ହାତ, ଗୋଡ଼ କଟିଯାଇଛି । More
  • Manoranjan Behera
  • 1 year ago

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌; ମା ମୃତ, ବାପାଝିଅ ଗୁରୁତର

ବାଇକରେ ବାପା ମାଆ ଓ ଝିଅ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି। More
  • Manoranjan Behera
  • 1 year ago

ଜଙ୍ଗଲରେ ତୋଳୁଥିଲେ ଖଲିପତ୍ର; ହଠାତ୍‌ ମହିଳାଙ୍କ ପେଟ୍‌ରେ ବାଜିଲା ଗୁଳି

ସନ୍ଧ୍ୟା ସମୟରେ ମା ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ପତ୍ର ବିଡା କରିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ। More
  • Satyendu Shekher Mishra
  • 1 year ago

ହଷ୍ଟେଲ ଛାତରୁ ପଡ଼ି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା ଜଗଦା ସ୍ଥିତ ITI କଲେଜ ହଷ୍ଟେଲରୁ ପଡ଼ି ମୃତ୍ୟୁ । More
  • Satyendu Shekher Mishra
  • 1 year ago

Panchang Today 18th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର-  ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । More
  • Satyendu Shekher Mishra
  • 1 year ago

ଏମିତି ଆମ ସ୍ୱାସ୍ଥ୍ୟସେବ, ଏମିତି ଆମ ବିକାଶ..! ଆସିପାରିଲାନି ଆମ୍ବୁଲାନ୍ସ, ଜୀବନ ହାରିଲେ ଗର୍ଭବତୀ...

ଆମ୍ବୁଲାନ୍ସ ଆସିନପାରିବାରୁ ହସପିଟାଲ ପହଞ୍ଚିବାରେ ଡେରି । ହସପିଟାଲ ନେବା ବାଟରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ । More
  • Satyendu Shekher Mishra
  • 1 year ago

ସବୁଦିନ ସ୍ୱାମୀ ପିଟୁଥିଲା, ଶେଷରେ ସ୍ତ୍ରୀ କାଟିଦେଲା ବେକ

ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପିଠିକୁ କାଟି ଦେଇଥିଲେ। More
  • Satyendu Shekher Mishra
  • 1 year ago

ଭାଗ୍ୟ ଖୋଲିଲା ! କୋରାପୁଟ ଶିଶୁ ଯତ୍ନ ଅନୁଷ୍ଠାନରୁ ସିଧା ସ୍ୱିଡେନ...

ସ୍ୱିଡେନରେ ନୂଆ ପରିବାର ପାଇଲା କୁନି ପୁଅ ରାଜେନ୍ଦ୍ର । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନର ଦମ୍ପତି । More
  • Satyendu Shekher Mishra
  • 1 year ago

ପ୍ରବଳ କୁହୁଡ଼ି ! ରାସ୍ତା ଗାଡ଼ି ଚଲାଇବାକୁ ଭାରି ମୁସକିଲ

ଆଗାମୀ ୩ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । More
  • Manoranjan Behera
  • 1 year ago

ଯୋଜନା ନାଁରେ ଭଣ୍ତାଉଛନ୍ତି କି ସରକାର ? ଡାହା ମିଛ କହି କହି ପୋଗ୍ରାମ କରୁଥିଲେ, ଏବେ ବିରୋଧର ସାମ୍ନା କଲେ

ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର। More
  • Manoranjan Behera
  • 1 year ago

ଡରୁଛି କି BJD ? ମହିଳା ଭୋଟ ବ୍ୟାଙ୍କ ପାଇଁ ଭଣ୍ଡାର ଖୋଲି ଦେଲେ ନବୀନ !

ମହିଳା ଭୋଟ୍‌କୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ? More
  • Manoranjan Behera
  • 1 year ago

ବିଜେଡିକୁ ବଣ୍ଡ ଚିନ୍ତା; କେଉଁଠୁ କେତେ ପାଇଛ ଗୋଟି ଗୋଟି କରି ହିସାବ ଦିଅ..

ନିର୍ବାଚନ ବଣ୍ଡ ସ୍କିମ୍‌କୁ ସୁପ୍ରିମକୋର୍ଟଙ୍କ ଅସାମ୍ବିଧାନିକ ଘୋଷଣା ପରେ ଏବେ ବଡ଼ ଟେନସନରେ ବିଜେଡି। କେଉଁଠୁ ଚାନ୍ଦା ଆକାରରେ ଆସିଛି କେତେ ଟଙ୍କା ? କିଏ ଦେଇଛି ଓ କେଉଁ ଆକାରରେ ଦେଇଛି ? More
  • Otv Khabar Bureau
  • 1 year ago

‘ସୁବ ବୁଥ୍‌ରେ ମିଳିବ ମୌଳିକ ସୁବିଧା...ହିଂସାକୁ ରୋକିବ ସି-ଭିଜିଲ୍ ଆପ୍’

ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ CECଙ୍କ ସୂଚନା...‘ବୁଥରେ ହିଂସା ରୋକିବାକୁ ବ୍ୟବହାର ହେବ ସି-ଭିଜିଲ୍ ଆପ୍...ସବୁ ପଲିଟିକାଲ ପାର୍ଟିଙ୍କ ପ୍ରତି ସମାନ ମନୋଭାବ ପୋଷଣ’ More
  • Otv Khabar Bureau
  • 1 year ago

ଦେଢ଼ବର୍ଷ ଅପେକ୍ଷାର ହେଲା ଅନ୍ତ...ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...

ଦେଢ଼ବର୍ଷ ପରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...ଏଣିକି କମନ୍ ଏରିଆର ମାଲିକ ବି ହେବେ ବାସଗୃହ କ୍ରେତା...ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଲା ନୂଆ ନିୟମ... More