• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 07 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 11 months ago

୨୦୨୪ ନିର୍ବାଚନ; ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି !

ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି । More
  • Tanmay Kumar Mahalik
  • 11 months ago

ପରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତି; କହିଲେ, ବିରୋଧୀ କରୁଛନ୍ତି ହୀନ ରାଜନୀତି

ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି । More
  • Tanmay Kumar Mahalik
  • 11 months ago

ଏଥର ଦ୍ୱନ୍ଦ୍ୱରେ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ; ଏପ୍ରିଲ ୧୩ ନା ୧୪ ତାରିଖ ?

ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ । More
  • Santosh Kumar Sahoo
  • 11 months ago

‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର, ଜଣେ ‘P’ଙ୍କ ନାଁରେ ଅନ୍ୟ ଜଣେ ‘P’ ଚଳାଉଛନ୍ତି ରାଜ୍ୟ’

ଓଡ଼ିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର ! ନବୀନ ଓ ମୋଦିଙ୍କ ସହଭାଗିତାରେ ସରକାର ଚାଲିଛି ! ୨ ଜଣ ଯାକ ଏକାଠି ମିଶି କାମ କରୁଛନ୍ତି ! More
  • Santosh Kumar Sahoo
  • 11 months ago

ବିଧାନସଭାରେ ‘ପରୀ’ ତାତି, ଆଲୋଚନା ନ କରି ଗୃହ ଅଚଳ କଲା ବିଜେଡି

ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ । More
  • Santosh Kumar Sahoo
  • 11 months ago

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା, ଭାଙ୍ଗିଲେ ବାଚସ୍ପତିଙ୍କ ମାଇକ୍‌

ପୋଡିୟମରେ ଚଢ଼ି ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ। More
  • Santosh Kumar Sahoo
  • 11 months ago

ଆଉ ୨୮ ନୂଆ ଜିଲ୍ଲା ଗଠନ ଦାବି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗିର ଜିଲ୍ଲାକୁ ୪ଟି ଏବଂ କଟକ ଓ ଅନୁଗୁଳ ଜିଲ୍ଲାକୁ ଭାଙ୍ଗି ୩ଟି ଲେଖାଏଁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । More
  • Manoranjan Behera
  • 11 months ago

ରମେଶ କହିଲେ ଡି ଓ ପି କିଏ ? ଏଠି ଗାଳି ସେଠି ମେଳି..

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। More
  • Sonali Ojha
  • 11 months ago

ହସ୍ପିଟାଲରେ ମିଳିଲାନି ବେଡ୍, ଅପରେସନ ପରେ ଚଟାଣରେ ଶୋଇଲେ ୨୯ ମହିଳା

ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା। More
  • Sonali Ojha
  • 11 months ago

ଓଡ଼ିଶାରେ ରାହୁଲଙ୍କ ନ୍ୟାୟ ଯାତ୍ରା: ଦ୍ୱିତୀୟ ଦିନରେ ବୀରମିତ୍ରପୁରରୁ ଶୁଭାରମ୍ଭ

ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ । ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବେ। More
  • Manoranjan Behera
  • 11 months ago

ହାଇକୋର୍ଟର ନାଁ ପରେ ବି ମାନିଲାନି CMC; ବନ୍ଧ୍ୟାକରଣ ନାଁରେ କଲା ଲକ୍ଷ ଲକ୍ଷ ଟଙ୍କା ଚଳୁ !

ସିଏମସିରେ ପୁଣି ଦୁର୍ନୀତି ଗନ୍ଧ। କୁକୁର ବନ୍ଧ୍ୟାକରଣ ନାଁ ରେ ଚଳୁ ହୋଇଛି କି ଲକ୍ଷ ଲକ୍ଷ ଟଙ୍କା? ବନ୍ଧ୍ୟାକରଣ ବନ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହୋଇଛି କି ଅବମାନନା? ନା ଏହାପଛରେ ହରିଲୁଟ୍‌ର ଗନ୍ଧ? More
  • Manoranjan Behera
  • 11 months ago

ଆଜି ଶପଥ ନେବେ ହାଇକୋର୍ଟର ଚିଫ୍‌ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ଗତ ୨ ତାରିଖରେ ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। More
  • Swadesi Megha Mallhar Prusty
  • 11 months ago

Panchang Today 7th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୨ଶୀ ଦିବା ୦୨.୦୨ ଗତେ ୧୩ଶୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୨.୦୨ ପର୍ଯ୍ୟନ୍ତ More
  • Manoranjan Behera
  • 11 months ago

ମାଘରେ ଜାଡ଼ ଉଭାନ୍, କଲବଲ କରୁଛି ଖରା ଓ ତାତି

ଫେବ୍ରୁଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି। More
  • Satyendu Shekher Mishra
  • 11 months ago

ଲେଖିଦେଲେ କି ନୂଆ ବର୍ଣ୍ଣବୋଧ ? ଭାଷା ସମ୍ମିଳନୀ ବର୍ଣ୍ଣମାଳାରୁ ଲୁ ଓ କ୍ଷ ଗାଏବ୍

​​​​​​ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା । More
  • Satyendu Shekher Mishra
  • 11 months ago

ଦେବବ୍ରତଙ୍କୁ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’

ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟା ବିବେଚିତ ହୋଇଛନ୍ତି କଥାକାର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ। More
  • Satyendu Shekher Mishra
  • 11 months ago

ପରୀ ହତ୍ୟା ମାମଲା: ସାଢ଼େ ୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ, ଖୁସି ନାହାନ୍ତି ମାଆ

ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । More
  • Satyendu Shekher Mishra
  • 11 months ago

ଅସୁସ୍ଥ କଅଁଳା ବାଛୁରୀ ଧରି କଲେକ୍ଟରଙ୍କୁ ଗୁହାରି, ଚିକିତ୍ସା ନପାଇ ଛଟପଟ ଗର୍ଭିଣୀ ଗାଈ

କୁକୁଡ଼ା ମଡ଼କରୁ କ୍ଷତିରେ ଫାର୍ମ ମାଲିକ । ୨୦ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ । More
  • Satyendu Shekher Mishra
  • 11 months ago

ଭାଙ୍ଗିରୁଜି ଗଲାଣି ପାର୍କ, ଭୁଶୁଡ଼ିବା ଅବସ୍ଥାରେ କୋଟିଏ ଟଙ୍କାର ଘର

ନିର୍ମାଣ ହେବାଦିନୁ କୋଠଘରେ ଝୁଲୁଛି ତାଲା । ସାଧାରଣରେ ତେଜୁଛି ଅସନ୍ତୋଷ । More