• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୨ଶୀ ଦିବା ୦୨.୦୨ ଗତେ ୧୩ଶୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୨.୦୨ ପର୍ଯ୍ୟନ୍ତ, ତା ପରେ ନିଶାନ୍ତ ୦୪.୩୭ ଗତେ ଉତ୍ତରାଷାଢା ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ

ପ୍ରାତଃ- ୦୬.୨୩ ରୁ ୦୭.୫୩

ଦିବା-୧୦.୩୬ ରୁ ୧୧.୩୮
ଦିବା-୦୧.୫୩ ରୁ ୦୪.୫୩
ସନ୍ଧ୍ୟା-୦୬.୨୯ ରୁ ୧୦.୪୪
ରାତ୍ରି- ୦୨.୦୮ ରୁ ୦୩.୧୧
ନିଶାନ୍ତ-୦୪.୪୭ ରୁ ୦୬.୨୩

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ - ଦିବା ୧୨.୦୦ ରୁ ୦୧.୨୫
କାଳବେଳା- ଦିବା ୦୯.୧୨ ରୁ ୧୦.୩୬
ବାରବେଳା- ଦିବା ୧୨.୦୦ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୩.୧୧ ରୁ ୦୪.୨୭