• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 21 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 10 months ago

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବିଦା ହେଲେ PCCର ସାଧାରଣ ସଂପାଦକ

ଆଜି ସନ୍ଧ୍ୟାରେ ବସିଥିବା PCC ଶୃଙ୍ଖଳା କମିଟି ବୈଠକ ବସିଥିଲା। More
  • Chandan Shishu
  • 10 months ago

ପ୍ରଭାବଶାଳୀ ବ୍ୟକ୍ତି ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଆବର୍ଜନାରେ ହିଁ ଜବାବ ଦେବ ତ BMC ?

ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ  କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ। More
  • Chandan Shishu
  • 10 months ago

ରାଜ୍ୟରେ ସ୍ୱାସ୍ଥ୍ୟସେବା କଣ ଏମିତି ! ଡାକ୍ତର ଅଭାବ ସାଙ୍ଗକୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା 

ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା। More
  • Manoranjan Behera
  • 10 months ago

ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର । More
  • Manoranjan Behera
  • 10 months ago

ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ମୋ' ଘର ଯୋଜନା ପ୍ରତି ବଢୁନି ହିତାଧିକାରୀଙ୍କ ଆଗ୍ରହ । ବାସହୀନଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଉତ୍ସାହ । ବାଧକ ସାଜିଛି ବ୍ୟାଙ୍କ ଲୋନ୍ । ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ସାମ୍ନାକୁ ଆଣିଛି ଏମିତି ତଥ୍ୟ । More
  • Manoranjan Behera
  • 10 months ago

ଆକ୍ସନ ପରେ ରିଆକ୍ସନ; କାର୍ଯ୍ୟକାରିଣୀ ବୈଠକ ପରେ ଉଠିବ କି ସସପେଣ୍ତ ଅର୍ଡର ?

ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ତାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି। More
  • Chandan Shishu
  • 10 months ago

ସାମ୍ବିଧାନିକ ପଦ ପ୍ରତି ଶାସକ ଦଳର ସମ୍ମାନ ଅଛି ତ ? ୨ ମାସ ପରେ ବି ପୂରଣ ହୋଇପାରୁନି ବାଚସ୍ପତି ପଦ

ପ୍ରଶ୍ନ ଉଠୁଛି କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଛି ନା ଅଛି କିଛି ଦଳୀୟ କେଁ ? ଏବେ ବିନା ବାଚସ୍ପତିରେ ଚାଲିଛି ବିଧାନସଭାର ବିଭିନ୍ନ କାର୍ଯ୍ୟ। More
  • Manoranjan Behera
  • 10 months ago

‘ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି କହୁ’

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ଚିଠିରେ ଲେଖିଛନ୍ତି ସୁଦର୍ଶନ। More
  • Manoranjan Behera
  • 10 months ago

ଲୋଭ ହେଲା କାଳ; ଲକ୍ଷେ ଟଙ୍କା ଲାଞ୍ଚ ନେଇ ଫସିଲେ IIC

ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। More
  • Satyendu Shekher Mishra
  • 10 months ago

ବଢୁଛି ହୀରାକୁଦ ଜଳସ୍ତର ! ପ୍ରବେଶ କରୁଛି ୧,୩୬,୮୮୮ କ୍ୟୁସେକ ଜଳ

ବର୍ଷା ବଢ଼ିଲେ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । More
  • Rajalaxmi Sahoo
  • 10 months ago

ଆଗକୁ ଆହୁରି ବର୍ଷା ! ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। More
  • Rajalaxmi Sahoo
  • 10 months ago

5T ସଚିବଙ୍କ ଗସ୍ତ ବେଳେ ଟ୍ରାଫିକ ଜାମ୍‌, ଅଧ ଘଣ୍ଟା ଫସିଲା ଆମ୍ବୁଲାନ୍ସ !

5T ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା। More
  • Rajalaxmi Sahoo
  • 10 months ago

ଚିକିତ୍ସା ନାଁରେ ଜୀବନ ସହ ଖେଳ ! ରୋଗୀଙ୍କ ବ୍ଲଡ୍‌ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ, ଦିନ ୧୧ରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ...

ଡାକ୍ତରଙ୍କ ବଦଳରେ ରୋଗୀଙ୍କ ବ୍ଲଡ୍ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ। ଆଉ ଦିନ ୧୧ଟାରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ପଳାଉଛନ୍ତି ଡାକ୍ତର। More
  • Satyendu Shekher Mishra
  • 10 months ago

NGTର କଡ଼ା ନିର୍ଦେଶ ! ଦୁଇ ବର୍ଷରେ ପୁରୀ ବଳିଆପଣ୍ଡାରୁ ସଫା କର ଅଳିଆ ଗଦା...

ଦୁଇ ବର୍ଷ ମଧ୍ୟରେ ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ । ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଅଳିଆ ଗଦା ହଟାଅ: NGT । More
  • Rajalaxmi Sahoo
  • 10 months ago

ବର୍ଷେ ଯାଏ ବଡ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ମନା, ଜାଣନ୍ତୁ କେଉଁଠି...

ସମ୍ବଲପୁରରେ ସମୂହ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା। ଜିଲ୍ଲାରେ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ଉଦ୍ଦେଶ୍ୟରେ ବର୍ଷେ ପାଇଁ କୌଣସି ବଡ ଧରଣର ସମୂହ ଧାର୍ମିକ ଶୋଭାଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି More
  • Tanmay Kumar Mahalik
  • 10 months ago

Today Panchang 21st July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ଜିନିଷ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଦିବା ୧୦.୫୫ ଗତେ ସିଂହ । ତିଥି- ୩ୟା ପ୍ରାତଃ ୦୬.୫୮ ଗତେ ୪ର୍ଥୀ । More
  • Rajalaxmi Sahoo
  • 10 months ago

ରୁହନ୍ତୁ ସତର୍କ ! ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା...

ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। More
  • Manoranjan Behera
  • 10 months ago

ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ନିଜ ହାତରେ ଗଢ଼ୁଛନ୍ତି ନିଜର ଭାଗ୍ୟ

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ। More
  • Manoranjan Behera
  • 10 months ago

ନୀଳାଦ୍ରୀ ବିଜେର ୧୯ ଦିନ ପରେ ବି କାହିଁକି ହୋଇପାରୁନି ଶ୍ରୀମୁଖ ଶିଙ୍ଗାର ?

ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି । More
  • Manoranjan Behera
  • 10 months ago

ବିଶ୍ୱବିଦ୍ୟାଳୟ ମାଳମାଳ ହେଲେ ଅଧ୍ୟାପକ ମରୁଡ଼ି; ଚୁକ୍ତିଭିତ୍ତିକ ଷ୍ଟାଫଙ୍କ ହାତରେ ପାଠପଢ଼ା ଭାର

ବିଶ୍ୱବିଦ୍ୟାଳୟ ମାଳମାଳ, ହେଲେ ସବୁଠି ଚୁକ୍ତିଭତ୍ତିକ ଷ୍ଟାଫଙ୍କ ହାତରେ ପାଠପଢା ଭାର । ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ। More
  • Manoranjan Behera
  • 10 months ago

ଛାତରୁ ପ୍ଲାଷ୍ଟର ଗଳି ଶିକ୍ଷୟିତ୍ରୀ ଆହତ, କାଲି ପିଲାଙ୍କ ଉପରେ ପଡ଼ିବନି ତ ?

ବାହାରୁ ଚକାଚକ୍, ଭିତରୁ ଫମ୍ପା ରାଜ୍ୟ ସରକାରଙ୍କ 5T ସ୍କୁଲ । ଦିନ୍ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍ । More
  • Manoranjan Behera
  • 10 months ago

BJDର ହିନ୍ଦୁତ୍ୱ କାର୍ଡ ! ମନ୍ଦିର ନାଁରେ ୫୦ ଲକ୍ଷ ଦେଇ, ଗାଁ ଭୋଟ ହାତେଇବା ଚକ୍କରରେ ଦଳ !

ଭୋଟରଙ୍କୁ ହାତରେ ରଖିବା ପାଇଁ ବିଜେଡିର ବଡ଼ ପ୍ଲାନ୍ । ନବୀନ ଓଡ଼ିଶା ସ୍କିମ୍ ମାଧ୍ୟମରେ ଗାଁ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ପ୍ରଶାସନ ବଦଳରେ ବିଜେଡି ନେତା ଆଣୁଛନ୍ତି ପ୍ରସ୍ତାବ! ପ୍ରକଳ୍ପ ଚୟନ ନାଁରେ ହେଉଛି ଦଳୀୟ ସଭା ସମିତି, ପ୍ରସ୍ତୁତ ହେଉଛି ଗାଁ ଭୋଟ୍ ପ୍ଲାନ । More