• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 10 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ମଞ୍ଚ ପାଲଟିଲା ମୃତ୍ୟୁ ଶଯ୍ୟା, ଦୀପ ଜାଳୁଜାଳୁ ଲିଭିଗଲା ଜୀବନ ଦୀପ

କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ। More
  • Chandan Shishu
  • 1 year ago

ଉଚ୍ଚଶିକ୍ଷା ବିଭାଗରେ ହୋଇଛି କି ବଡ଼ କେଳେଙ୍କାରୀ ?

ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା  More
  • Pramod Behera
  • 1 year ago

ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ସୁରକ୍ଷିତ ରଖିପାରିବେ କି ରାହାଣେ...

ଦୀର୍ଘ ଦିନ ପରେ ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିଥିବା ବ୍ୟାଟର୍ ଅଜିଙ୍କ୍ୟ ରାହାଣେଙ୍କୁ ଏବେ ଖୁବ୍ ଚର୍ଚ୍ଚା । ସେ ଡବ୍ଲ୍ୟୁଟିସି ଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଉଲ୍ଲେଖନୀୟ ଇନିଂସ୍ ଖେଳି ଟିମ୍‌କୁ ଫଲୋଅନ୍ ସଙ୍କଟରୁ ବଞ୍ଚାଇଥିଲେ । ଏବେ ପ୍ରଶ୍ନ ଉଠିଛି, ଟେଷ୍ଟ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ କି ରାହାଣେ? More
  • Prangyan Parimita
  • 1 year ago

ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜ୍ୟ, ଆହୁରି ୫ ଦିନ ନିସ୍ତାର ନାହିଁ

ଆଜି ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ । More
  • Chandan Shishu
  • 1 year ago

ଇ-ରିକ୍ସା ଚଳାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା

ଏଇ ରିକ୍ସାରେ 'ମୋ ବସ୍' ପାଖକୁ ଆସୁଛନ୍ତି ଯାତ୍ରୀ। More
  • Satyendu Shekher Mishra
  • 1 year ago

ମନ୍ତ୍ରୀ-ସଚିବଙ୍କ କଥାରେ ରହୁନି ତାଳମେଳ ! କାହାକୁ ବିଶ୍ୱାସ କରିବେ ଲୋକେ

ବିଜୁଳି ସମସ୍ୟା ନେଇ ମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଭିନ୍ନ ମତ । ମୁଖ୍ୟ ଶାସନ ସଚିବ କହୁଛନ୍ତି, ମରାମତିରେ ଢିଲା ହେଉଛି । More
  • Satyendu Shekher Mishra
  • 1 year ago

୮୦୦ ସିମ୍ ଜବତ କଲା ପୋଲିସ, ୩୦୦ ଥିଲା ପ୍ରି-ଆକ୍ଟିଭେଟେଡ୍

ଅଭିଯୁକ୍ତଙ୍କଠାରୁ ୧୬ ମୋବାଇଲ ଓ ୨୬ ଶହ ଟଙ୍କା ଜବତ କରାଯାଇଛି । More
  • Satyendu Shekher Mishra
  • 1 year ago

ରଖିବାକୁ ନିର୍ଦେଶ ଦିଆନଯିବା ପର୍ଯ୍ୟନ୍ତ ରହିବନି କୌଣସି ଟ୍ରେନ୍

‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ । More
  • Satyendu Shekher Mishra
  • 1 year ago

ଏଥର ନିଦାଘ ରଜ ! ଆଉ ପାଉଟ କରିବ ପ୍ରଚଣ୍ଡ ଖରା...

ଓଡ଼ିଶାକୁ କେବେ ଛୁଇଁବ ତାହା ପୂର୍ବାନୁମାନ ହୋଇପାରିନି । ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ । More
  • Satyendu Shekher Mishra
  • 1 year ago

୧୭ରେ ଢ଼େଙ୍କାନାଳ ଆସିବେ ଶାହ, ମହା-ଜନସମ୍ପର୍କ ଅଭିଯାନରେ ହେବେ ସାମିଲ

ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। More
  • Satyendu Shekher Mishra
  • 1 year ago

ସ୍ୱୀକାର କଲେ ମନ୍ତ୍ରୀ, ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା

ରାଜ୍ୟରେ ପାୱାର କଟ୍ ହେଉନାହିଁ। ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ।  More
  • Satyendu Shekher Mishra
  • 1 year ago

ଆଶ୍ଚର୍ଯ୍ୟ ! ଜଣେ ଦାୟିତ୍ୱବାନ୍ ସାଂସଦଙ୍କ ଏମିତି ବିବେକହୀନ କାର୍ଯ୍ୟ...

ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ମାମଲା । ସାଂସଦ ନିରଞ୍ଜନଙ୍କ ‘ମିଛ ମନ୍ତବ୍ୟ’ର ପୋଲ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ । More
  • Rajalaxmi Sahoo
  • 1 year ago

କିଏ କହୁଛି ସତ ? ୪ ବର୍ଷର ଛୁଆକୁ ନେଇ ଜନ୍ମ କଲା ମାଆ ଓ ପାଳିତା ମାଆ ମଧ୍ୟରେ ଟଣାଓଟରା

୪ ବର୍ଷର ଶିଶୁକୁ ନେଇ ଜନ୍ମକଲା ମାଆ ଓ ପାଳିତା ମାଆ ମଧ୍ୟରେ ବିବାଦ। ବିବାଦ ଏତେ ଜୋର ହୋଇଥିଲା ଯେ, କଥା ଯାଇ ଥାନାରେ ପହଞ୍ଚି ଥିଲା। More
  • Rajalaxmi Sahoo
  • 1 year ago

ଦୀପ ପ୍ରଜ୍ୱଳନ ପରେ ହଠାତ୍‌ ମଞ୍ଚରେ ଟଳି ପଡ଼ିଲେ ଭାରତନାଟ୍ୟମ୍ ଗୁରୁ, ଚାଲିଗଲା ପ୍ରାଣବାୟୁ...

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚ ଉପରେ ଟଳି ପଡିଲେ ଭାରତନାଟ୍ୟମ୍ ଗୁରୁ। More
  • Rajalaxmi Sahoo
  • 1 year ago

ସ୍ୱାମୀ, ପୁଅକୁ ଛାଡ଼ି ଅନ୍ୟ ଜଣଙ୍କ ସହ ସ୍ତ୍ରୀ ଫେରାର, ପୁଅର ଜୀବନ ନେଲା ବାପା...

ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଅନ୍ୟ ଜଣେ ସହ ଫେରାର ହୋଇଯିବାରୁ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।  More
  • Manoranjan Behera
  • 1 year ago

ଏପଟେ କାନ୍ଦୁଥିଲା ଓଡ଼ିଶା, ସେପଟେ ସିଙ୍ଗାପୁରରେ ମଉଜ କରୁଥିଲେ ବିଜେଡି ନେତା

ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେେଳ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ଶାସକ ଦଳର ସେଲିବ୍ରେସନ । More
  • Satyendu Shekher Mishra
  • 1 year ago

ଘନୀଭୂତ ହେବାରେ ଲାଗିଛି 'ବିପର୍ଯ୍ୟୟ'

ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । More
  • Satyendu Shekher Mishra
  • 1 year ago

କମିଗଲାଣି କି ତାରାଙ୍କ ପତିଆରା ! AICC ଛଡ଼ାଇନେଲା ପତ୍ନୀଙ୍କ ପଦବୀ

ତାରା ଓ ସପ୍ତଗିରିଙ୍କ ଗୋଷ୍ଠୀ ମଧ୍ୟରେ ଲାଗିଥିଲା ଛକାପଞ୍ଝା । ୧୦ ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି । More
  • Satyendu Shekher Mishra
  • 1 year ago

ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲ ହେବ ମଡେଲ ସ୍କୁଲ !

ମଡେଲ ସ୍କୁଲ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭଙ୍ଗାଭଙ୍ଗି ଅଭିଯାନ ଆରମ୍ଭ । More
  • Pramod Behera
  • 1 year ago

Raja Parba 2023: ରଜ ତିନିଦିନ ଧରିତ୍ରୀମାତାକୁ କାହିଁକି ରଜସ୍ୱଳା ସ୍ତ୍ରୀ ସହ ତୁଳନା କରାଯାଏ

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। ଏହି ଦିନ ଧରିତ୍ରୀମାତାକୁ ରଜସ୍ୱଳା ନାରୀ ସହିତ କାହିଁକି ତୁଳନା କରାଯାଏ ଆସନ୍ତୁ ଜାଣିବା। More