• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ସାଇବର ଥାନା ପୋଲିସ ଦ୍ୱାରା ୮୦୦ ସିମ୍ ଜବତ । ୮୦୦ ସିମ୍‌ରୁ ୩୦୦ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଥିବା ସୂଚନା ରହିଛି । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୭ ଅଭିଯୁକ୍ତ ପୁରୀର ବୋଲି ଜଣାପଡ଼ିଛି । ସେମାନେ ଏକ ଘରୋଇ ଟେଲିକମ୍‌ କମ୍ପାନୀ କର୍ମଚାରୀ ବୋଲି ମଧ୍ୟ ସୂଚନା ରହିଛି । ଅଭିଯୁକ୍ତଙ୍କଠାରୁ ୧୬ ମୋବାଇଲ ଓ ୨୬ ଶହ ଟଙ୍କା ଜବତ କରାଯାଇଛି ।