Advertisment

ଇ-ରିକ୍ସା ଚଳାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା

ଏଇ ରିକ୍ସାରେ 'ମୋ ବସ୍' ପାଖକୁ ଆସୁଛନ୍ତି ଯାତ୍ରୀ।

author-image
Chandan Shishu
ଅଦ୍ୟତନ ହୋଇଛି
IAS Arun Bothra drives e rickshaw

IAS Arun Bothra drives e rickshaw

ଆଜି କ୍ରୁଟ୍ର ଦାୟିତ୍ୱ ନେଇଛନ୍ତି ଏଡିଜି ଅରୁଣ ବୋଥ୍ରା। କ୍ୟାପିଟାଲ ରିଜନ ଟ୍ରାନସପୋର୍ଟ ବ୍ୟବସ୍ଥାର ମୁଖ୍ୟ ଭାବେ ସେ ଦାୟିତ୍ୱ ନେଇଛନ୍ତି। କ୍ରୁଟର ମ୍ୟାନେଜିଂ ଡିରେକ୍ଟର ଭାବେ ଦାୟିତ୍ବ ନେବା ପରେ ସେ ଆଜି ଇଲେକଟ୍ରିକ୍ ଅଟୋ ରିକସା ମଧ୍ୟ ଚଳାଇଥିଲେ।

Advertisment
ଅରୁଣ ବୋଥ୍ରାଇ-ରିକ୍ସା ଚଳାଇଲେ ଅରୁଣ ବୋଥ୍ରା

ଏପରି ଅଟୋ ରିକସାକୁ ଟ୍ରାନସଜେଣ୍ଡର ଓ ମହିଳାମାନେ ଚଳାଉଛନ୍ତି। ମୋ ବସ୍ ର ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ଟ୍ୱିଟ କରିଛନ୍ତି ଅରୁଣ ବୋଥ୍ରା।

Advertisment
Advertisment