• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 02 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 2 years ago

ଠକିଦେଲେ ପିଣ୍ଟୁ ଭାଇ

ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ । More
  • Tanmay Kumar Mahalik
  • 2 years ago

ନାକରେ ପାଣି ପୁରାଇଲାଣି ବାଘ, ସତର୍କ ରହିବାକୁ ବନ ବିଭାଗର ସଚେତନ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ । More
  • Satyendu Shekher Mishra
  • 2 years ago

ରାଜଧାନୀର ୪ ବର୍ଷରେ ଲାଗିଛି ୫ କୋଟିରୁ ଅଧିକ ଟଙ୍କାର ଗଛ; ହେଲେ ଏବେ ଉଭାନ୍ !

କାଁ ଭାଁ ଲାଗିଛି, ଅନ୍ୟ କେଉଁଠି ନାହିଁ ଚିହ୍ନବର୍ଣ୍ଣ । ସିଜିନାଲ ଗଛ, ମରିଗଲା ବୋଲି କହିଲେ ମେୟର । ଦୁର୍ନୀତି ଗନ୍ଧ ବାରିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ଆଉ ଠକି ପାରିବେନି ! ଡାକ୍ତର ଓ ନର୍ସଙ୍କ ଡ୍ୟୁଟିକୁ ଜଗିବ ବାୟୋମେଟ୍ରିକ୍

ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି । More
  • Satyendu Shekher Mishra
  • 2 years ago

ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ ପରେ ଆଗ୍ରେସିଭ୍ ମୁଡରେ ବିଜେପି

କାଲି ସବୁ ଥାନାରେ FIR ଦେବ ବିଜେପି । ଶନିବାର SP ଅଫିସ ଆଗରେ ବିକ୍ଷୋଭ । ରାଜ୍ୟରେ ଚାଲିଛି ହିଟଲରୀ ଶାସନ କହିଲା କଂଗ୍ରେସ । More
  • Rajalaxmi Sahoo
  • 2 years ago

ଓଡ଼ିଶାରୁ ୟୁପି...ସବୁଠୁ ଲମ୍ବିଛି ନକଲି ମେଡିସିନ୍‌ ଚେର, ୭ କୋଟିରୁ ଅଧିକ ଟଙ୍କାର ନକଲି ମେଡିସିନ୍ ଜବତ

ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍‌ର ଚେର। ବରଗଡ଼, ଝାରସୁଗୁଡ଼ାରୁ ମିଳିଥିବା ନକଲି ଔଷଧ ଲିଙ୍କ୍‌ରେ ୟୁପିର ସିଗ୍ରାରେ ବଡ଼ ଧରଣର ରେଡ୍ ହୋଇଛି। More
  • Rajalaxmi Sahoo
  • 2 years ago

ଭୋ ଭୋ ହୋଇ କାନ୍ଦିଲେ ରାନୀ, କହିଲେ- ‘ଭାଇ କଥା ଦେଇଥିଲେ ସୁସ୍ଥ ହୋଇ ଫେରିବେ, ହେଲେ ଆମ ସମସ୍ତଙ୍କୁ ଠକି ଦେଲେ’

ପିଣ୍ଟୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ‘ଭାଇ ମୋତେ କଥା ଦେଇଥିଲେ, ମୁଁ ସୁସ୍ଥ ହୋଇ ଫେରିବି।’ More
  • Rajalaxmi Sahoo
  • 2 years ago

ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ

ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ. More
  • Satyendu Shekher Mishra
  • 2 years ago

ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ‘ପବ୍‌ ଜି’ ଖେଳୁଥିଲା ସାଇବର ଠକ

ଅଭିଯୁକ୍ତର ଘର ଦେବଗଡ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । More
  • Satyendu Shekher Mishra
  • 2 years ago

ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ୧୦ ବଡ଼ ଚ୍ୟାଲେଞ୍ଜ !

ଶ୍ରୀମନ୍ଦିରରୁ ଆଶିଷ ନେବା ପରେ ଦାୟିତ୍ୱ ଗ୍ରହଣ କଲେ ବାବୁ ନମ୍ବର ୱାନ୍ ତଥା ମୁଖ୍ୟ ସଚିବ ପ୍ରଦୀପ ଜେନା । More
  • Satyendu Shekher Mishra
  • 2 years ago

ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ କେମିତି ହେଲା ମୃତ୍ୟୁ ? କ’ଣ ଘଟିଲା ବୁର୍ଲା ପାୱାର ଚାନେଲରେ ?

ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ୨୦ ଘଣ୍ଟା ପରେ ବି ଲାଗିରହିଛି ସସପେନ୍ସ । More
  • Satyendu Shekher Mishra
  • 2 years ago

BJP-BJD ତୁତୁ ମେମେ ଭିତରେ ତେଜିଲା ଟୁଇଟ୍ ୱାର୍

ଲୋୟର ପିଏମ୍‌ଜି ଖଣ୍ଡଯୁଦ୍ଧ ପରେ ବିଜେପି-ବିଜେଡି ମୁହାଁମୁହିଁ । ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପୋଲିସକୁ ଆକ୍ରମଣ କରାଯାଇଛି କହିଛି ବିଜେଡି । More
  • Satyendu Shekher Mishra
  • 2 years ago

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖେଳୁଛି କି ଜାତି କାର୍ଡ ? ସରକାର ଆଣିବେ କି ସ୍ପେଶାଲ ସ୍କିମ୍ ?

ଘୋଷଣାର ଦୀର୍ଘଦିନ ପରେ ଓବିସି ସର୍ଭେକୁ ଗ୍ରୀନ୍ ସିଗ୍ନାଲ । ପଛୁଆ ବର୍ଗର ଭୋଟ୍ ନେବାକୁ କସରତ ଆରମ୍ଭ । More