• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 19 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଓଡ଼ିଶା ପୋଲିସରେ ଆଉ କେତେ ଗୋପାଳ ? ଖୋଜିବା ଅଭିଯାନ ଆରମ୍ଭ..

ଡ୍ୟୁଟି ଚାପରେ ଥିବା ପୋଲିସକୁ ଫଳ ଦେବ ତ ଫିଟନେସ୍ ଫଣ୍ଡା ? ସବୁ କର୍ମଚାରୀଙ୍କ ସୁସ୍ଥ ମନ ଓ ଶରୀର ପାଇଁ ରାଜ୍ୟ ପୋଲିସର ଉଦ୍ୟମ । More
  • Satyendu Shekher Mishra
  • 2 years ago

ଦିନେ ଅର୍ଥାଭାବରୁ ଦିପକ ପାଠ ପଢ଼ିପାରିନଥିଲେ, ଏବେ ପିଲାଙ୍କୁ ମାଗଣା ପଢ଼ାଉଛନ୍ତି

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦। More
  • Satyendu Shekher Mishra
  • 2 years ago

ପରଂପରା ପାଲଟିଗଲାଣି ପରଂପରା ଭଙ୍ଗ ! କାହିଁକି ବିଳମ୍ବରେ ଉଠିଲା ମହାଦୀପ ?

ପ୍ରଶାସନର ନିରବତାକୁ ପ୍ରଶ୍ନ, ତେଜିଲା ରାଜନୈତିକ ବୟାନବାଜି । More
  • Satyendu Shekher Mishra
  • 2 years ago

ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଟାର୍ଗେଟ ! ପାଲଟା ଜବାବ ଦେଲେ ଧର୍ମେନ୍ଦ୍ର

ପ୍ରତିଶ୍ରୁତିରେ ରହିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ । ବରଗଡ଼ରେ ନିର୍ବାଚନୀ ସଭା ଭଳି ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ । More
  • Satyendu Shekher Mishra
  • 2 years ago

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ରଣହୁଙ୍କାର, ରାସ୍ତାକୁ ଓହ୍ଲାଇଲା ବିଜେପିର ୟଙ୍ଗ ବ୍ରିଗେଡ୍

ନବ ଦାସ ହତ୍ୟାରୁ ନଜର ହଟାଇବାକୁ ଉଦ୍ୟମ ଅଭିଯୋଗ । 'ବିଜେଡି ଜାଣିଶୁଣି ଜୟନରାୟଣଙ୍କୁ ବିବାଦକୁ ଟାଣୁଛି' More
  • Pramod Behera
  • 2 years ago

ଶତାୟୁ ହେବାର ରହସ୍ୟ କହିଲେ ବୟୋଜ୍ୟେଷ୍ଠ

ଶତାୟୁଙ୍କୁ ସମ୍ମାନ... ଜୀବନର ୧୦୦ ବର୍ଷ ଅତିକ୍ରମ କରି ସାରିଥିବା ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦିଆଯାଇଛି। ଏଥିରେ ଯୋଗଦେଇଥିବା ବୟସ୍କମାନେ ସେମାନଙ୍କ ସୁସ୍ଥ ଜୀବନର ରହସ୍ୟକୁ ବଖାଣିଛନ୍ତି। ଆସନ୍ତୁ ଜାଣିବା… More
  • Tanmay Kumar Mahalik
  • 2 years ago

ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼

କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ଜଣାପଡିନାହିଁ । ପଥରମାଡ଼ ପରେ ଷ୍ଟେଜ୍ ଛାଡି ପଳାଇଥିଲେ ପପୁ । ତେବେ ପଥର ଯଦିଓ ପପୁଙ୍କ ଉପରେ ସିଧାସଳଖ ବାଜି ନାହିଁ, ମାତ୍ର ମଞ୍ଚରେ ଲାଗିଥିବା ଏଲଇଡି ଭାଙ୍ଗିଯାଇଥିବା ସୂଚନା ମିଳିଛି । More
  • Tanmay Kumar Mahalik
  • 2 years ago

ବିରୋଧୀଦଳ ନେତାଙ୍କୁ ଭେଟିଲେ ସୋମାଲିକା ଦାସ

ସୋମାଲିକା କହିଛନ୍ତି, ମତେ କେବଳ କୋର୍ଟ ଓ ପୋଲିସର ଚକ୍କର କାଟିବାକୁ ପଡୁଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠାଇବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୋମାଲିକା ଅନୁରୋଧ କରିଛନ୍ତି । More
  • Tanmay Kumar Mahalik
  • 2 years ago

ବର୍ଷେ ମଧ୍ୟରେ ହେବ ପଦ୍ମପୁର ଜିଲ୍ଲା; ମୁଖ୍ୟମନ୍ତ୍ରୀ

ନାଁ ନନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ । ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ମାନେ ଗସ୍ତ କରିଥିଲେ । ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ । More
  • Tanmay Kumar Mahalik
  • 2 years ago

ଦିବ୍ୟାଙ୍ଗ ପୁଅକୁ ପିଟିପିଟି ମାରିଦେଲା ସାବତ ମା’

ପଥରପୁଞ୍ଜା ଗାଁରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ବିଜୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ସାବତ ମା’ ଏଥିରେ ରାଜି ନଥିଲେ । ଫଳରେ ପୁଅର ବିବାହକୁ ନେଇ ସାବତ ମାଆଙ୍କ ସହ ବଚସା ହୋଇଥିଲା । More
  • Tanmay Kumar Mahalik
  • 2 years ago

ଆଜି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର ଉପ ନିର୍ବାଚନ ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗକୁ ନେଇ ପଦ୍ମପୁରବାସୀ ଅଡ଼ି ବସିଥିଲେ । ବିଜେଡିର କିଛି ନେତା ଓ କର୍ମୀ ଏ ସମ୍ପର୍କରେ ପଦ୍ମପୁରବାସୀଙ୍କ ସହ ଆଲୋଚନା କରିଥିଲେ । More
  • Tanmay Kumar Mahalik
  • 2 years ago

ବିଧାନସଭାରେ ଏକ୍ସପୋଜ୍ ହେବ ନବ ହତ୍ୟାକାଣ୍ଡ; ଚେତାବନୀ ଦେଲେ ଜୟନାରାୟଣ

ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ ରହିଥିବା ଅନେକ ରହସ୍ୟର ଖୁଲାସା କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା । More
  • Tanmay Kumar Mahalik
  • 2 years ago

ନିୟମକୁ ଫୁ କରିଦେଲେ ପ୍ରମିଳା; ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ । More
  • Pramod Behera
  • 2 years ago

ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ…

ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ। More
  • Pramod Behera
  • 2 years ago

ମହାଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ; ମହାଦୀପ ଦର୍ଶନ ଅପେକ୍ଷାରେ ଭକ୍ତ

ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ। More
  • Pramod Behera
  • 2 years ago

ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲା, ଏବେ ବନ୍ଧାହେଲା

ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ। More