ସଂକ୍ଷେପରେ ଆଜିର ତାଜା ଖବର - Monday, 06 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ଲଙ୍କା କାଣ୍ଡ, ଜାଳିଦେଲେ ବିଟ୍ ହାଉସ୍

୫ ଲକ୍ଷ କ୍ଷତିପୂରଣ ସହ ଜଣଙ୍କୁ ଚାକିରି ପ୍ରତିଶ୍ରୁତି । More

ନବ ଦାସ ହତ୍ୟା: ସାମ୍ରାଜ୍ୟ ଅକ୍ତିଆର ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ହତ୍ୟା ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ !

କଂଗ୍ରେସ ବି କହିଲା ହତ୍ୟା ପଛରେ ପଲିଟିକାଲ୍ ଲିଙ୍କ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ କହିଲା ବିଜେଡି । More

ଫେବ୍ରୁଆରୀରୁ କଲବଲ କରିବ ଖରା, ବଢିବ ଦିନ ତାପମାତ୍ରା

ପୂର୍ବ ବର୍ଷର ତଥ୍ୟକୁ ଦେଖିଲେ ଗତ ବର୍ଷ ଫେବୃଆରୀ ତାପମାତ୍ରା ୩୦ ଡିଗ୍ରୀରୁ କମ୍ ରହିଥିଲା, ହେଲେ ଏଥର... More

ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା

ନବଙ୍କ ପରେ କିଏ ହେବ ତାଙ୍କ ରାଜୈନତିକ ଉତ୍ତରାଧୀକାରୀ? ଝିଅ ଦିପାଳୀ ଦାସ ନା ପୁଅ ବିଶାଳ। More

ଜଗା ଦର୍ଶନ ସାରି ଫେରୁଥିଲେ...ବାଟରେ ଚାଲିଗଲା ପ୍ରାଣ

ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ ସରିବା ପରେ ଭାରି ଖୁସି ଥିଲେ ସବୁ ଶ୍ରଦ୍ଧାଳୁ। ପୁଣି କେମିତି ଜଗାର ଡୋରି ଲାଗିବ ଆଉ ଥରେ କେମିତି ପୁରୀ ଆସିବେ କିଛି ଏମିତି କଥା ହୋଇ ଘରକୁ ଫେରୁଥିଲେ ପର୍ଯ୍ୟଟକ। ବାଟ ଅଧିକ ଥିବାରୁ ବସ୍‌ ବି ରହିରହି ଆଗକୁ ବଢୁଥିଲା। ରାସ୍ତା କଡରେ ଚା’ ଦୋକାନ ଦେଖି ଡ୍ରାଇଭର ଗାଡି ଅଟକେଇଥିଲା। ହେଲେ କେହି ଜଣେ ହେଲେ ବି ଚିନ୍ତା କରିନଥିଲେ ଚା’ ଦୋକାନ ପାଖରେ ଛକି ରହିଥିଲା ଯମ More

"ସେ କୁକୁର ନୁହେଁ ମୋ ପୁଅ"

ଘର ନାହିଁ କି ପରିବାର ନାହିଁ । ହେଲେ ସାଙ୍ଗରେ ଅଛନ୍ତି ଏକାଧିକ ବୁଲା କୁକୁର । ଏକାଠି ଶୋଉଛନ୍ତି, ଖାଉଛନ୍ତି ଆଉ ଭାବ ଦିଆନିଆ ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହର ଥାନା ଛକରେ। ସ୍ଥାନୀୟ ଅଂଚଳର ମନୋରଞ୍ଜନ ସାହୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୁକୁର ପ୍ରତି ଥିବା ଭଲପାଇବାକୁ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି  More

ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟ୍‌କା

ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଖାରଜ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। More

କାଲି ଉଠାଇ ନେଇଥିଲେ, ଆଜି ଆସିଲା ମୃତ୍ୟୁ ଖବର...

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ରୋକ୍‌ କରାଯାଇଛି। More

ବାପାମାଆ ନାହାନ୍ତି, ସାନ ଭାଇ ଭଉଣୀଙ୍କ କଥା ବୁଝୁଛି୯ ବର୍ଷର ଝିଅ

ଦୁର୍ଦ୍ଦଶାରେ କେନ୍ଦ୍ରାପଡ଼ା ଚାରିପୋଖରୀଆ ଗାଁର ଲକ୍ଷ୍ମୀଙ୍କ ପରିବାର, ସହାୟତା ପାଇଁ ଆଗେଇ ଆସିଲେ ଆଇନସେବା ପ୍ରାଧିକରଣ ସଚିବ More

ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼

ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। More

ଅକ୍ଷମ କରିପାରିଲାନି ପୋଲିଓ ବେଡି : ଜାତୀୟ ଭାରୋତ୍ତୋଳନରେ ଏକାଧିକ ପଦକ ଜିତିଲେ ଦିବ୍ୟାଙ୍ଗ

ଏତେ ସଫଳତା ପରେ ବି ସରକାରୀ ସହାୟତା ଶୂନ More

ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି । More

ଓଡ଼ିଶାରେ BRSର ତେଲେଙ୍ଗାନା ମଡେଲ୍, ବିଜୟ-ଦିଲ୍ଲୀପ-ତଥାଗତ ହେବେ କି ସାମିଲ ?

ଓଡ଼ିଶାରେ ସରକାର ଗଢିବାକୁ BRSର ଦମ୍ଭ । ଅଣଦେଖା ନେତାଙ୍କୁ ସାମିଲ କରିବ BRS । More

ହତ୍ୟାକାଣ୍ଡକୁ ସପ୍ତାହେ ପୁରିଲା, ଏଯାଏଁ ରହିଛି ସସପେନ୍ସ ! କାହିଁକି ନବଙ୍କୁ ହତ୍ୟା କଲା ଗୋପାଳ ? 

ଏବେବି ରହସ୍ୟ ଘେରରେ ଅପରାଧ ଉଦ୍ଦେଶ୍ୟ । More

ବାଲି ପାଇଁ ବାଲେଶ୍ୱରରେ ମହାଭାରତ : NGTଙ୍କ ବାରଣ ସତ୍ତ୍ୱେ ସୁବର୍ଣ୍ଣରେଖାରୁ ବାଲି ଚୋରି

ରାତିରେ ବାଲି ଡମ୍ପିଂ କରି ଦିନରେ ବିକ୍ରି More