• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 24 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ଏଣିକି ଆଣ୍ଡ୍ରଏଡ୍‌ ନୁହେଁ BharOSରେ ଚାଲିବ ମୋବାଇଲ..!

ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ । More
  • Satyendu Shekher Mishra
  • 1 year ago

ନା ହାତକୁ କାମ ମିଳୁଛି, ନା ଥମୁଛି ଦାଦନ ଧାଉଡ଼ି ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖର ଅସରନ୍ତି ଚିତ୍ର

ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ । More
  • Satyendu Shekher Mishra
  • 1 year ago

ପୋଲିସ-ଓକିଲ କମିଶନ ଖାଉଥିବା କହି ଅଡ଼ୁଆରେ ମନ୍ତ୍ରୀ ଓ ରାଜ୍ୟ ସରକାର

କମିଶନି ବ୍ୟବସ୍ଥାର ଗୁମର ଖୋଲିବାକୁ ନେଇ ବଢିଲା ଅଡୁଆ । ରାଜ୍ୟ ସରକାରଙ୍କ ଅଡୁଆ ବଢାଇଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି । More
  • Satyendu Shekher Mishra
  • 1 year ago

ଆବାସ ଦୁର୍ନୀତି ନେଇ ଆନ୍ଦୋଳନର ଟ୍ରେଲର ଦେଖାଇଲା ବିଜେପି ! ଆଗକୁ ପୂରା ଫିଲ୍ମ

ସବୁ ବ୍ଲକ୍‌ରେ ଆନ୍ଦୋଳନ ପୂର୍ବରୁ କିଛି ସ୍ଥାନରେ ପଦ୍ମଦଳର ଟ୍ରେଲର । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜେପି ସାଂସଦ ଅପରାଜିତା । More
  • Pramod Behera
  • 1 year ago

OMCରେ ଚାକିରି ସୁଯୋଗ; ଦରମା ୧,୧୨,୪୦୦ ଟଙ୍କା, ତୁରନ୍ତ ଆବେଦନ କରନ୍ତୁ

ଓଡିଶାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। OMC ରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୧୨,୪୦୦ ଟଙ୍କା ଦରମା ମିଳିବ। More
  • Prangyan Parimita
  • 1 year ago

ଦାଦନ ଶ୍ରମିକରୁ ସରକାରୀ ଅଧ୍ୟାପକ : ଦିନ ମଜୁରିଆ ବାପା ଆଖିରେ ଖୁସିର ଲୁହ

ବାପାମାଆଙ୍କ ଆଖି କୋଣରୁ ଧାର ଧାର ହୋଇ ବହି ଆସୁଛି ଲୁହ । ହେଲେ ଏ ଲୁହ ଦୁଃଖର ନୁହଁ ଖୁସିର . . More
  • Prangyan Parimita
  • 1 year ago

‘ଖଣି ଦୁର୍ନୀତି କଥାକୁ ମାନିଛନ୍ତି ରାଜ୍ୟ ସରକାର’

ଖଣି ଦୁର୍ନୀତି ମାନିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖଣି ଦୁର୍ନୀତିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରେସମିଟ୍ । More
  • Chandan Shishu
  • 1 year ago

ବାହାଘର ପୂର୍ବରୁ ଚାଲିଗଲା ଜୀବନ

ସ୍ୱପ୍ନ ମରିଗଲା ଅଧା ବାଟରେ... More
  • Chandan Shishu
  • 1 year ago

ବିନା ବୟଫ୍ରେଣ୍ଡରେ କଲେଜରେ ପ୍ରବେଶ ମନା !

ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯିବ ଅଧ୍ୟକ୍ଷ କହିଛନ୍ତି। More
  • Satyendu Shekher Mishra
  • 1 year ago

କାହିଁକି ମେଡାଲ୍ ରେସ୍‌ରୁ ଆଉଟ୍ ହେଲା ଇଣ୍ଡିଆ ? ହୋମଗ୍ରାଉଣ୍ଡ ଚାପକୁ ହ୍ୟାଣ୍ଡେଲ୍ କରିପାରିଲେନି କି ଖେଳାଳି ?

୯ରୁ ୧୬ ପୋଜିସନ୍ ଲାଗି ଜାପାନ ସହ ଲଢ଼େଇକୁ ଅପେକ୍ଷା । More
  • Satyendu Shekher Mishra
  • 1 year ago

ବରପୁତ୍ରଙ୍କ ସ୍ମୃତିଚାରଣ ଆଳରେ ପାଓ୍ୱାର ସୋ, ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ବିଶାଳ ଶୋଭାଯାତ୍ରା । ୨୪ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଫୋକସ୍ ଚର୍ଚ୍ଚା । More
  • Satyendu Shekher Mishra
  • 1 year ago

ଆବାସ ମାଇଲେଜ୍‌ ନେବା ମୁଡ୍‌ରେ ବିଜେପି, ଗାଁ ଗାଁରେ ଲଗାଇବ ମୋଦିଙ୍କୁ ଧନ୍ୟବାଦ ପୋଷ୍ଟର

ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଚେତାବନୀ ପତ୍ର । ଆବଶ୍ୟକ ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି । More
  • Satyendu Shekher Mishra
  • 1 year ago

ଭାଇ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଟ୍ରଲି ବ୍ୟାଗ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଥିଲା ମୃତଦେହ

ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍‌ରୁ ଧରାପଡିଲେ ହତ୍ୟାକାରୀ । More
  • Satyendu Shekher Mishra
  • 1 year ago

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିଲା ରୋକ୍ ! ଦିଶା ପଟାନୀଙ୍କୁ ହଁ, ଆମକୁ ନା କାହିଁକି ପଚାରିଲେ ରାଣୀ

ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ । More