ସଂକ୍ଷେପରେ ଆଜିର ତାଜା ଖବର - Monday, 16 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖଡ଼ି ମାଟି ବିବାଦ ! ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ । More

୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା

୧୨ରୁ ୧୭ ବର୍ଷ କିଶୋରଙ୍କୁ ଏହି ଟିକା ଦିଆଯାଉଛି । More

ଓଡ଼ିଶା ସୀମୀନ୍ତରେ ମୌଳିକ ସୁବିଧା ଯୋଗାଉଛି ଆନ୍ଧ୍ର ସରକାର, ଓଡ଼ିଆଙ୍କୁ ଅଣଦେଖା କରୁଛି କି ରାଜ୍ୟ ସରକାର ?

ମାନ୍ୟମ ଜିଲ୍ଲା ଗଠନ ପରେ ଆନ୍ଧ୍ର ଜାରି ରଖିଛି ତାର ବିସ୍ତାରବାଦୀ ନୀତି । କୋଟିଆ ପରେ ଆନ୍ଧ୍ରର ଆଉ ଏକ ଟାର୍ଗେଟ । ଓଡ଼ିଶାରେ ଧସେଇ ପଶିଛି ପ୍ରାୟ ୧୩ କିଲୋମିଟର More

ଅପରାଧୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦେଉଛି ପୋଲିସ କମିଶନରେଟ୍

୫୦ ଜଣ ଯୁବକଙ୍କୁ ଆଣି କମିଶନରେଟ୍ ପୋଲିସ ଧନ୍ଦାମୂଳକ ଶିକ୍ଷା ଦେଇଛି More

ଜଣାପଡ଼ିଲା ନନ୍ଦ ହାତୀର ମୃତ୍ୟୁର କାରଣ

ଅଧିକ ଟେଷ୍ଟ ପାଇଁ ସାମ୍ପଲ ଲାବରୋଟୋରୀକୁ ପଠାଯାଇଥିବା କହିଛନ୍ତି ଡାକ୍ତର ପଣ୍ଡା । More

ପୁଣି କଂଗ୍ରେସ ନେତାଙ୍କ ପାଇଁ ଚିନ୍ତା ସାଜିଲା ‘ୱାନ୍‌ ଫ୍ୟାମିଲି ୱାନ୍‌ ଟିକେଟ୍’

ଉଦୟପୁର ଶିବିରରୁ ଫେରିବା ପରେ ଦଳର ସମ୍ଭାବନାକୁ ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । More

ଛୋଟ ପିଲାଙ୍କ ସହ କ୍ରିକେଟ୍ ଖେଳିଳେ ଆଝାରୁଦ୍ଦିନ୍

ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆହୁରି ତେଜିବାକୁ ଯାଉଛି ଆଇନଗତ ଲଢ଼େଇ । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୂର୍ତ୍ତ ସଚିବଙ୍କୁ ଅପରାଜିତାଙ୍କ ନିଶାନା

SJTA ନାଁରେ ଟେଣ୍ଡର ଡାକି ଓବିସିସି ନାଁରେ ପାଉଥିବା ଅଭିଯୋଗ More

ସୁନାଖଣି ଜଙ୍ଗଲରେ ମିଳିଲା କି ସୁନାର ସନ୍ଧାନ ?

ତେଲକୋଇ ଓ ବାଂଶପାଳ ଜଙ୍ଗଲରେ ଏବେ ସେଟେଲାଇଟ୍‌ ମ୍ୟାପିଂ ଜରିଆରେ ସୁନାଖଣିର ସନ୍ଧାନ ଚାଲି More

ଶ୍ରମିକକୁ କାମ ମିଳୁନି : ଫାର୍ମ ପଣ୍ଡ ଯୋଜନାରେ ମେସିନ କରୁଛି କାମ

ଫାର୍ମ ପଣ୍ଡ ଖୋଳାରେ ଶ୍ରମିକ କାମ କରିବା କଥା। ହେଲେ ଜେସିବି ଓ ଟ୍ରାକ୍ଟର ଲଗାଇ କାମ କରୁଛନ୍ତି ଠିକାଦାର। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି...   More

ବୈଶାଖୀର ତାଣ୍ଡବ ! ଉଡ଼ିଲା ଛଣ ଘର, ଉପୁଡ଼ିଲା ଗଛ.. ଯାତାୟତ ଠପ୍‌

ତହସିଲ କର୍ମଚାରୀ କ୍ଷୟକ୍ଷତି ଆକଳନ କରି ସହୟତା ଯୋଗାଇବ ବୋଲି କହିଛି । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ASI ଅଧୀକ୍ଷକଙ୍କ ନାରେ ଏତଲା

କର୍ତ୍ତବ୍ୟ ଠିକ ଭାବେ ତୁଲାଇ ନଥିବା ଅଭିଯୋଗ କରି ଏତଲା More

ଓଡ଼ିଶା ଆସିବେ ପ୍ରିୟଙ୍କା, ଦଳର ସାଂଗଠନିକ ସ୍ଥିତି ନେଇ କରିବେ ସମୀକ୍ଷା

ଚିନ୍ତନ ଶିବିରରେ ସାମିଲ ହୋଇ ଫେରିଥିବା ନିରଞ୍ଜନ ରାଜ୍ୟରେ ସଂଗଠନ, ରାଜନୈତିକ, ଅର୍ଥନୀତି, କୃଷକ, ସାମାଜିକ ନ୍ୟାୟ ଓ ବେରୋଜଗାର ପ୍ରସଙ୍ଗରେ ଚର୍ଚ୍ଚା କରିଥିବା କହିଛନ୍ତି । More

ଶ୍ରୀମନ୍ଦିର ନାଟ ମଣ୍ଡପରେ ଚଢ଼ିଥିବା ଯୁବକ ଅଟକ

ଯୁବକ ଜଣଙ୍କ କୋଲକାତା ବେଲଡଙ୍ଗାର ଅଞ୍ଚଳର ସୂଚନା More

ଭାରସାମ୍ୟ ହରାଇ କେନାଲକୁ ଖସିଲା ବସ୍ : ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

କେନାଲକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ । More

'୩ଟି ଗୁରୁଦାୟିତ୍ୱରେ ଜଣେ ବ୍ୟକ୍ତି, ସଂଯୋଗ ନା ଯୋଜନା ?'

ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି More

ଘରେ ଘରେ ପଶି ସର୍ଚ୍ଚ କରୁଛି ପୋଲିସ୍‌, ହେଲେ କାହିଁକି ?

ମହଙ୍ଗା ପଡ଼ିଲା ପୋଲିସ୍‌କୁ ମରଣାନ୍ତକ ଆକ୍ରମଣ। ଗାଁରେ ପୋଲିସ ଫୋର୍ସ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି। ଫଳରେ ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷ ଶୂନ୍ୟ  ହୋଇ ପଡ଼ିଛି।  More

କୋଟିଆ ପରେ ଓଡ଼ିଶାର ଆହୁରି ଭିତରକୁ ପ୍ରବେଶ କରିବା ପାଇଁ ଆନ୍ଧ୍ରର ପ୍ଲାନ୍‌

୧୩ କିଲୋମିଟର ଓଡ଼ିଶା ଭିତର ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ଯୋଜନା କରୁଥିବା ଜଣାପଡ଼ିଛି।  ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବାକୁ ଘର ନିର୍ମାଣ କରୁଛି ଆନ୍ଧ୍ର। More

ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି... More

ଝାଡାବାନ୍ତି ଆକ୍ରାନ୍ତରେ ୨ ମୃତ; ୧୪ ଗୁରୁତର

ଗାଁରେ ଝାଡାବାନ୍ତି ଆତଙ୍କ । ଏହି ଆକ୍ରାନ୍ତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସାମ୍ନାକୁ ଆସିଲା ଆଉ ଏକ ଅଭିଯୋଗ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ନୂଆ ଅଭିଯୋଗ... More

ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି; ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍

ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍...ଏବେ ଭୁବନେଶ୍ୱର, ବାଲେଶ୍ୱର, କଟକରେ ଏତିକି ଟଙ୍କାରେ ବିକ୍ରି ହେଉଛି ଟମାଟୋ ... More

ପାଣି ପାଇଁ ଆଠଗଡ଼ରେ ହାହାକାର ସ୍ଥିତି !

ମୁନ୍ଦେ ପାଣି ପାଇଁ କଲବଲ ହେଉଛନ୍ତି ଲୋକେ...ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶୁଣୁନାହାଁନ୍ତି ବିଭାଗୀୟ ଅଧିକାରୀ... More

ଚାଲିଗଲା ନନ୍ଦ ହାତୀ

ଗତ କିଛି ଦିନ ଧରି ଅସୁସ୍ଥ ରହିଥିବାବାଳେ ଆଜି ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି । More

ନାବାଳିକାକୁ ଅପହରଣ ଉଦ୍ୟମ !

ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା । More

କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳିମାଡ

ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିରେ ଛାତ୍ର କଂଗ୍ରେସର କର୍ମୀ। More

ରାଜ୍ୟରେ କେତେ ସୁରକ୍ଷିତ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ?

  ଦିଲ୍ଲୀ ଓ ପଞ୍ଜାବ ଟ୍ରାଜେଡି ପରେ ବାଲେଶ୍ୱର ଓ କଟକରେ ବିଭିନ୍ନ ସପିଂମଲ୍ ଓ ହସ୍ପିଟାଲରେ ଅଚାନକ ରେଡ୍ More

ଅସହ୍ୟ ହେଲା କି ଗାଁ ଲୋକଙ୍କ ସାମାଜିକ ବାସନ୍ଦ ଯନ୍ତ୍ରଣା ? ନା ନ୍ୟାୟ ନପାଇ ନିରାଶାରୁ ଜୀବନ ହାରିଲେ ରମ୍ଭାର ଯୁବକ

ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଉଠିଛି ପ୍ରଶ୍ନ More

ବ୍ରଜରାଜନଗରରେ କାହାର ହେବ ବାଜିମାତ୍ ? ରଣନୀତି ପ୍ରସ୍ତୁତିରେ ମାତିଛନ୍ତି ତିନି ରାଜନୈତିକ ଦଳ 

ଉପନିର୍ବାଚନ ପାଇଁ ସରଗରମ ବ୍ରଜରାଜନଗର ରଜାନୀତି ।  ୩ ଦଳ ୩ ଟାଣୁଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ଥିବା ବେଳେ ଏବେ ପ୍ରଚାର ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  More

ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ : ବଢୁଛି ସରକାରଙ୍କ ଅଡୁଆ, ତେଜୁଛି ରାଜନୀତି

ସେପ୍ଟେମ୍ବର ମାସରୁ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏର ଚିଠି ସତ୍ତ୍ୱେ ବିନା ଅନୁମତିରେ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ପ୍ରଶ୍ନ More