ସଂକ୍ଷେପରେ ଆଜିର ତାଜା ଖବର - Friday, 08 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଅର ବ୍ରତଘରେ ମାଆକୁ ଘର ଭିତରକୁ ପୂରାଇ ଦେଲେନି ଶାଶୂଘର ଲୋକ..

ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ..ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ..ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ.. More

କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ରେସ୍‌ରେ ୫ ଜଣଙ୍କ ନାଁ !

ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ।  ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ। More

ମ୍ୟାଡାମ୍‌ ସୁଲୋଚନାଙ୍କୁ ପ୍ରଶ୍ନ କଲେ ସୁନୀତି; ମେୟର ହେବା ପରେ ଲୋକଙ୍କ ଥଇଥାନ କଣ ଏମିତି କରୁଛନ୍ତି ?

ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି । More

ବଜାରରେ ଲେମ୍ବୁର ଉଚ୍ଚା ଦର ଖୋଲିଲା ରାଜ୍ୟ ସରକାରଙ୍କ ଗୁମର

ମାର୍ଚ୍ଚ ୩୦ରେ ବିଧାନସଭାରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କଣ କହିଥିଲେ, ଜାଣନ୍ତୁ More

ବ୍ୟବସ୍ଥା ସାରା ଚରିଗଲାଣି କି ଦୁର୍ନୀତି ? ଧରା ହେଉଛନ୍ତି ଜଣଙ୍କ ପରେ ଜଣେ ଯନ୍ତ୍ରୀ ?

ପୂର୍ବରୁ କିରାଣୀ ନଚେତ ତଳତଳିଆ କର୍ମଚାରୀ ପଡୁଥିଲେ ଭିଜିଲାନସ ଜାଲରେ । ଏବେ କିନ୍ତୁ ପାଳି ପଡିଛି ବଡ଼ବଡ଼ିଆ ବାବୁଙ୍କର More

ଆରପାରିକୁ ଯିବା ପୂର୍ବରୁ ମନ୍ଦିରକୁ ଦାନ କରିଦେଲେ ସବୁ ସମ୍ପତ୍ତି

ସ୍ୱାମୀ ଚାଲିଗଲେ, ପୁଅ ବି ଚାଲିଗଲା । ଆଉ ଏ ବୃଦ୍ଧ ସମୟରେ କାହା ମୁହଁକୁ ଚାହୁଁ ବଞ୍ଚିଥାଆନ୍ତି ? ଗାୟତ୍ରୀ ପରିବାରରେ ମିଶି ଲୋକଙ୍କ ସେବା କରିବା ସହ କେମିତି ମନ୍ଦିରର ଉନ୍ନତି ହେବ, ସେନେଇ ସବୁବେଳେ ଚିନ୍ତାରେ ଥାଆନ୍ତି କନକଲତା। More

ସତ ଲୁଚାଇବାକୁ ପ୍ରୟାସ: ସେବେ ଖୋଳିଲେ ଏବେ ପୋତିଲେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More

ପେଟକୁ ଦାନା ଯୋଗାଉଛି ଟେରାକୋଟା କାମ : ଭଳି କି ଭଳି ଘରକରଣା ସାମଗ୍ରୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଭରତପୁର ଗାଁ । ଗାଁରେ ତିଆରି ଚାଲିଛି ଟେରାକୋଟା କାମ । କିଏ ମାଟି ଚୁନା କରୁଛି ତ ଆଉ କିଏ ମାଟିକୁ କାଦୁଅ କରୁଛି । More

ବିଚକ୍ଷଣ ବୁଦ୍ଧି: କାଠଗଣ୍ଡି, ଟାୟାର ସାହାଯ୍ୟରେ ୧ ମହଲା କୋଠାକୁ ଉଠୁଛି ବାଲି ଆଉ ଚିପ୍ସ

ଆପଣ ପୁଣି ଥରେ ଏହି ଦୃଶ୍ୟକୁ ଭଲରେ ଦେଖନ୍ତୁ। କେମିତି ଘର ଉପରକୁ ଉଠୁଛି ବାଲି, ଚିପ୍ସ ଓ ଇଟା। ବୌଦ୍ଧ ଶୁଣ୍ଢିପଦରର ପୂର୍ଣ୍ଣଚନ୍ଦ୍ର ସେଠୀ ଏବେ ଏଭଳି କିଛି କରି ଚର୍ଚ୍ଚାକୁ ଆସିଛନ୍ତି । More

‘ଦୋକାନ ଭାଙ୍ଗିଦେଲେ, ଏବେ ଲୋନ୍ କିପରି ଶୁଝିବୁ’

କସମେଟିକ ଦୋକାନ ଟିଏ କରିଥିଲୁ । ସରକାର ଦୋକାନ ଭାଙ୍ଗି ଦେଇଛନ୍ତି । ଏବେ ଦୋକାନାରେ କ’ଣ ଅଛି, ଦେଖିବାକୁ ଚାହିଁଲେ ମଧ୍ୟ ଛାଡ଼ୁନାହାନ୍ତି । More

'ପାଞ୍ଚ ଲକ୍ଷ ସମ୍ପତ୍ତି ତ ମାଟିରେ ମିଶି ଗଲା, ଏବେ ଆମେ କେମିତି ଚଳିବୁ'

ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି । More

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା: ବଦଳିଲେ ଥାନା ଆଇଆଇସି

ପୂରା ଘଟଣାର ଅନୁଧ୍ୟାନ ପାଇଁ ବାଲେଶ୍ୱର ମାନବାଧିକାର ଜିଲ୍ଲା ବୋର୍ଡ ସଭାପତି ନୀଳଗିରିରେ ପହଞ୍ଚିଛନ୍ତି। More

’ଅତ୍ୟାଚାର କରୁଛନ୍ତି ନବୀନ’ ! ଦୋକାନ ଭାଙ୍ଗିଦେବା ପରେ କାନ୍ଦି କାନ୍ଦି ଦୁଃଖ ବଖାଣୁଛନ୍ତି ମହିଳା ବ୍ୟବସାୟୀ

ଆଉ ଜଣେ ବ୍ୟବସାୟୀ କହିଛନ୍ତି , ବିଜେଡି ଗୁଣ୍ଡାରାଜ କରୁଛି । ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ଅନନ୍ତ ନାରାୟଣ ଜେନା ଏଠି ଖେଳ କରୁଛି । ପୋଲିସ୍‌କୁ ଟଙ୍କା ପକାଇକି ଏମିତି କରୁଛନ୍ତି । ବିନା ନୋଟିସରେ ଦୋକାନ ଭାଙ୍ଗି ଦେଉଛନ୍ତି । ପିଲାଛୁଆ ଏବେ ଖାଇବେ କ’ଣ, ପରିବାର ଚଳିବ କେମିତି ? More

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା : ନିଜ ଆଡ଼ୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା, ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । More

ପରିକ୍ରମା ପ୍ରକଳ୍ପ: ଜବାବ ମାଗିଲେ ହାଇକୋର୍ଟ

ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ କୋର୍ଟ ଜବାବ ତଲବ କରିଛନ୍ତି । ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି । More

ଆବାସ ଅନିୟମିତତା ନେଇ ପୁଣି ରାଜ୍ୟ ସରକାରଙ୍କ ବିଜେପିର ସମାଲୋଚନା, କହିଲା କେବେ ମିଳିବ ଘର ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ରାଜ୍ୟରେ ସମସ୍ତେ ପକ୍କା ଘର ପାଆନ୍ତୁ । ଓଡ଼ିଶା ପାଇଁ କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ଆଲର୍ଟ କରିଛନ୍ତି । More

‘ମୋର ଦୋକାନ ଭାଙ୍ଗି ଦେଲେ, ମୁଁ ଆଉ ବଞ୍ଚିବାକୁ ଚାହୁଁନି’

ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। More

ସାମ୍ବାଦିକଙ୍କୁ ବେଡ଼ି ପକାଇବା ମହଙ୍ଗା ପଡ଼ିଲା, ବିଭାଗୀୟ କାର୍ଯ୍ୟନୁଷ୍ଠାନ ନେଇ SPଙ୍କ ସୂଚନା

ବାଲେଶ୍ୱର ନୀଳଗିରିରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ୍ । More

ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ

ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁରରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ବାଲି ଚୋରା ଚାଲାଣ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। More

ଔଷଧ କିଣିବାକୁ ଯାଇ ଏସିଡ୍‌ ମାଡ଼ର ଶିକାର ହେଲେ ଯୁବକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି । More

BeMC ଡେପୁଟି ମେୟର ନିର୍ବାଚନ, କିଏ ମାରିବ ବାଜି ? ଆସିବ କି ଟ୍ୱିଷ୍ଟ..

ବିଜେଡିକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଗୋଷ୍ଠୀର ଶକ୍ତି ନାହିଁ । ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଜଣେ ମହିଳା ହୋଇଥିବାରୁ ଡେପୁଟି ମେୟର ପଦବୀ ଜଣେ ପୁରୁଷଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।  More

ତରକାରୀ କଡ଼େଇରେ ପଡିଗଲେ ଛାତ୍ରୀ; ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

ପ୍ରଥମ ଶ୍ରେଣୀ ଛାତ୍ରୀ ତରକାରୀ କଡ଼େଇରେ ପଡି ଗୁରୁତର । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । More

ବିଜେପି ଜିତିବାରୁ ରାଗିଗଲା ପ୍ରଶାସନ ! ଭାଙ୍ଗିଲା ଗଣେଷ ମଣ୍ଡପ ହାଟ

ପୋଲିସ ଟିମ୍ ସହ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । More

ଜେଲ୍‌ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି

ଜେଲ୍‌ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଉଭୟ ଜେଲ୍‌ରେ ଅଛନ୍ତି। ଉଭୟଙ୍କ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା। More

BREAKING ! ଓଲଟିଲା ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା ଘଟିଛି । ଡିଭାଇଡରରେ ପିଟି ହୋଇ ବସ୍‌ଟି ଓଲଟିଥିବା ସୂଚନା । More

‘ବାପି ସର୍ଖେଲ ବିଜେଡିିର ବି ଟିମ୍, ସେ ଗଧ ବେପାର କରିଛନ୍ତି’

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରେସ୍‌ମିଟ୍ କରି କହିଛନ୍ତି, ବାପି ସର୍ଖେଲ ବିଜେଡିିର ବି ଟିମ୍। ସେ ଗଧ ବେପାର କରିଛନ୍ତି।  More

‘ବାପି ସର୍ଖେଲ ବିଜେଡିିର ବି ଟିମ୍, ସେ ଗଧ ବେପାର କରିଛନ୍ତି’

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରେସ୍‌ମିଟ୍ କରି କହିଛନ୍ତି, ବାପି ସର୍ଖେଲ ବିଜେଡିିର ବି ଟିମ୍। ସେ ଗଧ ବେପାର କରିଛନ୍ତି।  More

ରାଜ୍ୟରେ ୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣି; ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । More

ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ସୁରୁଖୁରୁରେ ଯାତ୍ରା ସମ୍ପାଦନ ପାଇଁ ୩ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି

ରାଜଧାନୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ବସିଥିବା ଚୁଡାନ୍ତ ସମନ୍ୱୟ ବୈଠକ ଶେଷ ହୋଇଛି । More

ମୋଦିଙ୍କ ସହ ଓଡ଼ିଶା ସାଂସଦଙ୍କ ବ୍ରେକ୍‌ ଫାଷ୍ଟ ! ୨୦୨୪ ପାଇଁ ବଡ଼ ଗେମ୍‌ ପ୍ଲାନ୍‌

ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସଂପାଦକମାନଙ୍କ ଆଲୋଚନା, ତାପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଜେପି ବିଧାୟକଙ୍କ ବୈଠକ । More

'ଟଙ୍କା ଅଭାବରୁ ଅଟକିଛି କାହାର ଅପରେସନ ତ କାହାର ଝିଅ ବାହାଘର'

ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । More

ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍‌ମା, ସଂଖ୍ୟା ଥାଇ ବି ଖସିଗଲା ପଦ

ଜଗତସିଂପୁର, ପାରାଦୀପ, ରେଢ଼ାଖୋଲ, ଖରିଆର୍ । ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍‌ମା । ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଧିକ କାଉନସିଲର୍ ଥିଲେ ବି ଏସବୁ ସ୍ଥାନରେ ମ୍ୟାଜିକ୍ ନମ୍ବରକୁ ଛୁଇଁ ପାରିନି । More

ଜଗନ୍‌ ଖୋଲିଦେଲା ଶ୍ରୀମନ୍ଦିର ସୁରକ୍ଷା ପୋଲ, ଆରମ୍ଭ ହେଲା କଡ଼ା କଡ଼ି ଚେକିଂ

ଜଗନ୍‌ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି । More

ଦୀର୍ଘ ୧୮ ବର୍ଷ ହେବ ଶିଙ୍କୁଳିରେ ବନ୍ଧା ପଡ଼ିଛି ପୁଅ ! ଘରୁ ବାହାରିଲେ ବିପଦ, ରହିଲେ ବିପଦ

ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ । More