• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Twitter

Elon Musk Announced New Twitter Policy
Twitter ପାଇଁ ନୂଆ ପଲିସି ଘୋଷଣା କଲେ ଏଲନ୍‌ ମସ୍କ

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ନୂଆ ଟ୍ୱିଟର ନୀତି ଘୋଷଣା କରିଛନ୍ତି। ଟ୍ୱିଟରର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ମସ୍କ ପ୍ରୟାସ କରିଛନ୍ତି।

Twitter Elon musk
କ’ଣ ସତରେ ସରି ସରି ଆସୁଛି ଟ୍ୱିଟରର ସମୟ ? କାହିଁକି ଟ୍ରେଣ୍ଡ କରୁଛି #RIPTwitter ?

ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।

Dancing Traffic Police
ଆଉ ଜଣେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ, ଦେଖନ୍ତୁ ମଜାଦାର ଭିଡିଓ

ଟ୍ରାଫିକ୍‌ ପୋଲିସ ଜଣକ ନାଚୁଥିବା ଅବସ୍ଥାରେ ମଧ୍ୟ ସେ ସୂଚାରୁ ରୂପେ ଡ୍ୟୁଟି କରୁଛନ୍ତି ।

India ceo offered job to people who are fired from meta and twitter
ଏଲନ୍ ମସ୍କ ବିଦାକରିଥିବା ଭାରତୀୟ କର୍ମଚାରୀଙ୍କୁ ଚାକିରି ଦେଉଛି ଏହି କମ୍ପାନୀ

ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।

Special story
ଗୋଟିଏ ଟ୍ୱିଟ୍‌ . . . .! ରାତାରାତି କାଙ୍ଗାଳ ହୋଇଗଲେ ବିଲେନିୟର

ସାମାନ୍ୟ ଭୁଲ୍‌ ପାଇଁ ସମ୍ପତ୍ତି ହରାଇଲେ କୋଟିପତି ଶିଳ୍ପପତି ।

Special story
ଟ୍ୱିଟର୍‌ କର୍ମଚାରୀଙ୍କୁ ଚେତାବନୀ ! ଅଫିସ୍‌ ଆସ, ନହେଲେ ଆମେ ବୁଝିବୁ, ଏହା ତୁମର ଇସ୍ତଫା ପତ୍ର

ଛୁଟି ଏବେ ସ୍ୱପ୍ନ । ୱର୍କ ଫ୍ରମ୍‌ ହୋମ୍‌କୁ ନା । ପ୍ରତି ସପ୍ତାହରେ ଏବେ ୮୦ ଘଣ୍ଟା କାମ କରିବାକୁ ପଡିବ ।

Elon Musk
ଟ୍ୱିଟର କିଣିବା ପରେ ପଡ଼ିଛି ଶନି ଦଶା ! କମୁଛି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ଙ୍କ ସମ୍ପତ୍ତି..

ବିଶ୍ୱ ଧନୀ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ବ୍ୟକ୍ତିଙ୍କ ସମ୍ପତ୍ତି କ୍ଷୀପ୍ର ବେଗରେ ଉପରମୁହାଁ ହେବାରରେ ଲାଗିଛି ।

Elon Musk Twitter Layoff Six Months Pregnant
୬ ମାସର ଗର୍ଭବତୀଙ୍କୁ ଚାକିରିରୁ ବାହାର କରିଦେଲେ ମସ୍କ, ଶପଥ ନେଇ ମହିଳା କହିଲେ- କୋର୍ଟରେ ଦେଖା ହେବ !

ଯଦିଓ ଟ୍ୱିଟର ଏଲନ୍‌ ମସ୍କଙ୍କ ଅଧୀନକୁ ଚାଲି ଆସିଛି ଓ ସେ ଏହାର ବସ୍‌ ହୋଇଯାଇଛନ୍ତି, ହେଲେ ଏହି ଡିଲ୍‌କୁ ନେଇ ହୋଇଥିବା ଉତ୍‌ଥାନ-ପତନ ସମୟରେ ମସ୍କ କୋର୍ଟ କୋର୍ଟ-କଚେରୀ ମାମଲାରେ ପଡ଼ି ଯାଇଛନ୍ତି।

After Twitter Facebook And Instagram Employees May Layoffs
Twitter ପରେ ଏବେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ପାଳି ! ବିଦା ହେବେ କର୍ମଚାରୀ...

ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ Parent କମ୍ପାନୀ ମେଟା ପ୍ଲାଟ୍‌ଫମର୍ସ ଇଙ୍କ୍‌(Meta Platforms Inc.) ଏବେ ବଡ଼ଧରଣର ଛଟେଇ ପାଇଁ ଯୋଜନା କରୁଛି।

twitter
ଟ୍ୱିଟର ଦେବ ଟଙ୍କା ! ଏଲୋନ୍‌ କହିଲେ, ୟୁଟ୍ୟୁବ ଠାରୁ ହେବ ଅଧିକ ଇନ୍‌କମ୍‌

ମାଲାମାଲ୍‌ ହେବେ କଣ୍ଟେଣ୍ଟ୍‌ କ୍ରିଏଟର୍‌ । ଟ୍ୱିଟରର ବି ଦେବ ରୋଜଗାର ।

elon musk
ଏଲୋନ୍‌ଙ୍କ ୟୁ-ଟର୍ଣ୍ଣ ! ପ୍ରଥମେ ଚାକିରିରୁ ବିଦା କଲେ, ଏବେ କର୍ମଚାରୀଙ୍କୁ ପୁଣି ଡାକିଲେ

ନିଜର ଭୁଲ ମାନିଲେ କି ଏଲୋନ୍ ମସ୍କ(Elon Musk) । କେଇଟା ଦିନରେ କାମର ପ୍ରେସର୍‌ ଜଣାପଡ଼ିଗଲା ।

Twitter Rolls Out Blue Tick Verification Service
ଆପଣ Twitterରେ ବ୍ଲୁ ଟିକ୍‌ ଚାହୁଁଛନ୍ତି କି ? ଏଣିକି ଦେବାକୁ ପଡ଼ିବ ୮ ଡଲାର, ମିଳିବ ଏହିସବୁ ସୁବିଧା...

ଟ୍ୱିଟରରେ ବ୍ଲୁ-ଟିକ୍‌ ପାଇଥିବା ୟୁଜର୍ସଙ୍କୁ ଫି’ ଦେବାକୁ ପଡ଼ିବ ବୋଲି ପୂର୍ବରୁ ଏଲନ୍‌ ମସ୍କ ଘୋଷଣା କରିଥିଲେ। ସିରିଜ୍‌ ଅଫ୍‌ ଟ୍ୱିଟ୍‌ ଅର୍ଥାତ୍‌ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ।

Elon Musk Over Twitter Sacks
କାହିଁକି Twitterରୁ ବିଦା ହେଲେ କର୍ମଚାରୀ ? ଏହା ପଛର କାରଣ କହିଲେ ଏଲନ୍‌ ମସ୍କ...

ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍‌ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।

Elon Musk
ଟ୍ୱିଟରରୁ ଆସିଗଲା ମେଲ୍‌ ! ଅଫିସ୍‌ ଆସୁଛ ଯଦି ରାସ୍ତାରୁ ଫେରିଯାଅ, ମେଲ୍ ପହଞ୍ଚିଯିବ...

ଏଲନ୍‌ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !

Twitter Down
ଡାଉନ୍‌ ହେଲା ଟ୍ୱିଟର ! ଏଲନ୍‌ ଆସିବା ପରେ ଟ୍ୱିଟରରେ ଏତେ ପରିବର୍ତ୍ତନ ହେଉଛି ଯେ ପେଜ୍‌ ବି ଖୋଲୁନି..

ଭାରତର ବଡ଼ ବଡ଼ ମିଡିଆ ହାଉସ୍‌ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

Elon Musk
କର୍ମଚାରୀଙ୍କୁ ଧମକ ! ଟାଇମ୍‌ ଭିତରେ କାମ ସାର, ଭୟରେ ଅଫିସ୍‌ରେ ଶୋଉଛନ୍ତି ମ୍ୟାନେଜର

ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ସେ ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।

Special story
ଟ୍ୱିଟର କର୍ମଚାରୀଙ୍କ ପାଇଁ ନୂଆ ନିୟମ ! ଦିନକୁ ୧୨ଘଣ୍ଟା ଓ ସପ୍ତାହକୁ ୭ଦିନ କାମ କର, ନହେଲେ ବାହାରି ଯାଅ

କର୍ମଚାରୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି କି ଏଲୋନ୍‌ ମସ୍କ ? କର୍ମଚାରୀମାନେ ସପ୍ତାହକ ୭ ଦିନ କାମ କରୁଛନ୍ତି । ଛୁଟି ବୋଲି ଗୋଟିଏ ମିଳୁନି ।

Twitter Founder Jack Dorsey
ଏଲୋନ୍‌ଙ୍କୁ ଟେନସନ୍‌ ! ଟ୍ୱିଟରକୁ କଡ଼ା ଟକ୍କର ଦେବ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ଲୁ ସ୍କାଇ

ଟ୍ୱିଟର୍‌ ରାସ୍ତାରେ କଣ୍ଟା ସାଜିବ କି ବ୍ଲୁ ସ୍କାଇ । ଟ୍ୱିଟରର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ନେଇକି ଆସୁଛନ୍ତି ।

elon musk
ଟ୍ୱିଟର୍‌ର ନୂଆ ବସ୍‌ଙ୍କ ବଡ଼ ଆକ୍ସନ୍‌ ! ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ନିଜେ ସାଜିଲେ ସର୍ବେସର୍ବା

ପ୍ରଥମେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କୁ ବାହାରିବାର ରାସ୍ତା ଦେଖେଇ ସାରିବା ପରେ ବର୍ତ୍ତମାନ ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ଦେଇଛନ୍ତି ମସ୍କ (Elon Musk) ।

Twitter
ଟୁଇଟର ଭେରିଫାଏଡ ୟୁଜର୍ସଙ୍କୁ ଝଟ୍‌କା, ବ୍ଲୁ-ଟିକ୍‌ ପାଇଁ ଦେବାକୁ ପଡ଼ିବ ଅଧିକ ଫି’

ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।

Elon Musk Takes Over twitter
ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ: ବିଦା ହେଲେ ପୁରୁଣା ସିଇଓ, ସିଏଫଓ

ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏ‍ବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି। 

Elon Musk Plans To Fire 75% Employees After Buying Twitter
ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା ! CEO ମଧ୍ୟ ବିଦା ହୋଇପାରନ୍ତି

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ଟ ଟ୍ୱିଟର(Twitter) ଯଦି ସମ୍ପୂର୍ଣ୍ଣ ଭାବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ(Elon Musk)ଙ୍କ ଅଧିନକୁ ଚାଲିଯାଏ, ତା’ହେଲେ ଅଧିକାଂଶ କର୍ମଚାରୀଙ୍କ ଚାକିରି ଚାଲି ଯିବାର ବିପଦ ରହିଛି।

Elon Musk
ସୁଧୁରିବେନି ଏଲୋନ୍‌ ମସ୍କ ! ଦୁନିଆର ସବୁଠୁ ବଡ଼ ଧନୀ କିନ୍ତୁ କରୁଛନ୍ତି ଏମିତି ପୋଷ୍ଟ

କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍‌ ଚର୍ଚ୍ଚାରେ ରହିଥିଲେ । 

I lost my death certificate
ଆଜି ସକାଳେ ହଜିଗଲା ମୋ ମୃତ୍ୟୁ ପ୍ରମାଣପତ୍ର...

ମୋ ଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍‌ଡିଙ୍ଗ ବଜାରରେ ହଜିଯାଇଛି।’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏମିତି ବିଜ୍ଞାପନ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।

Twitter will let you edit your tweets
ଏଣିକି ଏଡିଟ୍‌ କରିପାରିବେ ଟ୍ୱିଟ୍‌; ଜାଣନ୍ତୁ, କ’ଣ ରହିଛି ନିୟମ...

ଟ୍ୱିଟରର ଏହି ନୂଆ ଏଡିଟ୍‌ ଫିଚର ସମସ୍ତଙ୍କ ପାଇଁ ଉପଲ୍ଲବ୍ଧ ନୁହେଁ। କେବଳ ଟ୍ୱିଟର ବ୍ଳ୍ୟୁ ସବ୍‌ସ୍କ୍ରିପସନ୍‌ ଥିବା ୟୁଜର୍ସ ଏହି ନୂଆ ଏଡିଟ୍‌ ଫିଚରର ସୁବିଧା ଉଠାଇ ପାରିବେ।