ତୁମୁଡ଼ିବନ୍ଧ ଓ ବାଣପୁରରେ ସାଧାରଣ ସଭା,ନଡ୍ଡାଙ୍କ ଫୋକସରେ ବୁଥ୍ ଶକ୍ତି କେନ୍ଦ୍ର ମଜବୁତ
କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ତୁମୁଡ଼ିବନ୍ଧ ଓ ବାଣପୁର ସଭାରେ ୨୪ ଭୋଟ୍ ପାଇଁ ଭରିବେ ଜୋଶ୍ ।
ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ ।
କନ୍ଧମାଳ ବଣ୍ଡାପିପିଲିରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ହାଟପଦା ପଛପାଖ ଜଙ୍ଗରେ ପଡ଼ି ରହିଛି ମୃତଦେହ ।
ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି ।
ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି।
ସରକାର ଫୋର୍ ଜି ଛାଡ଼ି ଫାଇଭ୍-ଜି କଥା କହିଲେଣି, ହେଲେ ଏଠି ସ୍ଥିତି ପୂରା ଓଲଟା।
ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ବିଲ ଭିତରେ ପଶି ଧାନ କାଟୁଥିବା ଯୁବକ ଜଣକ କୌଣସି ଶ୍ରମିକ ନୁହଁନ୍ତି। ସେ ଜଣେ ଡାକ୍ତରୀ ଛାତ୍ର ା
ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍
ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ ।
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।
ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି ।
ବାପା-ମାଆ ଚାଲିଯିବା ପରେ ବଡଭାଇ ସିନା ପଚାରିଲାନି ହେଲେ ସାନ ଭାଇ ଦୁଇ ଭଉଣୀଙ୍କୁ ମଣିଷ କରିବାକୁ ଯେଉଁ ସଂକଳ୍ପ କରିଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି ।
ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।
ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।
ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ
ଅଭିଯୋଗ ଆଧାରରେ, ଭିଜିଲାନ୍ସ ଟିମ୍ IICଙ୍କ ଗାଡ଼ିକୁ ଅଟକ ରଖି ତାଙ୍କୁ ଏବଂ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧ଲକ୍ଷ ୪୫ ହଜାର ୮ଶହ ଟଙ୍କା ମିଳିଥିଲା।
ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।
ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ।
ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ।