• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 26 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 1 month ago

Niranjan Patnaik’s: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା । More
  • Sujit kumar Swain
  • 1 month ago

Tourist Spot: ଅବହେଳିତ ପର୍ଯ୍ୟଟନସ୍ଥଳୀ; ମୁହଁ ଫେରାଉଛନ୍ତି ପର୍ଯ୍ୟଟକ, କେବେ ପଡ଼ିବ ପ୍ରଶାସନର ନଜର?

କେଉଁଠି ଯିବାକୁ ରାସ୍ତା ନାହିଁ ତ କେଉଁଠି ପିଇବା ପାଣି ଏବଂ ରହଣୀ ଲାଗି ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ଫଳରେ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ।  More
  • Sujit kumar Swain
  • 1 month ago

Police Medal Awarded: ସେବାକୁ ମିଳିଲା ସମ୍ମାନ; ସମ୍ମାନୀତ ହେଲେ ପୋଲିସ ଅଧିକାରୀ 

ରାଜ୍ୟପାଳ ପ୍ରଦାନ କଲେ ପୋଲିସ ସେବା ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଛି।  More
  • Sujit kumar Swain
  • 1 month ago

Padma Awards For 2025: ପଦ୍ମ ପୁରସ୍କାର ପାଇବେ ୪ ଜଣ ଓଡ଼ିଆ; ଜାଣନ୍ତୁ ତାଙ୍କ କୃତି ଓ କୃତିତ୍ବ ଉପରେ...

୨୦୨୫ ଲାଗି ଦେଶର ମୋଟ ୧୩୯ ଜଣଙ୍କ ନାଁ ପଦ୍ମ ପୁରସ୍କାର ଲାଗି ଘୋଷଣା ହୋଇଥିବା ବେଳେ ତା ଭିତରେ ଅଛନ୍ତି ୪ ଜଣ ଓଡ଼ିଆ। ଆସନ୍ତୁ ଜାଣିବା ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଚାରି ଓଡ଼ିଆଙ୍କୁ କୃତି ଓ କୃତିତ୍ବ ଉପରେ... More
  • Sujit kumar Swain
  • 1 month ago

OSRTC Bus Overturns In Angul: ଓଲଟିଲା OSRTC ବସ୍‌; ଗାଡ଼ି ତଳେ ଚାପି ହୋଇ ରହିଛନ୍ତି ଯାତ୍ରୀ, ଏକାଧିକ ଆହତ...

OSRTC ବସ୍‌ ଓଲଟି ଏକାଧିକ ଆହତ ହୋଇଛନ୍ତି । ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା ।  More
  • Tapaswini Nayak
  • 1 month ago

ଖୁସି ଖବର; ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି

ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ମିଳିଲାଣି। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। More
  • Pallipuspa Samal
  • 1 month ago

Panchang Today 26th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Tapaswini Nayak
  • 1 month ago

Republic Day 2025: ସୁରକ୍ଷା ବଳୟରେ ରାଜଧାନୀ: ଆଜି ଓଡ଼ିଶାର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ

ଆଜି ପ୍ରଥମ ଥର ଓଡ଼ିଶା ଉପକୂଳର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। । ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ସେସବୁ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା More
  • Deviprasad Jena
  • 1 month ago

Criminal Activities Increase: ବ୍ରହ୍ମପୁରରେ କଣ୍ଟ୍ରୋଲ ବାହାରେ ପୁରୁଣା ଅପରାଧୀ, ମାନୁ ନାହାଁନ୍ତି ଆଇନ କାନୁନ..

ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍‌ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍‌ ହେଉଛନ୍ତି। More
  • Sujit kumar Swain
  • 1 month ago

Resolve Network Issues In Remote Areas: ନେଟୱର୍କ ପାଇଁ ଆଉ ଚଢିବାକୁ ପଡିବନି ଗଛ କି ପାହାଡ଼; ଅପହଞ୍ଚ ଇଲାକାରେ ମିଳିବ ନନଷ୍ଟପ୍ 4G ସେବା...

ଯିବାକୁ ପଡ଼ିବନି କୋଷ କୋଷ ଦୂର ବାଟ । ଏଣିକି ଘର ଭିତରେ ମୋବାଇଲକୁ ଘାଇଁ ଘାଇଁ ଆସିବ ନେଟୱର୍କ। ପିଲା ଘରେ ବସି ପାଠ ପଢିବେ।  More
  • Sujit kumar Swain
  • 1 month ago

Barabati Stadium: ବାରବାଟୀରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା; କେମିତି ଆୟୋଜନ ହେବ ଅନ୍ତର୍ଜାତୀୟ ଦିନିକିଆ ?

କେମିତି ସୁରୁଖୁରୁରେ ହେବ ବାରବାଟୀ ଲଢେଇ ? କିଭଳି ସୁରକ୍ଷିତ ମ୍ୟାଚ୍ ଦେଖି ଫେରିବେ ପ୍ରାୟ ୪୫ ହଜାର ଦର୍ଶକ ? କେମିତି ସୁଦୃଢ ହେବ ଷ୍ଟାଡିୟମର ଅସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ଏଥିପାଇଁ ଜୋରସର ପ୍ରସ୍ତୁତି ସହ ପୁରା ଦମ୍ ଲଗାଇ ଦେଇଛନ୍ତି କମିଶନରେଟ ପୋଲିସ । More
  • Manoranjan Sial
  • 1 month ago

Fog Alert In Odisha: ମାଘ ମାସରେ ଶୀତ ଗାଏବ, ୩ ଦିନ ଯାଏ କଲବଲ କରିବ କୁହୁଡି!

୨୬ରୁ ୨୮ ତାରିଖ ଯାଏ ୭ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି। More
  • Sujit kumar Swain
  • 1 month ago

ATM Loot In Odisha: ATMରେ ବେଧଡ଼କ ପଶୁଛନ୍ତି ଲୁଟେରା; ରାଜ୍ୟବ୍ୟାପି ଲୁଟ୍ ହେଲାଣି କୋଟି କୋଟି ଟଙ୍କା...

ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ...ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେ ଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍। More