ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଚନ୍ଦ୍ର- ବିଛା ଦିବା ୦୮.୨୫ ଗତେ ଧନୁ,ତିଥି- ୧୨ଶୀ ରାତ୍ରି ୦୮.୫୫ ଗତେ ୧୩ଶୀ,ଘାତଚନ୍ଦ୍ର- ଦିବା ୦୮.୨୫ ଗତେ ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୮.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ
Also Read
ଶୁଭସମୟ:
ପ୍ରାତଃ- ୦୬.୨୭ ରୁ ୧୦.୦୮
ଦିବା- ୦୧.୨୨ ରୁ ୦୧.୫୦
ସନ୍ଧ୍ୟା- ୦୬.୨୩ ରୁ ୦୮.୫୮
ରାତ୍ରି- ୧୨.୨୫ ରୁ ୦୧.୩୬
ରାତ୍ରି- ୦୩.୧୩ ରୁ ୦୩.୫୧
ଅଶୁଭସମୟ:
ରାହୁକାଳ- ଦିବା ୦୪.୦୮ ରୁ ୦୫.୩୧
କାଳବେଳା- ଦିବା ୧୧.୫୯ ରୁ ୦୧.୨୨
ବାରବେଳା- ଦିବା ୧୦.୩୬ ରୁ ୧୧.୫୯
କାଳରାତ୍ରି- ରାତ୍ରି ୦୧.୩୬ ରୁ ୦୩.୧୩