• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 14 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 6 months ago

ଖୋଲିବ ଗୁପ୍ତଭଣ୍ଡାର ରହସ୍ୟ ? ଖୋଲିବ କି ତୃତୀୟ କୋଠରୀ ଓ ଭୂତଳ ଗୁପ୍ତଭଣ୍ଡାର ରହସ୍ୟ ? 

ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ?  More
  • Sujit kumar Swain
  • 6 months ago

ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ? 

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ । More
  • Sujit kumar Swain
  • 6 months ago

କେମିତି ତ୍ରିଶା ହସ୍ପିଟାଲରେ ଲାଗିଲା ନିଆଁ ? ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ?

ଘରୋଇ ନର୍ସିଂହୋମ୍  ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ କାହିଁକି ବ୍ୟବହାର ହୋଇପାରିଲା ନାହିଁ ? ରୋଗୀଙ୍କ ଜୀବନ ବିପଦରେ ପକାଇବାକୁ ଦାୟୀ କିଏ ?  More
  • Swadesi Megha Mallhar Prusty
  • 6 months ago

ଭଣ୍ତାର ଖୋଲିବା ପରେ ବଡ଼ ଖୁଲାସା କଲେ ଅଧ୍ୟକ୍ଷ, କହିଲେ ପୂର୍ବରୁ ସବୁକିଛି ଗପ ଥିଲା

ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ କହିଲେ ଅଧ୍ୟକ୍ଷ । More
  • Swadesi Megha Mallhar Prusty
  • 6 months ago

'ଭିତର ରତ୍ନଭଣ୍ତାର ଖୋଲିଲୁନି, ଆଉ ଦିନେ ଦିନ ଧାର୍ଯ୍ୟ କରି ଖୋଲିବୁ'

ଶେଷ ହୋଇଛି ପ୍ରତୀକ୍ଷା । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ଦୀର୍ଘ ପାଞ୍ଚ ଦଶନ୍ଧି ପରେ ଖୋଲିଛି ରତ୍ନଭଣ୍ତାର । More
  • Swadesi Megha Mallhar Prusty
  • 6 months ago

ରତ୍ନଭଣ୍ତାର ଖୋଲିବା ନେଇ ଆସିଲା ବଡ଼ ଅପଡେଟ୍, ମୁଖ୍ୟ ପ୍ରଶାସକ କହିଲେ ...

ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ । ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲାନି । More
  • Sonali Ojha
  • 6 months ago

ପାଠପଢ଼ାରେ ବାଧକ ସାଜିଛି ଅର୍ଥ; କିଡନୀ ବିକି ସ୍ୱପ୍ନ ସାକାର କରିବେ ଦୃଷ୍ଟିବାଧିତ

ସୋନପୁର ଜିଲ୍ଲା ବୀରମହାରାଜପୁରର କୁଶ ଭାଇନା। ଜନ୍ମହେବା ପରେ ବାପା ମା’ଙ୍କୁ ହରାଇଛନ୍ତି। ୧୯ବର୍ଷ ବୟସରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆବଶ୍ୟକୀୟ ଚିକିତ୍ସା କରାଇ ନପାରି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। More
  • Swadesi Megha Mallhar Prusty
  • 6 months ago

ଶେଷ ହେଲା ପ୍ରତୀକ୍ଷା, ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । More
  • Sonali Ojha
  • 6 months ago

ଶ୍ରୀମନ୍ଦିରରେ ପହଞ୍ଚିଲା ରତ୍ନ ସିନ୍ଦୁକ; ସ୍ୱତନ୍ତ୍ର ବରାଦରେ ହୋଇଛି ତିଆରି

ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ। ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା। ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି। More
  • Manoranjan Behera
  • 6 months ago

୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ..ରତ୍ନଭଣ୍ତାର ଭିତରକୁ ଗଲେ ୧୧ ଜଣ..ଜାଣନ୍ତୁ କିଏ..

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। More
  • Sonali Ojha
  • 6 months ago

ମହାଠକକୁ ବାନ୍ଧିଲା EOW; ସାରା ଦେଶରୁ ଲୁଟିଥିଲା ୬୦୦ କୋଟି

ଅଳ୍ପ ସମୟ ବ୍ୟବଧାନରେ ଅଧିକ ସୁଧ ଆଶା ଦେଖାଇ ଲଗାଉଥିଲା ଚୂନା। ସେୟାର୍‌ ବଜାରରେ ଟ୍ରେଡିଂ କରାଇ ବାର୍ଷିକ ୨୪ ପ୍ରତିଶତରୁ ଅଧିକ ସୁଧ ଦେବାର ଲୋଭ ଦେଖାଇଥିଲା। ବେଶ୍‌ କିଛି ଦିନ ବାଲାଂଦେଶ ଓ ଦୁବାଇରେ ଆତ୍ମଗୋପନ କରିବା ପରେ ଶେଷରେ କୋଲକାତାରୁ ଧରାପଡିଛି ଏହି ଠକ। More
  • Sonali Ojha
  • 6 months ago

ଆସିଲା ଶୁଭ ମୁହୂର୍ତ୍ତ; ଏତିକି ବେଳେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର..

ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ ବିଶ୍ୱନାଥ ରଥ। ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯିବେ। ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ। More
  • Sonali Ojha
  • 6 months ago

ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲେ ଦୀପାଳି ଦାସ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ । More
  • Sonali Ojha
  • 6 months ago

ସରିବ ନବଦିନାତ୍ମକ ଯାତ୍ରା; ଜନ୍ମବେଦି ଛାଡ଼ି କାଲି ବାହୁଡିବେ ଚତୁର୍ଦ୍ଧାମୂରତି

ଜନ୍ମବେଦିରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା। ବାହୁଡା ଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ସରିଛି। More
  • Satyendu Shekher Mishra
  • 6 months ago

Panchang Today 14th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂଆ କାମ ଆରମ୍ଭ କରନ୍ତୁ

ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୮.୪୨ ପର୍ଯ୍ୟନ୍ତ ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More
  • Sonali Ojha
  • 6 months ago

ବହୁ ପ୍ରତୀକ୍ଷାର ଅନ୍ତ; ଶେଷରେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର

ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ନିଆଯିବା ସହ ବିମଳଙ୍କ ପାଖରେ ଗୁଆଟେକା ହେବ । ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ । More
  • Santosh Kumar Sahoo
  • 6 months ago

କାଲିଠୁ ପୁରୀରେ ରହିବେ ୩ ମନ୍ତ୍ରୀ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରି, ସେସବୁ ଯେପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ତାହା ସୁନିଶ୍ଚିତ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । More
  • Santosh Kumar Sahoo
  • 6 months ago

କେଉଁଠି ଅଛନ୍ତି IPS ଡି.ଏସ୍. କୁଟ୍ଟେ ? ଗୃହ ବିଭାଗରେ ନାହିଁ କିଛି ବି ସୂଚନା !

ପୁଣି ଚର୍ଚ୍ଚାରେ ବିବାଦୀୟ IPS ଅଫିସର ଡିଏସ କୁଟ୍ଟେ । ନିର୍ବାଚନ ପରେ ନିଲମ୍ବନ ହଟିଲା, ହେଲେ ଏବେ ସେ କେଉଁଠି, କେଉଁ ପଦବୀରେ । ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । More
  • Santosh Kumar Sahoo
  • 6 months ago

ବିଜେଡିରେ ଏବେ ସବୁ ଗୋଳମାଳିଆ, ପରାଜୟ ପରଠୁ ଦଳରେ ତେଜୁଛି ବିରୋଧର ସ୍ବର

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ। More
  • Santosh Kumar Sahoo
  • 6 months ago

କେତେବେଳେ ଖୋଲିବ ରତ୍ନଭଣ୍ଡାର, ସମୟ କହିଲେ ତଦାରଖ କମିଟି ଅଧ୍ୟକ୍ଷ

‘ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । More
  • Swadesi Megha Mallhar Prusty
  • 6 months ago

ଏଏସ୍‌ଓଙ୍କୁ ମାଡ଼ ଅଭିଯୋଗ: ଆଶ୍ୱାସନା ଦେଲେ ରାଜ୍ୟପାଳ, ୭ ଦିନ ଭିତରେ ନ୍ୟାୟ

ଜଣେ ASOଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ ଜଣ ମାଡ଼ ମାରିବା ଅଭିଯୋଗ ଘଟଣା । ASO ବୈକୁଣ୍ଠନାଥ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଭେଟି ନ୍ୟାୟ ପାଇଁ ଆଶ୍ୱାସନା ଦେଲେ ରାଜ୍ୟପାଳ । More