• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 10 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 9 months ago

ମନ୍ଦିର ପରିସରରେ ୫୦ ହଜାର ଉପବୀତଧାରୀଙ୍କ ଭିଡ଼ !

ମହାଦେବ ଓ କାମିନା ବିବାହ ଉତ୍ସବ ଓ ତୃତୀୟ ଅର୍ଘ୍ୟ । More
  • Satyendu Shekher Mishra
  • 9 months ago

କଡା ସୁରକ୍ଷା ବଳୟରେ ପହଞ୍ଚିଲା ୫ ଟ୍ରକ EVM

ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଇଭିଏମ୍ । ବିଜେବି ମହାବିଦ୍ୟାଳୟରେ ଇଭିଏମ୍ ରହିବାର ବ୍ୟବସ୍ଥା । More
  • Satyendu Shekher Mishra
  • 9 months ago

ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । More
  • Satyendu Shekher Mishra
  • 9 months ago

ଅଙ୍କ ଛିଣ୍ଡୁନି ନା ବିଦ୍ରୋହୀ ଡର ? ବେଗୁନିଆ-ଖୋର୍ଦ୍ଧାରେ ଛିଣ୍ଡୁନି ତିନି ଦଳଙ୍କ ଟିକେଟ୍ ଗଣିତ

ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ । More
  • Satyendu Shekher Mishra
  • 9 months ago

କାମ ଦେବ ତ ବିଜେଡିର ଆସନ ବଦଳ ରଣନୀତି ?

ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ । More
  • Santosh Kumar Sahoo
  • 9 months ago

ଓଡ଼ିଶାରେ ଭୁଶୁଡୁଛି କି କଂଗ୍ରେସ ଗଡ଼ ? ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ପୁରୁଖା ନେତା

ଭୁଶୁଡୁଛି କି କଂଗ୍ରେସ୍ ଗଡ଼ ? ଦୁର୍ବଳ ହେଉଛି କି ଏହି ସର୍ବ ପୁରାତନ ପାର୍ଟି ? ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏଯାଏ ମାତ୍ର ୪୭ଟି ବିଧାନସଭା ଏବଂ ୮ଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି । More
  • Santosh Kumar Sahoo
  • 9 months ago

ମୋକିମଙ୍କୁ ହାଇକୋର୍ଟ ଝଟକା...ଲଢ଼ି ପାରିବେ ତ ଆଗାମୀ ନିର୍ବାଚନ... ଜୋର୍ ଧରିଲା କଳ୍ପନାଜଳ୍ପନା

ମୋକିମ କହିଛନ୍ତି ଯେ, ଆଇନର ବ୍ୟବସ୍ଥା ଅନୁସାରେ ଆଗକୁ ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେନେଇ ଓକିଲଙ୍କ ସହ ଆଲୋଚନା କରିବି । More
  • Santosh Kumar Sahoo
  • 9 months ago

ତେଜିଲା ଭୁବନେଶ୍ୱର ‘ମଧ୍ୟ’ ରାଜନୀତି, ଅପରାଜିତାଙ୍କୁ ଭେଟିଲେ ବୁନୁ ବିରୋଧୀ ଗୋଷ୍ଠୀ

ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଭେଟିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଗୋଷ୍ଠୀ । More
  • Pallipuspa Samal
  • 9 months ago

ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଟନ୍ ମୋଗଲାଇ’

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ମଟନ୍ ମୋଗଲାଇ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Sujit kumar Swain
  • 9 months ago

ନୂଆ ଆମ୍ବୁଲାନ୍ସ ଗାଡ଼ି ଅଚଳ ! ପରମିଟ୍ ଥିବା ସତ୍ତ୍ବେ ହେଉନି ମରାମତି...

ଡାକ୍ତରଖାନା ପରିସରରେ ଗଦା ଗଦା ଅଚଳ ଆମ୍ବୁଲାନ୍ସ। ଦିନେ କି ଦୁଇ ଦିନ ନୁହଁ ମାସ ମାସ ବର୍ଷ ବର୍ଷ ଧରି  ପଡି ରହିଛି। ଆମ୍ବୁଲାନ୍ସ ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ । More
  • Sonali Ojha
  • 9 months ago

କଲବଲ କରିବ ତାତି..ଡହଡହ ଖରାରୁ ମିଳିବନି ତ୍ରାହି

ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି। ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। More
  • Sujit kumar Swain
  • 9 months ago

ପୋଲିସକୁ କାମୁଡ଼ି ଅଭିଯୁକ୍ତ ଛୁ; ଆକ୍ରମଣ ଅଭିଯୋଗରେ ମା’ ଗିରଫ...

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ ପୋଲିସକୁ କାମୁଡ଼ି ଖସିଗଲା । କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଘଟଣା । ଗିରଫ କରି ନେବାବେଳେ ପୋଲିସକୁ ଆକ୍ରମଣ ସହ କାମୁଡ଼ିଲା ଅଭିଯୁକ୍ତ । More
  • Satyendu Shekher Mishra
  • 9 months ago

ନୋମିନେସନ୍‌କୁ ଆଉ ୮ ଦିନ ରହିଲା, ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ଦଳ

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ । More
  • Satyendu Shekher Mishra
  • 9 months ago

କୁଚିଣ୍ଡା-ସମ୍ବଲପୁର-ରେଢ଼ାଖୋଲ-ଦେବଗଡ଼ରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି !

ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା । More
  • Satyendu Shekher Mishra
  • 9 months ago

କେନ୍ଦ୍ରାପଡ଼ାରେ ଜମିଲା ପ୍ରଚାର, ଡବଲ୍ ଇଞ୍ଜିନ ସରକାର ଦରକାର କହିଲେ ବୈଜୟନ୍ତ

କର୍ମୀ ସମ୍ମିଳନୀ ପରେ ବୈଜୟନ୍ତଙ୍କ ପ୍ରତିକ୍ରିୟା । ‘କେନ୍ଦ୍ରାପଡ଼ାରେ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି’ । More
  • Santosh Kumar Sahoo
  • 9 months ago

ଏପ୍ରିଲ୍‌ ୧୧ରେ ପାଳନ ହେବ ଇଦ୍

ଆଜି ଚାନ୍ଦ ଦେଖା ନ ଯିବାରୁ ଆସନ୍ତା ୧୧ ତାରିଖରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି । More
  • Santosh Kumar Sahoo
  • 9 months ago

ରାଜଧାନୀରେ ପୁଣି ମାତିଲେ ଲୁଟେରା, ୩ଟି ଫ୍ଲାଟରେ ବୁଲାଇଲେ କଳାକନା

ରାଜ୍ୟ ରାଜଧାନୀର ଆପାର୍ଟମେଣ୍ଟ ଗୁଡ଼ିକରେ ବୋଧହୁଏ ଆଉ ରହିହେବ ନାହିଁ । ଗତ କିଛିଦିନ ହେଲା, ହୁଗୁଳା ସୁରକ୍ଷାର ଫାଇଦା ନେଇ ଯେଭଳି ଢଙ୍ଗରେ ଲୁଟପାଟ୍ ହେଉଛି, ନିଦ ହଜିଗଲାଣି ଆପାର୍ଟମେଣ୍ଟବାସୀଙ୍କର। More