• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 22 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 10 months ago

ଅସାଧୁ କର୍ମଚାରୀଙ୍କୁ ସୁହାଉଛି କି ଶ୍ରୀମନ୍ଦିର ଚାରିଦ୍ୱାର କଟକଣା ?

ଏଭଳି ଘଟଣା କେତେଦିନ ଧରି ଓ ଆଉ କେଉଁ ଦୁଆରରେ ଚାଲିଛି ? ରାକେଟ୍ ପଛରେ ଆଉ କିଏ ? More
  • Chandan Shishu
  • 10 months ago

ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ

ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ। More
  • Chandan Shishu
  • 10 months ago

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଆଉ ଏକ ରେକର୍ଡ: ଜ୍ୟୋତି ବସୁଙ୍କୁ କାଟି ପାଲଟିଲେ ଦ୍ୱିତୀୟ ସର୍ବାଧିକ ଅବଧିର ସିଏମ୍

ଆଗରେ ଥିବା ପୱନ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ମାତ୍ର ୧୩ ମାସର ସମୟ। ହେଲେ ଆଗକୁ 24 ନିର୍ବାଚନ। କିନ୍ତୁ ବିଜେଡିର ଆଶା, ଷଷ୍ଠ ଥର ପାଇଁ ବି ନବୀନଙ୍କ ନେତୃତ୍ୱରେ ବିଜେଡି କ୍ଷମତାକୁ ଆସିବ। ଆଉ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ସର୍ବକାଳୀନ ନବୀନ ରେକର୍ଡ କରିବେ ନବୀନ। More
  • Chandan Shishu
  • 10 months ago

ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଦୁଃଖ ଶୁଣିଲେନି ସୁପ୍ରିମୋ

ଗତ ଏପ୍ରିଲ ୧୩ରେ ପ୍ରଥମ ଥର ପାଇଁ ମହିଳା ଥାନାକୁ ଯାଇ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଫେରାଦ ହୋଇଥିଲେ ସଂଯୁକ୍ତା। ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲେ ବି ସେତେବେଳେ ମାମଲା ରୁଜୁ ହୋଇନଥିଲା। ଏମିତି କି ଏପ୍ରିଲ ୨୩ରେ ଶଂଖ ଭବନ ଉଦଘାଟନ ଦିନ ବି ସଂଯୁକ୍ତାଙ୍କୁ ଦେଖିବାକୁ ମିଳିଥିଲା। More
  • Chandan Shishu
  • 10 months ago

ବବଲୁକୁ ହାଜତରେ ଥାର୍ଡ ଡିଗ୍ରୀ ଦିଆଯାଇଥିଲା କି ?

ଏକ ଚୋରି ଅଭିଯୋଗରେ ବବଲୁକୁ ଥାନାକୁ ଆଣିଥିବା କ୍ୟାଣ୍ଟନମେଣ୍ଟ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ। ବବଲୁ ମହାନଦୀକୁ ଚାଲିଯାଇଥିବା ଭାଇରାଲ୍ ଭିଡିଓରୁ ସ୍ପଷ୍ଟ ହେଉଥିବା ବେଳେ, ତା ପରିବାର ଲୋକ ଥାନାକୁ ଆସି ପଚାରିବାରୁ ସେ ମେଡିକାଲ ଯାଇଛି ବୋଲି କହିଥିଲା ପୋଲିସ। More
  • Prangyan Parimita
  • 10 months ago

ସବସିଡରେ କୃଷି ଯନ୍ତ୍ରପାତି ନେଇ ସମସ୍ୟାରେ ଚାଷୀ : ଦୌଡ଼ି ଦୌଡ଼ି ଥକିଗଲେଣି, ହେଲେ ମିଳୁନି ଅର୍ଥ

ସବସିଡ୍ ଅର୍ଥ କେବେ ମିଳିବ ଜାଣିପାରୁ ନାହାଁନ୍ତି ଚାଷୀ । ପାୱାର ୱିଡର ଓ ପାୱାର ଟିଲର ନେଇ ଚିନ୍ତାରେ ଚାଷୀ । ବ୍ୟାଙ୍କ କି କୃଷି ବିଭାଗ ଅଧିକାରୀ ଶୁଣୁନାହାଁନ୍ତି ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେନ୍ଦୁୱାଡା ଚାଷୀଙ୍କ ଅଭିଯୋଗ । More
  • Prangyan Parimita
  • 10 months ago

ନାଁକୁ ସ୍ୱୟଂଶାସିତ ! ଭୀମସାରର ନିଜେ କରି ପାରୁନି ପରୀକ୍ଷା, ପ୍ରକାଶ କରିପାରୁନି ଫଳ

ଆର୍ଥିକ ଓ ପରିଚାଳନାଗତ ସ୍ୱାୟତ୍ତତା ବି ପାଇନି ଭୀମସାର More
  • Prangyan Parimita
  • 10 months ago

ବିଜେଡି ନେତ୍ରୀଙ୍କ ଗାଡ଼ି ଅଟକାଇଲା ପୋଲିସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ ..

ନବୀନ ନିବାସ ଯିବା ବାଟରେ ଟ୍ରାଫିକ ଛକରେ ଅଟକାଇଲା ପୋଲିସ More
  • Prangyan Parimita
  • 10 months ago

ଓଡ଼ିଆରେ ବି ପଢ଼ାଯିବ CBSE କୋର୍ସ..

‘ଯେଉଁ ପିଲାମାନେ ଚାହିଁବେ ଓଡ଼ିଆରେ ପଢ଼ିବାକୁ, ସ୍କୁଲ ବ୍ୟବସ୍ଥା କରିବ’ More
  • Tanmay Kumar Mahalik
  • 10 months ago

କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର

ଅଗ୍ନିଶମ ବାହିନୀ ଦ୍ୱାରା ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । More
  • Rajalaxmi Sahoo
  • 10 months ago

Today Panchang 22nd July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ...

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୨୬ ଗତେ ବୃଷ, କନ୍ୟା ଓ ମୀନ More
  • Satyendu Shekher Mishra
  • 10 months ago

ବଢ଼ୁଛି ହୀରାକୁଦ ଜଳସ୍ତର, ପୁଣି ୪ ଦିନ ବର୍ଷିବ ! ୪ ଜିଲ୍ଲାକୁ ୟାଲୋ ୱାର୍ଣ୍ଣିଂ

ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ କରାଯାଇଛି । ସେଗୁଡ଼ିକ ହେଲା ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର । More
  • Satyendu Shekher Mishra
  • 10 months ago

ପ୍ରଥମେ ଟଙ୍କା ବର୍ଷା କଲେ ତାପରେ ସବୁ ଲୁଟିନେଲେ ସାଇବର ଠକ !

ସାରା ଗାଁକୁ ଚୁନା ଲଗାଇଦେଲେ ସାଇବର ଠକ ! ମୋବାଇଲ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କାର ଠକେଇ । More
  • Satyendu Shekher Mishra
  • 10 months ago

ମୁଖ୍ୟମନ୍ତ୍ରୀ ଭାବେ ନବୀନ ଭାଙ୍ଗିଲେ ଜ୍ୟୋତି ବସୁଙ୍କ ରେକର୍ଡ, ଏବେ ଦେଶରେ ଦ୍ୱିତୀୟ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ । ବନିଛନ୍ତି ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ । More
  • Satyendu Shekher Mishra
  • 10 months ago

ସଂସଦରେ ଉଠିଲା ବାହାନଗା ଟ୍ରେନ ଟ୍ରାଜେଡି କଥା, ଉତ୍ତର ରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ

‘ସିଗନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟିରୁ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମୃତ ୨୯୫ରୁ ଚିହ୍ନଟ ଅପେକ୍ଷାରେ ୪୧ ମୃତଦେହ’, କହିଲେ ଅଶ୍ୱିନୀ More
  • Chandan Shishu
  • 10 months ago

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବିଦା ହେଲେ PCCର ସାଧାରଣ ସଂପାଦକ

ଆଜି ସନ୍ଧ୍ୟାରେ ବସିଥିବା PCC ଶୃଙ୍ଖଳା କମିଟି ବୈଠକ ବସିଥିଲା। More
  • Chandan Shishu
  • 10 months ago

ପ୍ରଭାବଶାଳୀ ବ୍ୟକ୍ତି ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଆବର୍ଜନାରେ ହିଁ ଜବାବ ଦେବ ତ BMC ?

ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ  କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ। More
  • Chandan Shishu
  • 10 months ago

ରାଜ୍ୟରେ ସ୍ୱାସ୍ଥ୍ୟସେବା କଣ ଏମିତି ! ଡାକ୍ତର ଅଭାବ ସାଙ୍ଗକୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା 

ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା। More
  • Manoranjan Behera
  • 10 months ago

ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର । More
  • Manoranjan Behera
  • 10 months ago

ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ମୋ' ଘର ଯୋଜନା ପ୍ରତି ବଢୁନି ହିତାଧିକାରୀଙ୍କ ଆଗ୍ରହ । ବାସହୀନଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଉତ୍ସାହ । ବାଧକ ସାଜିଛି ବ୍ୟାଙ୍କ ଲୋନ୍ । ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ସାମ୍ନାକୁ ଆଣିଛି ଏମିତି ତଥ୍ୟ । More