• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 04 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 10 months ago

ନବୀନଙ୍କ ୨୩ ବର୍ଷର ଶାସନରେ ଓଡ଼ିଶା ଏବେ କେଉଁଠି? ସରକାରଙ୍କୁ ବର୍ଷି ଉତ୍ତର ରଖିଲେ ବିଜେପି ନେତା

ରାଜ୍ୟରେ ମଦ ବିକ୍ରି ବଢୁଥିବା ଏବଂ ୩୦ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଇଥିବା ଦର୍ଶାଇ ଓଡ଼ିଶାର ପ୍ରକୃତ ସ୍ଥିତି କଣ ବୋଲି ଆକଳନ କରିବାକୁ କହିଛନ୍ତି ଅନୀଲ। More
  • Chandan Shishu
  • 10 months ago

ଥମୁନି ଶ୍ରୀଜଗନ୍ନାଥଙ୍କ ନାଁରେ ଠକେଇ: ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍

ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ। More
  • Chandan Shishu
  • 10 months ago

ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ବାହାନଗା ଟ୍ରେନ୍ ଟ୍ରାଜେଡି, ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟି

ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେଶନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିର ବି ଉଜାଗର କରିଛି ଏହି ରିପୋର୍ଟ More
  • Satyendu Shekher Mishra
  • 10 months ago

MKCG ବନାମ VIMSAR ! ‘ୟୁଫୋରିଆ’ ବେଳେ ଦୁଇ ଡାକ୍ତର ଛାତ୍ରଗୋଷ୍ଠୀ ମଧ୍ୟ ମାରପିଟ୍‌

ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ । More
  • Tanmay Kumar Mahalik
  • 11 months ago

5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼

ସୁବର୍ଣ୍ଣପୁର ଗସ୍ତ ସମୟରେ 5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି । More
  • Prangyan Parimita
  • 11 months ago

ACF ସୌମ୍ୟ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ..

କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଲା । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସରୁ ବି ଫେରିଲା । More
  • Manoranjan Behera
  • 11 months ago

Panchang Today 4th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ଦିବା ୦୧.୩୮ ଗତେ ୨ୟା, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୦୧.୪୩ ଗତେ ସିଂହ, ଘାତ ବାର – ମକର, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୮.୨୪ ଗତେ ୨ ପାଦ More
  • Prangyan Parimita
  • 11 months ago

କିଲର୍‌ ମଦର୍‌ : ସାମାନ୍ୟ କଳି ପାଇଁ ଝିଅକୁ ବିଷ ଦେଇ ହତ୍ୟା

ଯୁବତୀଙ୍କ ହତ୍ୟା ପଛର କାର୍ପଟଦାର ଖୋଦ୍ ମୃତକଙ୍କ ମାଆ । ୧୫ ଦିନର ତଦନ୍ତ ପରେ ପୋଲିସ୍ ଖୋଲିଛି ରହସ୍ୟ । More
  • Satyendu Shekher Mishra
  • 11 months ago

ରାଜଧାନୀରେ ଲୁଟେରାଙ୍କ ଆତଙ୍କ ! SP ସାଗରିକା ନାଥଙ୍କ ମା’ଙ୍କଠାରୁ ଲୁଟ୍

ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି। More
  • Tanmay Kumar Mahalik
  • 11 months ago

ସୁରକ୍ଷାକର୍ମୀଙ୍କ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ; ଯବାନଙ୍କ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ?

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା । More
  • Tanmay Kumar Mahalik
  • 11 months ago

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୈଠକରେ ତୃଣମଳ ସ୍ତରରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। ଦଳର ସୁପ୍ରିମୋ କର୍ମୀମାନଙ୍କୁ ଦିଆଯାଇଥିବା ଟାକ୍ସର ସମୀକ୍ଷା କରିଛନ୍ତି । More
  • Satyendu Shekher Mishra
  • 11 months ago

ସମ୍ବଲପୁର ବିଜେଡିରେ ଫାଟ ଜଳଜଳ, ଗଞ୍ଜାମ ସ୍ଥିତି ବି ସଙ୍ଗୀନ !

ସମ୍ବଲପୁର ସହର ଭିତରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ଅନେକ ନେତା ପ୍ରଣବଙ୍କୁ ସ୍ୱାଗତ କରିଥିଲେ। More
  • Tanmay Kumar Mahalik
  • 11 months ago

ରିଲ୍ ନୁହେଁ ରିୟଲ ହିରୋ ସିଦ୍ଧାନ୍ତ; ମରଣ ମୁହଁରୁ ବଞ୍ଚାଇଲେ, ଗୁରୁତରଙ୍କୁ ମେଡିକାଲ ପଠାଇଲେ

ବୋଲେରୋ ଗାଡି ଦ୍ରୁତ ଗତିରେ ଆସିବା ସହ ଫଛପଟୁ ଧକ୍କା ଦେଇଥିଲା । ଏପରିକି ମଦନଙ୍କ ବାଇକ ସହ ପାଖାପାଖି ୩ ଶହ ମିଟର ଘୋଷାଡି ନେଇଥିଲା । ପରେ ମଦନ ଗାଡି ଠାରୁ ଅଲଗା ହୋଇ ରାସ୍ତାକୁ ଛିଟିକି ପଡିଥିଲେ । More