• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 24 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 3 months ago

ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । More
  • Tanmay Kumar Mahalik
  • 3 months ago

ରାଜ୍ୟରେ ପୁଣି ଉପରମୁହାଁ ହେଉଛି କି କରୋନା ? ୨୪ ଘଣ୍ଟାରେ ୧୭ ପଜିଟିଭ୍ ଚିହ୍ନଟ

ଗତକାଲି ରାଜ୍ୟରେ ୫ ହଜାର ୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । More
  • Tanmay Kumar Mahalik
  • 3 months ago

ରାଜ୍ୟରେ ଆଉ ୫ ଦିନ ବର୍ଷିବ !

୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାସହ ପୁରୀ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । More
  • Tanmay Kumar Mahalik
  • 3 months ago

ଚାଷ ଜମିରେ ଥିବା ନଳକୂପରୁ ବାହାରୁଛି ସୁନାଗୁଣ୍ଡ !

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନେନ୍ଦୁପଲ ଗାଁରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଗାଁର ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଲିଥିଲେ । More
  • Satyendu Shekher Mishra
  • 3 months ago

ଆକାଶ ଛୁଆଁ ସୁନା ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କେତେ ରହିଛି ଆଜିର ଦର...

୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି । More
  • Manoranjan Behera
  • 3 months ago

ମହୁଲ ଫୁଲର ବିକ୍ରି ପାଇଁ ଉପଯୁକ୍ତ ବଜାର ନଥିବାରୁ ଶୋଷଣର ଶିକାର ହୁଅନ୍ତି ଆଦିବାସୀ

ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍‍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି.. More
  • Manoranjan Behera
  • 3 months ago

ଲଙ୍କା କରିଛି ଲକ୍ଷପତି; ୫ ଏକର ଜମିରେ ଚାଲିଛି ନାଲି ଲଙ୍କା ଚାଷ

ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା.. More
  • Rajalaxmi Sahoo
  • 3 months ago

୩ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଡିଜେ ଆଜେକ୍ସ !

ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ରୋଚକ ସୁରାକ ମିଳିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ।  More
  • Rajalaxmi Sahoo
  • 3 months ago

ପୋଖରୀରେ ବିଷ ପକାଇ ମାରିଦେଲେ ମାଛ !

ପୋଖରୀରେ ବିଷ ପକାଇ ମାରିଦେଲେ ମାଛ।  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ। More
  • Rajalaxmi Sahoo
  • 3 months ago

ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୨୬ ତାରିଖରୁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା...

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି, ବର୍ଷା ଏବଂ ଝଡ଼ ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। More
  • Manoranjan Behera
  • 3 months ago

ନୌବାହିନୀରେ ସାମିଲ ହେବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

ଚିଲିକାର ଗଭୀର ଜଳରେ ନୀଳ ଢେଉ ଚିରି ଆଗକୁ ଯାଉଛନ୍ତି ଭାରତର ନୂଆ ସୁରକ୍ଷା କବଚ । ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ  ବ୍ୟାଚ୍ ଅଗ୍ନିବୀର । More
  • Tanmay Kumar Mahalik
  • 3 months ago

ଜୀବନ ବିନ୍ଦୁ ନାଁରେ ଏକି ଜାଲିଆତି ?

ଜୀବନ ବିନ୍ଦୁ ରକ୍ତ ସଂକଟ ଦୂର ପାଇଁ ଦଳର ଏଇ କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନ କୁହେ ବିଜେଡି । ହେଲେ ବାସ୍ତବରେ ଦଳର ଏ ମହତ ଅଭିଯାନ ଚାଲିଛି କେମିତି ? ସତର କିଭଳି ଭିତ୍ତି ଉପରେ ଚାଲିଛି ଦଳର ଏ ଫ୍ଲାଗସିପ୍ ପ୍ରୋଗ୍ରାମ ? More
  • Manoranjan Behera
  • 3 months ago

ବିନା ଲାଞ୍ଚରେ ପତ୍ର ହଲୁନି; ‘ପିସି ପସନ୍ଦ ନହେଲେ ଫାଇଲ ଘୁଞ୍ଚୁନି’

‘ପିସି ନାହିଁ ତ କାମ ନାହିଁ, ହାତଗୁଞ୍ଜା ନଦେଲେ ଫାଇଲ ଚାଲିବା ବନ୍ଦ’ । ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ପରେ ଏ ହେଉଛି ଗ୍ରାଉଣ୍ଡର ସ୍ଥିତି । More
  • Tanmay Kumar Mahalik
  • 3 months ago

ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ଗୁରୁଦାୟିତ୍ୱ

ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ମାସ ତଳେ ଧାମନଗର ଉପନିର୍ବାଚନରେ ମନମୋହନଙ୍କ ଷ୍ଟ୍ରାଟେଜିରେ ମାତ୍ ଖାଇଥିଲା ବିଜେଡି । More
  • Manoranjan Behera
  • 3 months ago

୯୭ ସେକେଣ୍ଡର ଫୋନ କଲ୍‌ରେ ଲୁଚି ରହିଛି DJ Azexଙ୍କ ମୃତ୍ୟୁ ରହସ୍ୟ !

ସେଦିନ ଥିଲା ମାର୍ଚ୍ଚ ୧୮, ସମୟ ସଂଧ୍ୟା । ଯେଉଁ ସଂଧ୍ୟା ଥିଲା ଆଜେକ୍ସ ପାଇଁ ଶେଷ ସଂଧ୍ୟା । ଯେଉଁ କଲ୍ ଥିଲା ଜିଜ୍ଞାସାଙ୍କ ଉଦ୍ଦେଶ୍ୟରେ ଲାଷ୍ଟ କଲ୍ । ଯାହା ଲାଗିଛି ପୋଲିସ ହାତରେ । More