• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 15 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ମନ୍ଦିର ଦର୍ଶନରେ ବାରମ୍ବାର ଦଳାଚକଟା ପରିସ୍ଥିତି କାହିଁକି ?

କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା। More
  • Chandan Shishu
  • 1 year ago

ଆବାସ ଲୋଗୋକୁ ନେଇ ପୁଣି କଳି, ମୁହାଁମୁହିଁ ବିଜେପି-ବିଜେଡି

ପୂର୍ବ ଭଳି ପରିସ୍ଥିତି କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି। More
  • Chandan Shishu
  • 1 year ago

ଶହେ ବର୍ଷରେ ପାଦ ଥାପିଲେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ଲଢ଼ିଥିବା ଝାରସୁଗୁଡ଼ାର ମକରଧ୍ୱଜ ପ୍ରଧାନ

ନିଜ ସମୟର ଓ ଏବେକାର ରାଜନୀତିକୁ ତୁଳନା କରି ନିରାଶ ହୋଇପଡ଼ନ୍ତି ମକରଧ୍ୱଜ। More
  • Chandan Shishu
  • 1 year ago

ଗଣଶିକ୍ଷା ବିଭାଗର ସର୍ବଭାରତୀୟ ପରୀକ୍ଷା କୋଚିଂ ଭେଳିକି

କୁଆଡେ ଗଲା ସେହି ସଂସ୍ଥା? ସବୁ ଯୁକ୍ତ ଦୁଇ କଲେଜ ପାଇଁ କାହିଁକି ଏହା ଲାଗୁ ହେଲାନି? More
  • Pramod Behera
  • 1 year ago

ଆସୁଛି ତରଙ୍ଗ ଟିମ୍‌ର ପାଟ୍ରିଓଟିକ୍ ଥ୍ରୀଲର୍ ସିରିଜ୍ “ରକ୍ତତୀର୍ଥ”

ରିଲିଜ୍ ହୋଇଛି ତରଙ୍ଗ ଟିମ୍‌ର ନୂଆ ସିରିଜ୍ “ରକ୍ତତୀର୍ଥ”ର ଟ୍ରେଲର୍। ‘ତରଙ୍ଗ ପ୍ଲସ୍’ରେ ଏହାକୁ ରିଲିଜ୍ କରାଯାଇଛି। ସେଦିନର ସେହି ଲୋମହର୍ଷଣକାରୀ ଦୃଶ୍ୟକୁ ଦର୍ଶକଙ୍କ ସାମ୍ନାରେ ତାଜା କରିବ ଏହି ସିରିଜ୍। ଜାଣନ୍ତୁ କେବେ ହେବ ରିଲିଜ୍। More
  • Rajalaxmi Sahoo
  • 1 year ago

ପୁରୀ ଶ୍ରୀମନ୍ଦିରରେ ଭୟଙ୍କର ଠେଲାପେଲା, ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ

ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। More
  • Rajalaxmi Sahoo
  • 1 year ago

ମାମଲା ରଫାଦଫା ପାଇଁ ୩୩ ଲକ୍ଷ ଡିଲ୍‌ ! ED ଚାର୍ଜସିଟ୍‌ ଖୋଲିଲା ପ୍ରଡ୍ୟୁସରଙ୍କୁ ବ୍ଲାକ୍‌ମେଲିଂ ପଛର ସତ

ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ସିନେ ପ୍ରଯୋଜକ ପ୍ରମୋଦଙ୍କୁ କେମିତି ଯୌନ ନିର୍ଯାତନା ଜାଲରେ ଛନ୍ଦି ଟଙ୍କା ଆଦାୟ କରିଥିଲେ ତା’ର ଗୁମର ଖୋଲିଛି ଇଡି। ନାଗ ଦମ୍ପତିଙ୍କୁ ସିନେ ପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ। More
  • Rajalaxmi Sahoo
  • 1 year ago

ବଡ଼ମ୍ବା ସିଂହନାଥ ପୀଠରେ ଭୟଙ୍କର ଦଳାଚକଟା: ୧୪୪ ଧାରା ଲାଗୁ, ଦର୍ଶନ ବନ୍ଦ

କଟକ ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା ଘଟଣା ପରେ ୧୪୪ ଧାରା ଲାଗିଛି। ମେଳାରେ ପଡ଼ିଥିବା ଦୋକାନୀଙ୍କୁ ଘରକୁ ଯିବା ପାଇଁ ପ୍ରଶାସନ କହିଛି।  More
  • Chandan Shishu
  • 1 year ago

ଅର୍ନ୍ତଜାତୀୟ ଖେଳାଳିରୁ ପାଲଟିଗଲେ ରାତି ଜଗୁଆଳି

ରାତି ହେଲେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କ୍ୟାଂପସ୍ ଜଗୁଛନ୍ତି ଆକାଶ।  More
  • Chandan Shishu
  • 1 year ago

୨୪ ମହାସମର ପୂର୍ବରୁ ଓଡ଼ିଶା ପାଇଁ ଜାତୀୟ ଦଳଙ୍କ କସରତ୍

୨୪ ନିର୍ବାଚନରେ ଟକ୍କର ବି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି। More
  • Chandan Shishu
  • 1 year ago

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୩ ବର୍ଷର କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଫିଟିଲା ବାଟ

ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ... More
  • Chandan Shishu
  • 1 year ago

ମାଡ଼ି ଆସୁଛି ଜାଡ଼ ବିପଦ, ରାଜଧାନୀରେ ମାଇନସ୍‌କୁ ଖସିଯିବ ପାରଦ

ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ। More
  • Pramod Behera
  • 1 year ago

କିପରି ପାଳନ ହୁଏ ମକର ସଂକ୍ରାନ୍ତି

ଓଡ଼ିଶାରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି । More