• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 24 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ପଦ୍ମପୁର ଉପନିର୍ବାଚନ: ଦାଦନ ପ୍ରସଙ୍ଗ ନେଇ ବିଜେଡିକୁ କାଉଣ୍ଟର କରୁଛି ବିଜେପି

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସଙ୍ଗକୁ ନେଇ ପ୍ରଚାର ଲଢ଼େଇ । ଦାଦନ ସମସ୍ୟାକୁ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚନୀ ଅସ୍ତ୍ର । More
  • Manoranjan Behera
  • 1 year ago

କେନ୍ଦ୍ରାପଡ଼ା ବାଣ ଟ୍ରାଜେଡି; ICU ରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ୧୦ ଗୁରୁତର

କେନ୍ଦ୍ରାପଡା ବାଲିଆ ବଜାରରେ ଯେଉଁଠି ୨୪ ଘଣ୍ଟା ତଳେ ଚାଲିଥିବା ବାଜା, ବାଣ ରୋଷଣି କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ ଡିଜେର ତାଳେ ତାଳେ ନାଚ ଚାଲିଥିଲା । ହେଲେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ପୁରାପୁରି ବଦଳାଇ ଦେଇଥିଲା ଉତ୍ସବର ମାହୋଲ୍ ।  More
  • Satyendu Shekher Mishra
  • 1 year ago

ପୋଲିସ ଗୁଳିରେ ଦୁଇ ମାଓବାଦୀ ନିହତ

ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି । More
  • Satyendu Shekher Mishra
  • 1 year ago

ଅର୍ଚ୍ଚନା ନାଗଫାଶ ମାମଲା: ED ଜାଲରେ କଲବଲ ପ୍ରଭାବଶାଳୀ, BJD ବିଧାୟକଙ୍କ ଭାଇଙ୍କୁ ଜେରା

ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି । More
  • Satyendu Shekher Mishra
  • 1 year ago

ପଦ୍ମପୁର ଉପନିର୍ବାଚନରେ ମାତିଛନ୍ତି BJD ମନ୍ତ୍ରୀ-ବିଧାୟକ, ବିଧାନସଭା ଖାଁ ଖାଁ

ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବିଧାନସଭା ଉପରେ ପଦ୍ମପୁର ଉପନିର୍ବାଚନର ଇଫେକ୍ଟ । More
  • Prangyan Parimita
  • 1 year ago

ଇଡିରେ ହାଜର ହେଲେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର

ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗରେ ଆଉ ଜଣେ ବ୍ୟବସାୟୀ । More
  • Rajalaxmi Sahoo
  • 1 year ago

ଅର୍ଚ୍ଚନା ନାଗ ବ୍ଲାକେମେଲ୍ ମାମଲା: ସକାଳ ୧୦ରୁ ରାତି ୧୦ ଯାଏ ଅକ୍ଷୟ ପରିଜାଙ୍କୁ ଜେରା

ଅର୍ଚ୍ଚନା ନାଗ ବ୍ଲାକେମେଲ୍ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି। More
  • Rajalaxmi Sahoo
  • 1 year ago

‘ହରେ କୃଷ୍ଣ ହରେ ରାମ’ ଗୀତ ଗାଉ ଗାଉ ତଳେ ପଡ଼ିଗଲେ, ସବୁଦିନ ପାଇଁ ଚାଲିଗଲେ ଆରପାରିକୁ...

କିଏ ଜାଣିଥିଲା ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ? ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ରାମ ନାମ କୃଷ୍ଣ ନାମ ଜପୁଥିବା ବେଳେ ଜଣେ ପୂଜକଙ୍କ ଜୀବନ ଚାଲି ଯାଇଛି।  More
  • Rajalaxmi Sahoo
  • 1 year ago

ଭସାଣି ଉତ୍ସବରେ ଭୟଙ୍କର ବାଣ ବିସ୍ଫୋରଣ: କ୍ଷଣିକ ମଧ୍ୟରେ ସବୁକିଛି ଛିନ୍‌ଛତ୍ର, ICUରେ ୯ ଜଣ

କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ହୋଇ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। More
  • Chandan Shishu
  • 1 year ago

ଭାବର ଠାକୁରଙ୍କ ପ୍ରତି ଅସମ୍ମାନ କରିବାକୁ କେମିତି ଗଲା କାହା ହାତ

ବଡ଼ଦାଣ୍ଡରେ ଏ ଅଭାବନୀୟ ଘଟଣାକୁ ନେଇ ତୀବ୍ର ଉଦବେଗ ପରେ ମଧ୍ୟ ସଂପୃକ୍ତ ଟେଣ୍ଟହାଉସ୍ ସଂସ୍ଥା ଏଯାଏଁ ସାମ୍ନାକୁ ଆସି ନାହାନ୍ତି। More
  • Chandan Shishu
  • 1 year ago

‘ବୁଲେଟ୍‌ ପ୍ରୁଫ୍‌’ କାର୍‌ ଛାଡ଼ି ଅଟୋ ଚଳାଇ ଯାଉଛନ୍ତି ୪ ଆମେରିକୀୟ କୂଟନୀତିଜ୍ଞ

ସରିନଙ୍କ କହିବା କଥା ଆମେରିକାର ନାଗରିକ ହେଲେ ବି ଭାରତ ମୋ ଜନ୍ମମାଟି। More
  • Satyendu Shekher Mishra
  • 1 year ago

ଚାଲିଥିଲା ବାଣ ପ୍ରତିଯୋଗୀତା, ଏକାଥରେ ସବୁ ଫୁଟିଗଲା ! ହେଲା ଭୟଙ୍କର ବିସ୍ଫୋରଣ

ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି । More
  • Satyendu Shekher Mishra
  • 1 year ago

ପଦ୍ମପୁରରେ ଗୁଣ୍ଡାଗର୍ଦ୍ଦି ରାଜନୀତି ! କାନ୍ଦି କାନ୍ଦି କହିଲେ ପ୍ରଦୀପ, ‘ନବ ପଠାଇଛନ୍ତି ଗୁଣ୍ଡା’

ବିଜେଡିର ଗୁଣ୍ଡାମାନେ ଆକ୍ରମଣ ଉଦ୍ୟମ କରିଛନ୍ତି କହିଲେ ପ୍ରଦୀପ । ହତ୍ୟା ଧମକ ଅଭିଯୋଗରେ ଜୟନାରାୟଣଙ୍କୁ ସୁଶାନ୍ତ ସିଂଙ୍କ ଟାର୍ଗେଟ୍ । More
  • Satyendu Shekher Mishra
  • 1 year ago

ଏଥର ଜମିବ ଅଧିବେଶନ ! ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ଅର୍ଚ୍ଚନା ଅସ୍ତ୍ର

ଚାଷୀ ବହୁଳ ପଦ୍ମପୁରରେ ଉପନିର୍ବାଚନ ଥିବାରୁ ବୀମା, ଇନ୍‌ପୁଟ୍ ସବସିଡିକୁ ବି ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାସ ସମେତ ଆଇନ୍ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ । More