ସଂକ୍ଷେପରେ ଆଜିର ତାଜା ଖବର - Friday, 15 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ More

ଟ୍ୟାଙ୍କରକୁ ଧକ୍କାଦେଇ ଓଲଟିଲା ବସ୍; ୨୯ ଆହତ

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି। More

ଫୁଲୁଛି ଗୋଦାବରୀ, ଜଳମଗ୍ନ ହେଉଛି ମାଲକାନଗିରିର ମୋଟୁ

ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । More

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୁଇ ଦିନରେ ଦୁଇଟି ପ୍ରଶ୍ନପତ୍ର ଲିକ୍, ସନ୍ଦେହଘେରରେ ଏକଜାମିନର

ଗଲାକାଲି ଏଜୁକେସନ୍ ଅନର୍ସ, ଆଉ ଆଜି ଫିଜିକ୍ସ। More

ରାୟଗଡ଼ା କାଶୀପୁରରେ ପୁଣି ଘାରିଲାଣି ଡାଇରିଆ ଡର

ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ । More

ଡରାଇଲାଣି ଚତୁର୍ଥ ଲହର, ଆଜି ହଜାରେ ଡେଇଁଲା ଦୈନିକ ସଂକ୍ରମଣ

ରାଜ୍ୟରେ ବେକାବୁ ମହାମାରୀ କୋଭିଡ୍ । ମାରିଛି ଲମ୍ବଡିଆଁ । ହଜାରେ ପାର୍ କରିଛି ଦୈନିକ ସଂକ୍ରମଣ । ମାତ୍ର ୧୦ ଦିନ ଭିତରେ ଦୈନିକ ସଂକ୍ରମଣ ଟପିଗଲାଣି ୩ ଗୁଣାରୁ ଅଧିକ । More

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ପୁଣି ଗୁଣ୍ଡାରାଜ୍: ତରଙ୍ଗ ଷ୍ଟୁଡିଓ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

କିଏ ଏ ଆକ୍ରମଣକାରୀ ? କିଏ ଏମାନଙ୍କୁ ଏଭଳି ଅରାଜକତା ପାଇଁ ସାହାସ ଯୋଗୋଉଛି? More

ଜଣଙ୍କ ନାଁରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍‌; ଶେଷରେ ପରିସ୍ଥିତି ହେଲା ଏମିତି...

ଜଣଙ୍କ ନାଁରେ ୱାରେଣ୍ଟ , ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍‌। ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ। ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଭାବେ ପୋଲିସ୍ ଘରୁ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। More

‘ମୋ ସ୍ତ୍ରୀ ପୋଲିସ ବାଲା, ହେଲେ କ୍ରିମିନାଲ୍ ପାଖରେ ରହୁଛି’

ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ସ୍ୱାମୀ ସୁରେଶ ବାଗ୍ ସ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଜୟ ଜଣେ ଅପରାଧି, ତା ସହ କେମିତି ସ୍ନିଗ୍ଧା ସମ୍ପର୍କରେ ଆସିଲେ ତାକୁ ନେଇ ସ୍ୱାମୀ ସୁରେଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।  More

ପୁଅ ସ୍କୁଲ ଯିବା ପରେ ଫ୍ୟାନ୍‌ରେ ଝୁଲିପଡ଼ିଲେ ବାପା ମା'

କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ରାଜଧାନୀରେ ରହୁଥିବା ଏ ଦମ୍ପତି ? More

‘ମୁଁ ଡ୍ୟୁଟିକୁ ଯାଇଥିଲି, ଆସିଲା ବେଳକୁ ମୋ ସ୍ତ୍ରୀ ଆଉ ନାହିଁ’

ଗଳାକଟା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ଣରେ କଟକରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।  More

ବର୍ଷା ପାଣିରେ ଘରକୁ ଫେରିପାରିଲେନି ସ୍କୁଲପିଲା, ଗ୍ୟାରେଜ୍‌ରେ ବିତିଲା ରାତି

ଲଗାଣ ବର୍ଷାରେ ବେହାଲ ଛାତ୍ରଛାତ୍ରୀ । ବନ୍ୟା ପାଣିରେ ଭାସିଗଲା ସ୍କୁଲପିଲାଙ୍କ ସାଇକେଲ । ଗ୍ୟାରେଜ୍‌ରେ ଫସିରହିଗଲେ ସ୍କୁଲ୍ ପିଲା । More

ବିଲରେ ଚାଷୀକୁ ଖେଦିଲା ଦନ୍ତା, ପଡ଼ିଉଠି ଦୌଡ଼ିଲେ ଚାଷୀ

ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍‌ ଖେଦି ଆସିଲା ଦନ୍ତା । ବାସ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ । ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା। More

ତରଙ୍ଗ ସାରୁଅ ଷ୍ଟୁଡିଓରେ ଆକ୍ରମଣ, ସିକ୍ୟୁରିଟି ଅଫିସର ଲହୁଲୁହାଣ

ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓର ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ହଲିମ୍‌ଙ୍କ ହାତ ଓ ଗୋ଼ଡରେ ଆଘାତ ଲାଗିଛି। More

ଟପ୍ ୧୦୦ରେ ନାହିଁ ରାଜ୍ୟ ସରକାରଙ୍କ କୌଣସି କଲେଜ, ୮୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ

କିଟ୍ ୩୪, ରାଉରକେଲା NIT ୩୯, ଭୁବନେଶ୍ୱର IIT ୬୫ । ବିଶ୍ୱବିଦ୍ୟାଳୟ କାଟାଗୋରୀରେ ୮୮ତମ ସ୍ଥାନରେ ବାଣୀବିହାର । More

ପୁଣି ଗୃହରେ ଉଠିଲା କୋଟିଆ ପ୍ରସଙ୍ଗ, ବିଷ୍ଣୁ ସେଠି କହିଲେ ଆମ ସାହିତ୍ୟ-ସଂସ୍କୃତି ସୁରକ୍ଷିତ ନୁହେଁ

ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ । More

ରାଜ୍ୟରେ ପଜିଟିଭିଟି ହାର ଦେଖି ସ୍କୁଲ କଲେଜ ବନ୍ଦ ନିଷ୍ପତ୍ତି

ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ । More

କାଉଡ଼ିଆଙ୍କ ପାଇଁ ବଡ଼ ଖବର: ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା

ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ.. More

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ- ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପଛରେ ଏକ୍‌ଜାମିନରଙ୍କ ହାତ !

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଏକ୍‌ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍‌ଜାମିନର ଥିଲେ। More

ପୁଣି ଆଜି ପ୍ରଶ୍ନପତ୍ର ଲିକ୍: ପରୀକ୍ଷା ବାତିଲ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । More

ଏଠି ବର୍ଷା ୪ ମାସ ଘରୁ ବାହାରିବା ମନା.. ପିଲାମାନେ ସ୍କୁଲ ବି ଯାଆନ୍ତିନି

ନିର୍ବାଚନ ଆସିଲେ ଏ ଦୁଇ ଅପନ୍ତରା ଇଲାକାରେ ନେତାଙ୍କ ପାଦ ପଡେ । ଢେର ପ୍ରତିଶ୍ରୁତି ବି ମିଳେ । ହେଲେ ନିର୍ବାଚନ ସରିଗଲେ, ଯଥା ପୂର୍ବଂ ତଥା ପରଂ । More

ରାଜଧାନୀରେ କର୍ପୋରେଟରଙ୍କୁ ମାଡ଼ ମାରି ହାତ ଭାଙ୍ଗିଦେଲେ ଦୁର୍ବୃତ୍ତ

ସହିଦନଗର ଥାନାରେ ଏତଲା ଦେଲେ ଜୀବନ ରାଉତ । ବିଜେପିର ବହୁ ନେତାଙ୍କ ସହ ଆସି ଦେଲେ ଏତଲା । More

କି ଅଜବ ଉତ୍ତର ! କୋଟିଆରେ ଯୋଜନା ବାଣ୍ଟୁଛି ଆନ୍ଧ୍ର ହେଲେ ଜାଣିନାହାନ୍ତି ସରକାର ?

ରାଜ୍ୟ ସରକାରଙ୍କ ପାଖରେ ଏଭଳି ଘଟଣାର ଦୃଷ୍ଟିଗୋଚର ହୋଇନି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । More

ଜରାଜୀର୍ଣ୍ଣ ଶାରଳା ସୂତାକଳ ! ମହାବାତ୍ୟା ପରଠୁ ବନ୍ଦ ପଡ଼ିଛି ୧୨ ଶହ ପରିବାରର ଭାତହାଣ୍ଡି

ଋଣଭାର ବଢିବା ପରେ ନିଲାମ ନୋଟିସ ମାରିଲା ବ୍ୟାଙ୍କ । କିଛି ଅଂଶ ବନ୍ଦ କରିବାକୁ ନୋଟିସ ମାରିଛି ବ୍ୟାଙ୍କ । More

ପଦାରେ ପଡ଼ିଲା ସରକାରଙ୍କ ପାରିବା ପଣିଆ, ୮ଟି ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲରେ ପାଠପଢାରେ ଗୁରୁତର ବ୍ୟାଘାତ । ପ୍ରଶାସନ ଜାଣି ସୁଦ୍ଧା ଚୁପ୍ ବସିଥିବା ଅଭିଯୋଗ । More

ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି:୪ ମୃତ

ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ..... More

ପାଣିପାଗ ବିଭାଗର ସତର୍କ ସୂଚନା: ଆହୁରି ୫ ଦିନ ପ୍ରବଳ ବର୍ଷିବ !

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି...ଆହୁରି ୩-୪ ଦିନ ଯାଏ ଲାଗିରହିବ ସ୍ଥିତି....ସତର୍କ କରାଇଲା ପାଣିପାଗ ବିଭାଗର .. More

ଡ୍ରାଇଭରଙ୍କ ପାଇଁ ଖୁସି ଖବର ! ପ୍ରତି ଶହେ କିଲୋମିଟରରେ ହେବ ଟ୍ରକ୍‌ ଟର୍ମିନାଲ, ସରିଲାଣି ଜମି ଚିହ୍ନଟ

ଗୃହରେ ପ୍ରଶ୍ନୋତ୍ତରରେ କହିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅନଗୁଳ, ବାଲେଶ୍ୱର, ଗଂଜାମ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜମି ଚିହ୍ନଟ ସରିଛି । More

ବଙ୍ଗୋପ ସାଗରରେ ବିଲୀନ ହେବାକୁ ଯାଉଛି ନେହରୁ ବଙ୍ଗଳା ! କିଏ କରିବ ରକ୍ଷା ?

ବିପଦରେ ଉଦ୍ୟାନ ପରିସରରେ ଥିବା କ୍ୟାଣ୍ଟିନ । ଧସୁଛି ମାଟି ଅତଡ଼ା, ମାଡିବସୁଛି ଗଛ । More

ଗାଁର ଭେଣ୍ତିଆ ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ଗାଁଲୋକ ଓ ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପିଲାଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗୁଛନ୍ତି, ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା। More

ସୋସିଆଲ ମିଡ଼ିଆରେ ପୁଣି ଚମକିଲେ ଭାଇରାଲ ଭଉଣୀ, ଏଥର ହେଲମେଟ୍‌କୁ ନେଇ ଦେଲେ ବଡ଼ ବାର୍ତ୍ତା

ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍‌ ଉପରେ ୨ ମିନିଟ୍‌ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି। More

ବିଶ୍ୱସ୍ତରୀୟ SCBରେ ହୋଇପାରିଲାନି କିଡ୍‌ନୀ ପ୍ରତିରୋପଣ ? ହେଲେ ଆଗୁଆ କାଢ଼ି ନେଇଥିଲେ ଡାକ୍ତର

ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍‌ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ । More

ଭାଇରାଲ୍ ହେଉଛି ସରକାରୀ ବାବୁଙ୍କ ଘୋଟାଲା ଗାଥା, ଦେଖନ୍ତୁ ଭିଡିଓ..

ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ବି, ନକଲି ଲୋକଙ୍କୁ ଅସଲି ସଜାଇ, ପ୍ରଥମେ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ । ତାପରେ ପାଦଟିଏ ଆଗକୁ ଯାଇ ତହସିଲଦାର, ରେଜିଷ୍ଟ୍ରି ହୋଇଥିବା ଜମି ଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ । More

ହରଡ଼ଘଣାରେ କଂଗ୍ରେସ ! ଅଜୟ କୁମାରଙ୍କ ବୟାନ୍‌ ଦଳ ପାଇଁ ସାଜିଲା କାଳ

ଭଦ୍ରକ, ରାଉରକେଲା, କେନ୍ଦୁଝରରେ ବି ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ସବୁଠି ଗୋଟିଏ ଦାବି, ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗ ନଚେତ୍ ଆଗକୁ ତୀବ୍ର ହେବ ଆନ୍ଦୋଳନ । More