ସଂକ୍ଷେପରେ ଆଜିର ତାଜା ଖବର - Friday, 20 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜୁନ୍ ୧ରୁ ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଟିକେଟ୍‌ ବିକ୍ରି

ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। More

ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କଲା ବିରୋଧି

ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସିଙ୍କୁ ସଂରକ୍ଷଣ ଅନୁମତି ଦେବା ପରେ ଓଡ଼ିଶା ସରକାର କୋର୍ଟକୁ ଯିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି । More

ଭାରତରେ 5G ଟେକ୍ନୋଲଜିର ସଫଳ ପରୀକ୍ଷଣ; ୧ ସେକେଣ୍ତରେ ଡାଉନଲୋଡ୍‌ କରିବହେବ ୨୦ ଜିବି ଡାଟା

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ସତ ହେବାକୁ ଯାଉଛି ଫାଇଭ୍-ଜି ଟେକ୍ନୋଲଜି । ଗତକାଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ପ୍ରଥମ ଫାଇଭ୍-ଜି କଲ୍‌ର ଟ୍ରାଏଲ କରିଛନ୍ତି । ଆଇଆଇଟି ମାଡ୍ରାସ ସ୍ଥିତ ଫାଇଭ୍ ଜି ଟେଷ୍ଟ ବେଡ୍‌ରେ ଏହାର ସଫଳ ଟ୍ରାଏଲ ହୋଇଛି । More

ପୁଣି ଲୌହ ଦାନବର ରକ୍ତ ଭୋଜି: ୩ ହାତୀ ମୃତ୍ୟୁର କାରଣ ଖୋଜା

ପରସ୍ପରକୁ ଦୋଷ ଠେଲିଲେ ରେଳ ଓ ବନ ବିଭାଗ,ବିଭିନ୍ନ କାରଣରୁ ୫ ବର୍ଷରେ ରାଜ୍ୟରେ ୪୧୦ରୁ ଅଧିକ ହାତୀଙ୍କ ମୃତ୍ୟୁକୁ ନେଇ ବଢିଛି ଚିନ୍ତା More

ବାଲେଶ୍ୱର ପ୍ରିନ୍ସ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ୨୦୦ ଟଙ୍କା ଚୋରି ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱରରେ ପ୍ରିନ୍ସ ରେସିଡେନ୍ସିଆଲ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଛାତରୁ ପଡ଼ି ପ୍ରାଣ ହରାଇବା ପଛରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ । More

MFC, CUST ଓ ED : ବିଜୁଳି ବିଲରେ ଭଳିକି ଭଳି ନାଁରେ ଉପଭୋକ୍ତାଙ୍କୁ ଲୁଟୁଛି ଟାଟା ପାଓ୍ୱାର

ୟୁନିଟ୍ ଦେୟ ବାହାରେ କାହିଁକି ଆଦାୟ ହେଉଛି, କର୍ତ୍ତୃପକ୍ଷ ନିରୁତ୍ତର . . . More

ତାରାତାରିଣୀ ପୀଠକୁ ଚାଲି ଚାଲି ଗଲେ ସାଂସଦ ଅପରାଜିତା

ପାହାଡ଼ ରାସ୍ତାରେ ୩ କିଲୋମିଟର ଯାଏଁ ଅପରାଜିତା ଚାଲି ଚାଲି ଗଲେ ଅପରାଜିତା More

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ସୁପ୍ରିମ ରୋକ୍

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । More

ହାଇକୋର୍ଟଙ୍କ ନିଆରା ଦଣ୍ଡ; ତହସିଲଦାରଙ୍କୁ ୫୦ ଗଛ ଲଗାଇବାକୁ ନିର୍ଦ୍ଦେଶ

ତହସିଲଦାରଙ୍କ ଖାମଖିଆଲୀ ମନୋଭାବକୁ ଅନୁଭବ କଲେ ହାଇକୋର୍ଟ। ଶୁଣେଇଲେ ନିଆରା ଦଣ୍ଡ। ତହସିଲଦାର ୫୦ଟି ଗଛ ଲଗେଇବାକୁ ଦେଲେ ନିର୍ଦ୍ଦେଶ। More

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +2 ପରୀକ୍ଷା

ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରୀକ୍ଷା ଘୁଞ୍ଚିଥିବା ନେଇ ସୂଚନା... More

ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଝିଅର ହତ୍ୟା ଅଭିଯୋଗ ଆଣିଲେ ମାଆ

ହଷ୍ଟେଲ ଛାତରୁ ଖସି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବାଲେଶ୍ୱଲ ସଦର ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛି । More

ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ଏତଲା

ବିବାଦରେ ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସଂଗୀତକାର ଜାପାନୀ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି। More

ପୁଣି ଜେଲ୍ ଯିବେ ପ୍ରଶାନ୍ତ ଜଗଦ୍ଦେବ !

ପୁଣି ଜେଲ୍ ଯାଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । More

ଥାନା ପାଲଟିଲା ବାହ ମଣ୍ଡପ : ପୋଲିସ୍‌ ମ୍ୟାଡମଙ୍କ ଉପସ୍ଥିତିରେ ସାତ ଜନମର ସାଥୀ ହେଲେ ପ୍ରେମୀଯୁଗଳ

ପ୍ରେମ କଲେ। ଥାନାରେ ବାହା ହେଲେ। ମାଡାମ ଆଶୀର୍ବାଦ କଲେ। More

ଅନୁଭବଙ୍କ ଭିଡିଓକୁ ନେଇ ବିଜେଡିର ପ୍ରତିକ୍ରିୟା, ପଞ୍ଚାୟତ ନିର୍ବାଚନରେ ତ ଦେଖାନଥିଲା !

ଗତ ୧୮ ତାରିଖରେ ତାଙ୍କରି ନାଁରେ ଥିବା ଏକ ଫେସବୁକ ପେଜରେ ସାଂସଦ ଅନୁଭବ ମହାନ୍ତି ଏହି ଲମ୍ବା ଭିଡିଓଟି ଛାଡ଼ିଥିଲେ। ଯାହାର ଅବଧି ଥିଲା ଅଧଘଣ୍ଟାରେ ଅଧିକ ସମୟ। ଏହାକୁ ନେଇ ଗତକାଲି ଦିନ ସାରା ନାନା ମହଲରେ ପ୍ରବଳ ଚର୍ଚ୍ଚା ହୋଇଥିଲା। More

ବ୍ରଜରାଜନଗରରେ ୨୭୯ ବୁଥ୍‌ : ଚାକିରିଆ ଭୋଟରଙ୍କ ପାଇଁ ୩ ଦିନ ଛୁଟି ବ୍ୟବସ୍ଥା

ବ୍ରଜରାଜନଗରରେ ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି More

ପଶୁ ମଣିଷ ସମ୍ପର୍କର ନିଆରା ଉଦାହରଣ : ଘରର ସଦସ୍ୟ ରୂପେ ରହୁଛି ଜଙ୍ଗଲୀ ବାରହା

ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସମ୍ପର୍କ । ନିଆରା ବନ୍ଧନରେ ବାନ୍ଧି ହୋଇଛନ୍ତି ମହେନ୍ଦ୍ର ଓ ଜଙ୍ଗଲୀ ବାରହା । More

ଟମାଟୋ ଫ୍ଲ୍ୟୁକୁ ନେଇ କେରଳରେ ଚିନ୍ତା, ଓଡ଼ିଶାରେ କ’ଣ ସ୍ଥିତି ?

ଟମାଟୋ ଫ୍ଲ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ। More

ଆଶ୍ଚର୍ଯ୍ୟ ! ମୂତ୍ରାଶୟରୁ ବାହାରିଲା ୧୨ ଶହ ଗ୍ରାମର ପଥର

ମୂତ୍ରାଶୟରୁ ବାହାରିଲା ୧୨ ଶହ ଗ୍ରାମର ଏକ ପଥର। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ଶେଷରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।  More

ମୃତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ୍‌: ‘ଯାହାକୁ ଭଲ ପାଉଥିଲି, ସେ ଧୋକା ଦେଲା...ଆଉ ମାତ୍ର କିଛି ସମୟ ବଞ୍ଚିବି’

କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ କରିଥିବା ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି। More

ଅଶାନ୍ତ ରାଜଧାନୀ ! ପଳାଶୁଣିରେ ୩ ବୋମା ମାଡ଼

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ । More

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବିନା ମାଟିରେ ବଢୁଛି ଗଛ, ଫୁଟୁଛି ଫୁଲ

ବିନା ମାଟିରେ ଲାଗିଛି ଏସବୁ ଗଛ। କେବଳ ପାଣିରେ ବଞ୍ଚିଛି। ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି। Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର।  More

ଟ୍ରେନ୍‌ ଧକ୍କାରେ ଦୁଇ ହାତୀ ଛୁଆ ଓ ମାଆ ହାତୀର ମୃତ୍ୟୁ

ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା । More

୨୪ ଘଣ୍ଟାରେ କାଳବୈଶାଖୀର ତାଣ୍ଡବ, ୧୫ ଜିଲ୍ଲାକୁ ୱାର୍ଣିଂ

୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି । More

ଆଜି ଏହିସବୁ ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣ  ପକ୍ଷ।  ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ। More

ଶିକ୍ଷକ ହୋଇ ବି ସମାଜକୁ ଦେଉଛନ୍ତି ଅନ୍ଧବିଶ୍ୱାସର ବାର୍ତ୍ତା

ଘରୁ ଚୋରି ହେଲା ବୋଲି ଶିକ୍ଷକ ଦମ୍ପତ୍ତି ପୋଲିସ ପାଖକୁ ନଯାଇ ଘର ଆଗରେ ପୂଜାପାଠ କରୁଛନ୍ତି । ଆଉ ତାଙ୍କ ମନରେ ବିଶ୍ୱାସ ଅଛି ଏମିତି ପୂଜା ପାଠ କଲେ ଚୋର ଧରାପଡ଼ିବ । More

ହୃଦୟବାନ୍‌ ! ଅନାଥ୍‌ ପିଲାଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ, ମଲ୍‌ ବୁଲାଇଲେ ଡ୍ରେସ୍‌ କିଣିଦେଲେ

ହଠାତ୍‌ ସପିଂ ମଲ୍‌ ଭିତରେ ଦେଖିବାକୁ ମିଳିଥିଲା ସେହି ଅନାଥ ପିଲାଙ୍କୁ । ମଲ୍‌ ଭିତରେ ମନଖୋଲି ବୁଲୁଥିଲେ ସେହି କୁନି କୁନି ପିଲା । More

ପ୍ରେମ ପାଇଁ ଥାନାରେ ପହଞ୍ଚିଲେ ପ୍ରେମିକ ! ମୋବାଇଲଠୁ ସୁନା ସବୁ ନେଇଥିଲା ପ୍ରେମିକା

ପ୍ରେମିକାର ମନଲାଖି ଗିଫ୍ଟ ପ୍ରେମିକ ସମୀର ଉପହାର ଦେଉଥିଲେ । କେତେବେଳେ ମୋବାଇଲ ତ ପୁଣି କେତେବେଳେ ଅଳଙ୍କାର । More

ପିଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ କାହିଁକି ବିରୋଧ ?

ବେଂଚ ପ୍ରତିଷ୍ଠା ପାଇଁ ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବାର୍ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଛି । More

ଭିଡିଓ ପୋଷ୍ଟ କରି ମନର ଦୁଃଖ ଓ ହତାଶା ଭାବକୁ ଜାହିର କଲେ କି ଅନୁଭବ !

ଅନୁଭବଙ୍କ ଏ ଭିଡିଓ ପୋଷ୍ଟ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା କଣ ଜାଣିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନଥିଲା । More

TATA POWERର ସାଂଘାତିକ ଧୋକାବାଜି ! ବିଲ୍‌ରେ କାରସାଦି କରି କୋଟି କୋଟି ଲୁଟ୍

ବିଲ୍‌ ଦେଖିଲେ ଜଣାପଡ଼ୁଛି କେମିତି ଚାଲିଛି କାରସାଦି । ଅଧିକାଂଶ ଉପଭୋକ୍ତାଙ୍କୁ ୩୦ ଦିନ ବଦଳରେ ୨୫ରୁ ୨୭ ଦିନର ବିଲ୍ ଦିଆଯାଉଛି । ଫଳରେ ବର୍ଷକୁ ୧୨ଟି ବଦଳରେ ୧୩ରୁ ୧୪ଟି ବିଲ୍ ଆସୁଛି । More

ପ୍ରାଚୀନ ଐତିହ୍ୟକୁ ନେଇ ଏଏସ୍ଆଇକୁ ଟାର୍ଗେଟ୍

ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି। More

ରାଜଧାନୀରେ ଆଉ ଏକ ମର୍ଡର ମିଷ୍ଟ୍ରି । ହତ୍ୟା ନା ଆତ୍ମହତ୍ୟା ?

ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ More