Advertisment

ବାଃ ବାଃ ସୁମି, ସରପଞ୍ଚ ହେବ ତ ଏମିତି

ମୟୂରଭଞ୍ଜ ଜିଲ୍ଳା ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମି ହାଁସଦା । ଅନାଥ, ଅସହାୟଙ୍କ ମୁହଁରେ ଦାନା ଯୋଗାଇବା ପାଇଁ ନିଜ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରିଛନ୍ତି ‘ମୁଠାଏ ଚାଉଳ’ ମିଶନ ।

author-image
Santosh Kumar Sahoo

ଜୀବନ ଆଉ କ’ଣ କି... ନିଜେ ହସି, ଅନ୍ୟ ଓଠରେ ହସ ଫୁଟାଇବା ମାନେ ତ ହିଁ ଜୀବନ । ଆଉ ଏ ଧାରାର ଖୁବ୍‌ ଆଗରେ ଅଛନ୍ତି ମହିଳା ସରପଞ୍ଚ ସୁମି ହାଁସଦା । ଏମିତି କହିବାକୁ ଗଲେ ସେ ପଞ୍ଚାୟତର ମୁଖିଆ ସତ ହେଲେ ସମସ୍ତଙ୍କ ପାଇଁ ମା’ । ଆଉ ଗରିବଙ୍କ ପାଇଁ ସେ ସାଜିଛନ୍ତି ଦେବୀ । ତାଙ୍କରି ଛୋଟିଆ ପ୍ରୟାସଟିଏ ଅନ୍ୟ ପାଇଁ ସାଜିଛି ସାହାରା ।

Advertisment
Sarapanch Mayurbhanj
Advertisment
Advertisment