Advertisment

ଲୋକେ କହି କହି ଥକିଗଲେ, ଶୁଣିଲେନି ନେତା

ନେତାଙ୍କୁ ନେହୁରା ହେଲେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ, ହେଲେ କେହି ଶୁଣିଲେନି ।

author-image
Santosh Kumar Sahoo

ପୋଲ ପାଇଁ ଲୋକେ କହି କହି ଥକିଗଲେ, ଶୁଣିଲେନି ନେତା । ପ୍ରତିଶ୍ରୁତି ଶୁଣି ଶୁଣି ବିତିଲା ୨୦ ବର୍ଷ । ନେତାଙ୍କୁ ନେହୁରା ହେଲେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ, ହେଲେ କେହି ଶୁଣିଲେନି । ୫ଟି ଅଧ୍ୟକ୍ଷଙ୍କୁ ବି ଅଭିଯୋଗ ଜଣାଇଛନ୍ତି ହେଲେ ସବୁଠୁ ମିଳିଛି ଶୁଖିଲା ପ୍ରତିଶ୍ରୁତି ।

Advertisment
Politician Baleswar
Advertisment
Advertisment