Advertisment

ମାସକରେ ବିବାହ ବନ୍ଧନରେ ବାନ୍ଧି ହେଲେଣି ୪ଜଣ ନେତା

କାହାର ପ୍ରଥମ ତ କିଏ କରିଛନ୍ତି ଦ୍ବିତୀୟ ବିବାହ। ମାସକ ଭିତରେ ଚାରି ଚାରି ଜଣ ନେତା ବାନ୍ଧି ହେଲେଣି ବିବାହ ବନ୍ଧନରେ। କିଏ ଗୋଆରେ ତ କିଏ ଜୟପୁର, ପରିବାର ଓ ଅଳ୍ପ ବନ୍ଧୁବାନ୍ଧବଙ୍କ ଗହଣରେ ହାତରୁ ଦି ହାତ ହୋଇଛନ୍ତି ନେତା।

author-image
Santosh Kumar Sahoo

ଚାଲିଛି ନେତାଙ୍କ ମ୍ୟାରେଜ୍ ସିଜିନ୍। କାହାର ପ୍ରଥମ ତ କିଏ କରିଛନ୍ତି ଦ୍ବିତୀୟ ବିବାହ। ମାସକ ଭିତରେ ଚାରି ଚାରି ଜଣ ନେତା ବାନ୍ଧି ହେଲେଣି ବିବାହ ବନ୍ଧନରେ। କିଏ ଗୋଆରେ ତ କିଏ ଜୟପୁର, ପରିବାର ଓ ଅଳ୍ପ ବନ୍ଧୁବାନ୍ଧବଙ୍କ ଗହଣରେ ହାତରୁ ଦି ହାତ ହୋଇଛନ୍ତି ନେତା। ଖାଲି ବିବାହ କରିନାହାନ୍ତି, ଜମିଛି ହଲଦି ଓ ମେହେନ୍ଦି ସେରିମୋନି।

Advertisment
Odisha Politician
Advertisment
Advertisment