• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 22 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 weeks ago

Gold Prices Hit Record High: ଲକ୍ଷେ ଟପିଗଲା ଖାଣ୍ଟି ସୁନା, ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୯୩ ହଜାର ମୁହାଁ

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା । More
  • Santosh Kumar Sahoo
  • 3 weeks ago

BJD Political Turmoil: ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ; କହିଲେ, ବିଜେଡି ଏବେ ହୋଇଯାଇଛି ୪ ଫାଳ

କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି । More
  • Santosh Kumar Sahoo
  • 3 weeks ago

Odisha Education Institutions Shutdown: କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ପାଠ ପଢ଼ା ବନ୍ଦ

ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ପରୀକ୍ଷା ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ସେମାନେ ରହିପାରିବେ । More
  • Sujit kumar Swain
  • 3 weeks ago

Jatra Artist Association Conflict Resolution: ଖୁବଶୀଘ୍ର ତୁଟିବ କି ଯାତ୍ରା କଳାକାର ସଂଘ ଓ ମାଲିକ ସଂଘ କଳି ? 

ଓଡ଼ିଆ ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା ଯାତ୍ରା ବିବାଦର ସମାଧାନ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ବାପି ପଣ୍ଡା ଓ ଭରତ ଭୂଷଣ ଦେବ ସହମତି ବ୍ୟକ୍ତ କରିବା ପରେ ଆଶା ଯାତ୍ରା କଳାକାର ସଂଘ ଓ ମାଲିକ ସଂଘ ବିବାଦର ପୂର୍ଣ୍ଣଚ୍ଛେଦ ହେବ। ଆସନ୍ତା କିଛି ଦିନରେ ଲଗା ରହିଥିବା ବ୍ୟାନ୍ ନିକାଳିବା ପାଇଁ ସମ୍ମତି ଜଣାଇଛନ୍ତି। କିଛି ଦିନ ଭିତରେ ଏଥିରେ ସ୍ପଷ୍ଟତା ଆଣିବା ସାଧ୍ୟ ବୋଲି ଅଭିପ୍ରାୟ ଦେଇଛନ୍ତି। More
  • Sujit kumar Swain
  • 3 weeks ago

Cuttack Paradip Accident: ଭୟଙ୍କର ଦୁର୍ଘଟଣା: PCR ଭ୍ୟାନକୁ ଚାପିଦେଲା ହାଇୱା, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ...

PCR ଭ୍ୟାନକୁ ଚାପିଦେଲା ବାଲି ବୋଝେଇ ହାଇୱା। ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର SCBରେ ଭର୍ତ୍ତି। More
  • Sujit kumar Swain
  • 3 weeks ago

Missing Son Returns As Transgender: ଆମ ପୁଅ ଘରୁ ପୁରୁଷ ହୋଇ ଯାଇଥିଲା, କିନ୍ନର ହୋଇ ଫେରିଲା...

ହଜିଲା ପୁଅକୁ ପାଇବା ପରେ ବାପାଙ୍କ ଆଖିରେ ଲୁହ। ହେଲେ ଘରକୁ ଫେରିବା ଭିତରେ ସମ୍ପୁର୍ଣ୍ଣ ବଦଳିଯାଇଛି ଗେହ୍ଲା ପୁଅର ରୂପ। ଘରୁ ପୁରୁଷ ହୋଇ ଯାଇଥିବା ବେଳେ କିନ୍ନର ହୋଇ ଫେରିଛି। ଯାହାକୁ ଦେଖି ସ୍ଥାଣୁ ପାଲଟି ଯାଇଛନ୍ତି ବାପା । More
  • Deepak Acharya
  • 3 weeks ago

Panchang Today 22th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମକର ରାତ୍ରି ୧୨.୨୯ ଗତେ କୁମ୍ଭ। ତିଥି- ୯ମୀ ସନ୍ଧ୍ୟା ୦୬.୧୩ ଗତେ ୧୦ମୀ।ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୨.୨୯ ଗତେ ମିଥୁନ ଓ ମୀନ ରାଶିର। More
  • Sujit kumar Swain
  • 3 weeks ago

Government Transformation in Odisha: ୨୪ ବର୍ଷରେ ଯାହା ହୋଇ ନଥିଲା, ୧୦ ମାସରେ କରି ଦେଖାଇଲେ ମୋହନ ସରକାର...

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଯାହା ଲୋକଙ୍କ ପାଇଁ ସାତ ସପନ ଥିଲା ଆଜି ତାହା ସତ ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ଲୋକେ ନିଜ ଦୁଃଖକୁ ବାହୁନି ବାହୁନି କହିପାରୁଛନ୍ତି। More
  • Sujit kumar Swain
  • 3 weeks ago

Ratanpur Tragedy: ସାରା ଗାଁ ସ୍ତବ୍ଧ-କ୍ଷୁବ୍ଧ: ଦାଦାର ନୃଶଂସ କାଣ୍ଡ; କୁକର୍ମ କଲା, ବୀଭତ୍ସ ଭାବେ ହତ୍ୟା କରି...

ସଂପର୍କୀୟ ଦାଦାର ନୃଶଂସ କାଣ୍ଡ । ନାବାଳକ ପୁତୁରା ସହ କୁକର୍ମ କଲା, ବୀଭତ୍ସ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା । ପିଶାଚ ଦାଦାକୁ ପୋଲିସ ଗିରଫ କରି ଚଳାଇଛି ତନାଘନା । More
  • Sujit kumar Swain
  • 3 weeks ago

Actor Ajay Nayak's Untimely Demise: ଟେଲରିଂ ବୃତ୍ତିରୁ କଳା କ୍ଷେତ୍ର...ଅଜୟଙ୍କୁ ହରାଇ ଝୁରୁଛି ହାସ୍ୟ ଅଭିନୟ ଜଗତ...

କେତେବେଳ ଚୋର ତ ଆଉ କେତେବେଳେ ପୋଲିସ...କେବେ ବାବା ସାରଥୀଙ୍କ ଭକ୍ତ ତ ଆଉ କେବେ ମହାଭାରତର ସଂଜୟ।.. ତାଙ୍କ ଅଭିନୟର ଚାତୁରି ଯେତିକି ଚମତ୍କାର ଥିଲା, ଡାଇଲଗ୍ ଡେଲିଭରିରେ ବି ଥିଲେ ସେତିକି ମାହିର...। More
  • Santosh Kumar Sahoo
  • 3 weeks ago

BJD Executive Committee Tensions: ନବୀନଙ୍କ ତଣ୍ଟିରେ କାର୍ଯ୍ୟକାରିଣୀ କମିଟି କଣ୍ଟା, ବିଦ୍ରୋହ ଡରରେ ଟେନସନରେ ବିଜେଡି ମୁଖିଆ

ଛିଡୁନି ବିଜେଡି ଅଙ୍କ । ସ୍ଥିତି ଅଧିକ ଗୋଳମାଳିଆ । ବରିଷ୍ଠ ନେତାଙ୍କୁ ନେଇ ନବୀନଙ୍କ ବୈଠକ । ଦଳ ଭିତରେ ଛକାପଞ୍ଝା । ନବମ ଥର ଲାଗି ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ବି ବିଚ୍ଛୁରିତ ଅବସ୍ଥାରେ ସଂଗଠନ । More
  • Santosh Kumar Sahoo
  • 3 weeks ago

Hidden Wealth Discovery: ବଞ୍ଚୁଥିଲେ ଭିକାରି ପରି, ମଲା ପରେ ଜଣା ପଡ଼ିଲା କୋଟିପତି

ବଞ୍ଚିଥିବା ବେଳେ ଦୀନ ଦରିଦ୍ର ଭଳି ଜିଉଁଥିଲେ । ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି । ନା କିଛି ଭୋଗ କରିପାରିଲେ, ନା କଲେ ଦାନ ଧର୍ମ । ନା ଥିଲେ ସ୍ତ୍ରୀ ପିଲାଛୁଆ, ନା କେହି ଉତ୍ତରାଧିକାରୀ । More
  • Deviprasad Jena
  • 3 weeks ago

Robbery And Attack: ଭବାନୀପାଟଣାରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

ଦିନ ୧୦ଟାରେ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କକୁ ଯାଉଥିଲେ ବ୍ୟବସାୟୀ ନରେଶ ସାହୁ । ସ୍କୁଟିରେ ପ୍ରାୟ ୩ ଲକ୍ଷ ଟଙ୍କା ନେଇଯିବା ବେଳେ ମହାବୀର ପଡ଼ିଆ ନିକଟରେ ଆକ୍ରମଣ କରିଥିଲେ ତିନି ଲୁଟେରା । More