• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 19 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 3 weeks ago

BJD Conflict: ମିଳିଲାନି ନିମନ୍ତ୍ରଣ, ଅସନ୍ତୋଷ ଝାଡ଼ିଲେ ପୁରୁଖା ନେତା

ଆଜି ନବମ ଥର ପାଇଁ ବିଜେଡି ସଭାପତି ଭାବେ ଶଙ୍ଖ ଭବନରେ ନବୀନଙ୍କ ଅଭିଷେକ ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଦେଖା ନମିଳିବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏମିତିକି ସବୁବେଳେ ଦଳ ପାଇଁ ଓକିଲାତି କରି ଆସୁଥିଲେ ବି ଆଜି ଦଳର ଏକ ବଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଏଭଳି ଟାଣୁଆ ନେତାଙ୍କ ସଂଖ୍ୟା ୧୦ରୁ ଅଧିକ । More
  • Deviprasad Jena
  • 3 weeks ago

Subhadra Yojana : ବଡ଼ ଘୋଷଣା କଲେ ପ୍ରଭାତୀ ପରିଡ଼ା, ପୁଣି ଏହି ଦିନ ମିଳିବ ‘ସୁଭଦ୍ରା’ ଟଙ୍କା

ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର । More
  • Deviprasad Jena
  • 3 weeks ago

Naveen Patnaik : ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନବୀନ, ଆଗକୁ ଅଛି ଏହି ସବୁ ବଡ଼ ଚ୍ୟାଲେଞ୍ଜ

ତିନି ତିନି ଥର ପାଣ୍ଡିଆନଙ୍କ ସପକ୍ଷରେ ନବୀନ ମୁହଁ ଖୋଲି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡିଥିଲା । ସଂଗଠନ ରଖିବାକୁ ହେଲେ ପାଣ୍ଡିଆନଙ୍କୁ ନେଇ ନବୀନ ଅଧିକ ସ୍ପଷ୍ଟତା ଆଣିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା ହେଉଛି । More
  • Deviprasad Jena
  • 3 weeks ago

Police-Local Conflict In Rourkela: ରାଉରକେଲାରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣ ବେଳେ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ । ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ଏତୁଆ ଏକା । More
  • Debendra Nath Parida
  • 3 weeks ago

Ways to Satisfy Goddess Lakshmi: ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ସନ୍ତୋଷ ପାଇଁ ୮ଟି ପୂଜା ଉପାୟ

ମାଆ ଲକ୍ଷ୍ମୀ ହେଉଛନ୍ତି ପ୍ରାଚୁର୍ଯ୍ୟ, ଶକ୍ତି, ସୌନ୍ଦର୍ଯ୍ୟ ଓ ପ୍ରଗତିର ଦେବୀ। ନବରାତ୍ରୀ ଓ ଶୁକ୍ରବାର ପୂଜା ସେମାନଙ୍କ ଆରାଧନା ପାଇଁ ସର୍ବୋତ୍ତମ। ଏ ୮ଟି ଉପାୟ ମାଧ୍ୟମରେ ଲକ୍ଷ୍ମୀଙ୍କର ପୂଜା କଲେ ସେ ସନ୍ତୁଷ୍ଟ ହେବା ସହିତ ଆଶୀର୍ବାଦ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। More
  • Namita Biswal
  • 3 weeks ago

Firing During Marriage: ମହାବିନାୟକ ମନ୍ଦିରରେ ଫୁଟିଲା ଗୁଳି, ୨ ଆହତ

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ପୀଠରେ ଫୁଟିଲା ଗୁଳି । ବିବାହ ଭୋଜି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଥିଲା ସୂଚନା । ଏଥିରେ ୨ ଜଣ ଯୁବକ ଆହତ ହୋଇଛନ୍ତି । More
  • Deepak Acharya
  • 3 weeks ago

Panchang Today 19th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର।ତିଥି- ୬ଷ୍ଠୀ ସନ୍ଧ୍ୟା ୦୬.୨୨ ଗତେ ୭ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। More
  • Sujit kumar Swain
  • 3 weeks ago

Tuberculosis Crisis in Odapada Village: ଯାତନା ଦେଉଛି ଯକ୍ଷ୍ମା; ଟିବି ପାଇଁ ଅଛୁଆଁ ପାଲଟିଛି ପୂରା ଗାଁ...

ଗାଁକୁ ଯକ୍ଷ୍ମା ଦେଉଛି ଅକଥନୀୟ ଯାତନା । କେବଳ ସ୍ବାସ୍ଥ୍ୟଗତ ନୁହେଁ, ସାମାଜିକ ଯନ୍ତ୍ରଣା । ଟିବି ପାଇଁ ଖାଲି ଟାହିଟାପରା ସହିବାକୁ ପଡ଼ୁନି। ରୋଗ ଭୟରେ ପାଲଟିଛି ଏକ ଅଛୁଆଁ ଗାଁ ।  More
  • Sujit kumar Swain
  • 3 weeks ago

Odisha-West Bengal Border Dispute: ଖୁଣ୍ଟ ପୋତୁଛି, ରାସ୍ତା ଭାଙ୍ଗୁଛି; ଓଡ଼ିଶା ସୀମାରେ ଥମୁନି ଦିଦିଙ୍କ ଦାଦାଗିରି !

 ୮୨ ଗାଁ ଉପରେ ପଶ୍ଚିମବଙ୍ଗର ଲୋଲୁପ ନଜର ! ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱର ବ୍ଲକର ଗୋଟିଏ କି ଦୁଇଟି ନୁହେଁ, ୮୨ଟି ଗାଁ ସୀମା ବିବାଦରେ ଛନ୍ଦି ହୋଇଥିବା ସୂଚନା ମିଳିଛି।  More
  • Saroj Kumar Jena
  • 3 weeks ago

New Ration Cards Distribution in Odisha: ୫ ଲକ୍ଷ ୯୦ ହଜାର ନୂଆ ରାସନ୍ କାର୍ଡ, ଢେଙ୍କାନାଳରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନିର୍ବାଚିତ ବିଧାୟକ କିମ୍ବା ସାଂସଦ ମାନଙ୍କ ଜରିଆରେ ଏହି ରାସନ କାର୍ଡ ବଣ୍ଟାଯିବାକୁ ଚିଠିରେ ଲେଖାଯାଇଛି। ୨୨ ତାରିଖ ସୁଦ୍ଧା ଯେମିତି ସବୁ ପ୍ରସ୍ତୁତି ଶେଷ ହୁଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। More
  • Saroj Kumar Jena
  • 3 weeks ago

Severe Kalabaisakhi in Odisha: କଳାହାଣ୍ଡିଆ ମେଘ ସହ ନିର୍ଦ୍ଧୁମ୍ ଛେଚିଲା କାଳବୈଶାଖୀ, ବାଲେଶ୍ବରରେ ୨ ମୃତ

ମାତ୍ର ଘଣ୍ଟାଏ ପାଇଁ ଆସିଲା, ତାଣ୍ଡବ ରଚି ଚାଲିଗଲା। ପ୍ରଚଣ୍ଡ କାଳବୈଶାଖୀ କୋପରେ ଆଜି ଥରିଛି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳ। କାଳବୈଶାଖୀ ବର୍ଷା ପ୍ରଭାବରେ ଆଜି ବେଶ୍ ଭଲରେ ଭିଜିଛି ରାଜଧାନୀ ଆଉ ଅବଶିଷ୍ଟ ଓଡ଼ିଶା। ଆଜି ସକାଳେ ହଠାତ ଖରାଟିଆ ପାଗ, ମେଘୁଆ ରୂପ ନେବା ପରେ ଢୁ ଢୁ ବର୍ଷିଥିଲା କାଳବୈଶାଖୀ ବର୍ଷା। More
  • Sujit kumar Swain
  • 3 weeks ago

Conflict in Jatra Industry: ଯାତ୍ରାରେ କଳିରେ ପଡୁନି ଯବନିକା; ମୁହାଁମୁହିଁ ହେଉଛନ୍ତି ଅଭିନେତା-ମାଲିକ।...

ଆକ୍ଷେପ, ପ୍ରତିଆକ୍ଷେପ... ଜବାବ...ପ୍ରତି ଜବାବ...ଜଲିଉଡରେ ବହୁଥିବା ଝଡ଼ ଭିତରେ କ୍ରମାଗତ ମୁହାଁମୁହିଁ ହେଉଛନ୍ତି ଅଭିନେତା ଏବଂ ମାଲିକ। ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ଉଠାଇବା ଏବଂ ନ୍ୟାୟ ଦାବିରେ ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଅଟଳ... More