• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 30 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 1 week ago

Train Mishap In Odisha: ଓଡ଼ିଶାରେ ନିୟମିତ ଅନ୍ତରରେ କାହିଁକି ଘଟୁଛି ରେଳ ଦୁର୍ଘଟଣା?

ଓଡ଼ିଶାରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପଛର କାରଣ କଣ ? କାହିଁକି ନିୟମିତ ବ୍ୟବଧାନରେ ରେଳଯାତ୍ରା ବେଳେ ଅସୁରକ୍ଷିତ ହୋଇପଡୁଛି ଯାତ୍ରୀଙ୍କ ଜୀବନ ? ରେଳ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଟ୍ରେନ୍ ଡିରେଲମେଣ୍ଟ ପଛରେ ରେଳ ଧାରଣା ମରାମତିର ଅଭାବ ଏକ ପ୍ରମୁଖ କାରଣ । More
  • Pragyan Paramita Behera
  • 1 week ago

Saturn Transit: ମୀନ ରାଶିରେ ଶନି ଚଳନ : ଅଙ୍କ ଜ୍ୟୋତିଷରେ ୧ରୁ ୯ ନମ୍ବର ପର୍ଯ୍ୟନ୍ତ ଭବିଷ୍ୟବାଣୀ...

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଏବଂ କର୍ମର ଦେବତା ଭାବରେ ବିବେଚନା କରାଯାଏ। ସେ ଲୋକମାନଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ତେବେ ଶନି ଚଳନ ଯୋଗୁଁ ୧ରୁ ୯ ମୂଳାଙ୍କ ଲୋକଙ୍କ ଜୀବନରେ କ’ଣ ନୂଆ ପରିବର୍ତ୍ତନ ଘଟିବ,ଆସନ୍ତୁ ଜାଣିବା... More
  • Tapan Kumar Swain
  • 1 week ago

Kamakhya Express Derail: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀ

ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳ ନିକଟ ଚୌଦ୍ୱାର ମଙ୍ଗୁଳିକୁ ଯାଇଛି । ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ଏହି ଟ୍ରେନ୍ । ସମସ୍ତ ଯାତ୍ରୀଙ୍କୁ ନେଇ ଟ୍ରେନଟି କାମାକ୍ଷା ଅଭିମୁଖେ ଯାତ୍ରା କରିବ । More
  • Tapan Kumar Swain
  • 1 week ago

Kamakhya Express Derails: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ଜଣେ ମୃତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର

କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବା ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ ।  - କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮ More
  • Tapan Kumar Swain
  • 1 week ago

Kamakhya Express: କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ

ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ଟ୍ରେନର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନ୍‌ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । More
  • Tapan Kumar Swain
  • 1 week ago

Firing: ଗୁଳି କରି ଦୁର୍ଦ୍ଦାନ୍ତ ଅପରାଧୀକୁ ମାରିଦେଲେ

ବାଇକରେ ଘରକୁ ଫେରୁଥିଲେ । କୁକୁଡାଫାର୍ମ ନିକଟରେ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ମୃତ ଘୋଷଣା କଲେ ଡାକ୍ତର । More
  • Tapan Kumar Swain
  • 1 week ago

Gang Of Thieves: ଧରାହେଲା ୧୦ ଜଣିଆ ଚୋର ଗ୍ୟାଙ୍ଗ, ଲୁଟ୍ ପାଇଁ ମଦଭାଟିକୁ କରୁଥିଲେ ଟାର୍ଗେଟ

ପୋଲିସ ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏମାନେ ମଦ ଭାଟିରୁ ତମ୍ବା ହାଣ୍ଡି ଚୋରି କରୁଥିଲେ । ଅନ୍ୟ ଏକ ଘଟଣାରେ ଢେଙ୍କାନାଳ କାମାକ୍ଷାନଗରରେ ରାତିରେ ମୁଖା ପିନ୍ଧି ଦୁର୍ବୃତ୍ତ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । More
  • Tapan Kumar Swain
  • 1 week ago

Suspicious Death: ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର । ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ। ତେବେ ଛାତ୍ରଙ୍କ କେମିତି ମୃତ୍ୟୁ ହେଲା ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି । More
  • Sujit kumar Swain
  • 1 week ago

Saturn's Transit Today: ୩୦ବର୍ଷ ପରେ ବିରଳ ସଂଯୋଗ; କାହାକୁ ମିଳିବ ସୂର୍ଯ୍ୟପୂତ୍ରଙ୍କ ଅଜସ୍ର ଆଶିଷ ? ଜାଣନ୍ତୁ...

କାହାକୁ ଅତ୍ୟନ୍ତ ଶୁଭଫଳ ତ କାହାକୁ ଅଶୁଭ ଫଳ ମିଳିବା ନେଇ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ।  More
  • Santosh Kumar Sahoo
  • 1 week ago

Lord Jagannath Land: ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି, ୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ More
  • Sujit kumar Swain
  • 1 week ago

Comedian Nari Panda Attacked: ଯାତ୍ରା କଳାକାରଙ୍କୁ ଆକ୍ରମଣ; କଳା କାଚ ଡୋର୍ ଥିବା ଘରେ ପୂରେଇକି ପିଟିଲେ...

ଗତ ୩୦ ବର୍ଷ ଧରି ହାସ୍ୟ ଅଭିନେତା ଭାବେ ନାଁ କମେଇଥିବା ନରି ପଣ୍ଡାଙ୍କୁ ଜଣେ ଯାତ୍ରା ପାର୍ଟି ମାଲିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଉଲଗ୍ନ କରାଯାଇ ମାଡ଼ ମରାଯାଇଥିବାର ଅଭିଯୋଗ କରିଛନ୍ତି ନରି ପଣ୍ଡା । More
  • Santosh Kumar Sahoo
  • 1 week ago

Sujata Karthikeyan: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ? More
  • Sujit kumar Swain
  • 1 week ago

Wildlife Species Rescued: ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଲା କଷ୍ଟମ ବିଭାଗ; ଉଦ୍ଧାର ହେଲା ଝିଟିପିଟି-ଗୋଧି-ବୋଡ଼ା ସାପ 

ଭୁବନେଶ୍ବର ଏୟାରପୋର୍ଟରୁ ଆଜି ଏକ ଆନ୍ତରାଷ୍ଟ୍ରୀୟ ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଛି କଷ୍ଟମ ବିଭାଗ । ବ୍ୟାଂକକରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିଲା ସ୍ବତନ୍ତ୍ର ଧରଣର ସାପ, କଇଁଛ ଓ ଝିଟିପିଟି ।  More