• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 15 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 1 month ago

Road Accidents: ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ

ରାଜ୍ୟରେ ଦିନ୍ ଚାଲିଯାଉଛି ହାରାହାରି ୧୫ ଜୀବନ। ୨୮ ଜଣ ଆହତ ବି ହେଉଛନ୍ତି। ନିକଟରେ ବିଧାନସଭାରେ ଏମିତି ଚିନ୍ତାଜନକ ତଥ୍ୟ ରଖିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ। More
  • Sujit kumar Swain
  • 1 month ago

ଟାଇମ୍‍ପାସ୍‍ ସାହିତ୍ୟପର୍ବ: ‘ଉଚ୍ଚାରଣ’ରେ ଭାଗ ନେଲେ ୨୪ କବି, ଲୋକାର୍ପିତ ହେଲା ୧୨ଟି ପୁସ୍ତକ

ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ଅବସରରେ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଟାଇମ୍‍ପାସ୍‍ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଅଭିନବ ସାହିତ୍ୟପର୍ବ। More
  • Sujit kumar Swain
  • 1 month ago

Puri News: ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଭୋଗ ଭାବୁଛନ୍ତି କି ? ଭାବୁଥିଲେ ହୋଇଯାଅନ୍ତୁ ସାବଧାନ! ଶ୍ରୀମନ୍ଦିର ବାହାରେ ଲାଭ ଆଶାରେ ଭକ୍ତଙ୍କ ଆସ୍ଥା ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ। More
  • Sujit kumar Swain
  • 1 month ago

Cuttack Murder Case: UPI ପେମେଣ୍ଟରୁ ଧରାପଡ଼ିଲା ହତ୍ୟାକାରୀ; ପରକୀୟା ପ୍ରୀତି ସନ୍ଦେହରୁ ମହିଳାଙ୍କୁ ଜଘନ୍ୟ ହତ୍ୟା 

ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ। More
  • Sujit kumar Swain
  • 1 month ago

IAS Officer Bishnupada Sethi: ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ; ହେଉଥିଲା କି କେଳେଙ୍କାରୀ?

ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ?  More
  • Swadesi Megha Mallhar Prusty
  • 1 month ago

Attempted Murder in Bolangir: ପଥରରେ ଛେଚି ଛେଚି ସ୍ତ୍ରୀକୁ ମାରୁଥିଲା ସ୍ୱାମୀ, ହେଲେ ହଠାତ୍ ...

କେମିତି ଥିଲା ସ୍ତ୍ରୀକୁ ହତ୍ୟା କରିବାର ସେ ମୁହୂର୍ତ୍ତ, ଚେତା ଫେରିଲା ପର ଗୋଟି ଗୋଟି କରି ଓଟିଭି ଆଗରେ ବଖାଣିଛନ୍ତି ଗୁରୁତର ଆହତ ହୋଇଥିବା ନୂପୁର ବିଶ୍ୱାଳ । More
  • Swadesi Megha Mallhar Prusty
  • 1 month ago

Extra-Marital Affairs: ସ୍ତ୍ରୀ ମାନେ ସାବଧାନ, ପରକୀୟା ପ୍ରୀତି ପାଇଁ ସ୍ୱାମୀ କରୁଛନ୍ତି ହତ୍ୟା !

ସାବଧାନ ସ୍ତ୍ରୀ ! ଜୀବନ ନେଉଛନ୍ତି ସ୍ୱାମୀ ! ପରକୀୟା ଗଡ଼ାଉଛି ଧର୍ମପତ୍ନୀଙ୍କ ମୁଣ୍ଡ । More
  • Swadesi Megha Mallhar Prusty
  • 1 month ago

Accident in Salepur: ଭୁଶୁଡ଼ିଲା ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍, ୩୦ରୁ ଅଧିକ ଦର୍ଶକ ଆହତ

କଟକ ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ବଡ଼ ଅଘଟଣ । ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ପଡ଼ିବାରୁ ଏଥିରେ ଚାପି ହୋଇ ୩୦ରୁ ଅଧିକ ଦର୍ଶକ ଆହତ ହୋଇଛନ୍ତି । More
  • Pallipuspa Samal
  • 1 month ago

Panchang Today 15th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Santosh Kumar Sahoo
  • 1 month ago

Police Unravel Shocking Murder Plot: ପୋଲିସ୍ ସ୍ବାମୀର ଜଘନ୍ୟକାଣ୍ଡ; ସ୍ତ୍ରୀକୁ ପଥରରେ ଛେଚୁଥିଲେ, ମାରିଦେବାକୁ ପିଟୁଥିଲେ

ଦିନେ ଯେଉଁ ମଥାରେ ସିନ୍ଦୂର ପିନ୍ଧି ସ୍ବାମୀ ପାଇଁ ବନିଥିଲେ ସାତ ଜନ୍ମର ସାଥୀ, ରକ୍ତପାତ ପରଠୁ ଯନ୍ତ୍ରଣାରେ ଥରୁଛି ସେହି ମଥା । ଦିନେ ଯେଉଁ ଓଠରେ ସ୍ବାମୀକୁ ପ୍ରେମର ଭାଷା କହୁଥିଲେ ଆଜି ସେହି ଓଠ ମାଗୁଛି ହତ୍ୟା ଉଦ୍ୟମର କୈଫିୟତ୍ । More
  • Santosh Kumar Sahoo
  • 1 month ago

IAS Bishnupada Sethi: CBI ସ୍କାନରରେ IAS ବିଷ୍ଣୁପଦ ସେଠୀ, ୩ ଡ୍ରାଇଭରଙ୍କୁ ଜେରା ସହ ବାବୁଙ୍କୁ ହାଜର ପାଇଁ ସମନ୍

ଭୁବନେଶ୍ୱରରୁ ୧୦ ଲକ୍ଷ ଲାଞ୍ଚ ଜବତ ଘଟଣାରେ ଲିଙ୍କର ଚେର ଖୋଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଷ୍ଣୁପଦଙ୍କ ପାଖରେ ପହଞ୍ଚିବା ପରେ ପାୱାର କରିଡରରେ ହଇଚଇ । More
  • Biswajit Mohanty
  • 1 month ago

Sports: ପୁଣି ଗାବାରେ ତ୍ରିରଙ୍ଗା ଉଡ଼ାଇବ କି ଟିମ୍ ଇଣ୍ଡିଆ ?

ପର୍ଥ ବିଜୟ ପରେ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ ହାରିବା ଯୋଗୁଁ ଡବ୍ଲ୍ୟୁଟିସି ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଗାବା ମ୍ୟାଚ୍‌ର ଗୁରୁତ୍ୱ ବହୁତ ବଢ଼ିଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଗାବାରେ ୨୦୨୦-୨୧ ଗସ୍ତର ସଫଳତାକୁ ଦୋହରାଇପାରିବ କି ଟିମ୍ ଇଣ୍ଡିଆ? More
  • Sonali Ojha
  • 1 month ago

CBI Summons IAS Officer Bishnupada Sethi: ଲାଞ୍ଚ କାରବାର ମାମଲାରେ IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍

ଲାଞ୍ଚ କରାବାର ମାମଲରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଓଡିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା CBI। ଚଞ୍ଚଲ ମୁଖାର୍ଜୀଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ଜେରା କରୁଛି CBI । ଏହି ଘଟଣାରେ ଆଇଏଏସ୍ବି ଅଫିସର ବିଷ୍ଣୁପଦ ସେଠୀ ଓ ତାଙ୍କ ଡ୍ରାଇଭରକୁ ସମନ୍ କରିଛି CBI। More