• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 11 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 4 months ago

ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହେଲେ

ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ଟଙ୍କା ଦେଇ ବନ୍ଧାହେଲେ । ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମଓ ରାମଭବ ଗଟ୍ଟୁ ଗିରଫ । More
  • Satyendu Shekher Mishra
  • 4 months ago

ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ

ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି। More
  • Satyendu Shekher Mishra
  • 4 months ago

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି

ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ଚଢ଼ି ଯାଇଥିବା ସୂଚନା । ବହୁ ଉଦ୍ୟମ କରି ଦଧିନଉତିକୁ ଚଢ଼ିଯାଇଥିବା ବ୍ୟକ୍ତିକୁ ତଳକୁ ଅଣାଗଲା । More
  • Satyendu Shekher Mishra
  • 4 months ago

CRP ମହିଳା ଓ ଜୀବୀକା ମିଶନ ଇସି ସଂଘ ଗର୍ଜନରେ କମ୍ପିଲା ଲୋୟର PMG

ପୁନର୍ଗଠନ ଆଳରେ ନୂଆ ନିଯୁକ୍ତି ବନ୍ଦ ଦାବି କଲେ EC ସଂଘର ହଜାର ହଜାର ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ ଦାବି ପାଇଛୁ, ବିଚାର କରିବୁ । More
  • Satyendu Shekher Mishra
  • 4 months ago

ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି !

ବରପୁତ୍ରଙ୍କ ନାଁରେ ରେଭେନସାକୁ ନାମିତ କରିବାକୁ ଦାବି । ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ ବୈଠକ । More
  • Satyendu Shekher Mishra
  • 4 months ago

ସାବଧାନ ! ଠକୁଛନ୍ତି ସୁନା ଦୋକାନୀ, ୫ ମାସରେ ଧରା ପଡିଛନ୍ତି ୧୧୬ ଅସାଧୁ ବ୍ୟବସାୟୀ

ମାମଲା ସହ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ, ଖୋର୍ଦ୍ଧା- କଟକ ଓ ଗଞ୍ଜାମ ଜିଲ୍ଲାରେ ବେଶୀ । More
  • Satyendu Shekher Mishra
  • 4 months ago

ଓଡ଼ିଆ ଅସ୍ମିତା କଥା କହି ସରକାରଙ୍କୁ ନବୀନଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଆଟାକ୍ !

ରାଜ୍ୟସଭା ସାଂସଦ ପାର୍ଟି ଛାଡିବା ବେଳରେ ନବୀନଙ୍କ ଭିନ୍ନ ରଣନୀତି । କାଲି ରେଭେନ୍ସା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ । More
  • Sujit kumar Swain
  • 4 months ago

ରାଜଧାନୀରେ ମାଟି ତଳୁ ପାଣି ଲୁଟ୍; ବିନା NOCରେ ଚାଲିଛି ବେଧଡ଼କ ପାଣି ଶୋଷଣ...

କଳିଙ୍ଗନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏଭଳି ଚୋରି ଧରିବା ପରେ ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ତଣ୍ଡ ଦେବାକୁ ନୋଟିସ୍ ପଠାଇଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଓଡ଼ିଶା ଶାଖା। More
  • Sujit kumar Swain
  • 4 months ago

ଆସିଲା ସିଏଜି ରିପୋର୍ଟ: ୭୮୨ କୋଟି ନେଇଗଲେ ‘କାଳିଆ’ ଅଯୋଗ୍ୟ ହିତାଧିକାରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରାଥମିକ ଭାବେ ମିଳିଥିବା ସିଏଜି ତଥ୍ୟ ଅନୁଯାୟୀ, ପୁରୀର ତତ୍କାଳୀନ ଜିଲ୍ଲାପାଳଙ୍କ ପାଇଁ ୮ କୋଟି ଟଙ୍କା କ୍ଷତି ହୋଇଛି ।  More
  • Santosh Kumar Sahoo
  • 4 months ago

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମରୁଡ଼ି ! ଚିକିତ୍ସା ନ ପାଇଁ ରୋଗୀ ହନ୍ତସନ୍ତ

କ୍ୟାପିଟାଲ ହସ୍ପିଟାଲରେ ରହିବା କଥା ୧୭୫ ଜଣ ଡାକ୍ତର । ହେଲେ ଏବେ ୬୪ ପଦବୀ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦ ଖାଲି ପଡ଼ିଛି । More
  • Santosh Kumar Sahoo
  • 4 months ago

ଡାକ୍ତର ବେଶରେ ଶ୍ରୀଗଣେଶ, କଲେ ମୂଷକର ଚିକିତ୍ସା

ଏହି ନିଆରା ପୂଜା ମଣ୍ଡପ ବନାଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ଯୁବଗୋଷ୍ଠୀ । ଏହି ପୂଜା ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଛନ୍ତି ଯେ ଡାକ୍ତର ହେଉଛନ୍ତି ଚଳନ୍ତି ଭଗବାନ । More
  • Santosh Kumar Sahoo
  • 4 months ago

ଡିଜେ କଲା ବାଇଆ, ଗଣେଶଙ୍କୁ ଏକୁଟିଆ ଛାଡି ଭକ୍ତ ଫେରାର

ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା । More
  • Santosh Kumar Sahoo
  • 4 months ago

୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା, ଭୁଲରେ ବାଜିଥିଲା ଟ୍ରାଙ୍କୁଲାଇଜ୍‌ ଇଞ୍ଜେକସନ୍‌

ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । More
  • Pallipuspa Samal
  • 4 months ago

Panchang Today 11th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Satyendu Shekher Mishra
  • 4 months ago

5T ନାଁରେ ୫ ବର୍ଷ ଧରି ରାଜ୍ୟରେ ନାଟକ ଚାଲିଥିଲା କହିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କହିଲେ ମୁଖ୍ୟମନ୍ତ୍ରୀ । 'ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଆଯିବ ନିଷ୍ପତ୍ତି'। More
  • Satyendu Shekher Mishra
  • 4 months ago

ରେଭେନ୍ସା ନାଁ ବିବାଦ, ନବୀନଙ୍କ ପରୋକ୍ଷ ନିଶାନା !

ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ନବୀନଙ୍କ ପରୋକ୍ଷରେ ନିଶାନା । ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ କହିଲେ ନବୀନ । More
  • Satyendu Shekher Mishra
  • 4 months ago

ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। More
  • Satyendu Shekher Mishra
  • 4 months ago

ଉଜୁଡ଼ା ବତୁରା ଘରୁ ସ୍ୱପ୍ନ ସାଉଁଟୁଛନ୍ତି ବିପନ୍ନ !

ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ କହିଲେ ବିପନ୍ନଙ୍କୁ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ । More
  • Satyendu Shekher Mishra
  • 4 months ago

​​​​​​​OSSSC ପରୀକ୍ଷାରେ ଘୋଟାଲା ! ଅଫିସ୍ ଆଗରେ ଚାକିରି ଆଶାୟୀଙ୍କ ଗର୍ଜନ

ରେଜଲ୍ଟ ସ୍ୱଚ୍ଛତାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଲା ବିଜେପି । More