• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 05 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 4 months ago

ରେଭେନ୍ସା କଳି ! ୩ ବିଜେଡି ନେତାଙ୍କ ନାଁରେ ମାମଲା

ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି । More
  • Sangram Keshori Behera
  • 4 months ago

ଗୁରୁ ହେବ ତ ଏମିତି, ପିଲାଙ୍କୁ ମଣିଷ କରିବାର ଝୁଙ୍କରେ ବନିଛନ୍ତି ଭିନ୍ନ ଦ୍ରୋଣାଚାର୍ଯ୍ୟ

କାହା ପାଇଁ ପାଉଣା ତୁଚ୍ଛ, କାହା ଆଗରେ ହାରିଯାଇଛି ବୟସ । ଭାସ୍କର, ଡୋମିନିକ୍ ଓ କଳେବର ସାରଙ୍କ ତ୍ୟାଗ ଓ ଉତ୍ସର୍ଗର କାହାଣୀ । More
  • Satyendu Shekher Mishra
  • 4 months ago

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୁଟୁଥିଲା ଲୋକଙ୍କୁ..!

ତାଳଚେର, ଅନୁଗୁଳଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏଭଳି ଠକେଇ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ରାହୁଲ ପାଖରୁ ଆଶାୟୀଙ୍କ ସାଟିଫିକେଟ, ବାୟୋଡାଟା ଏବଂ ଚେକକୁ ଜବତ କରିଛି। More
  • Satyendu Shekher Mishra
  • 4 months ago

ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। More
  • Satyendu Shekher Mishra
  • 4 months ago

ତୃଣମୂଳ ସ୍ତରରେ ଭୁଶୁଡ଼ୁଥିବା ଦୁର୍ଗକୁ ଦେଖି ଟେନସନରେ ବିିଜେଡିି

ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି । More
  • Satyendu Shekher Mishra
  • 4 months ago

ଆଧାର ଅପଡେଟ୍ ପାଇଁ ଲମ୍ବା ଲାଇନ୍, ଜନସେବା କେନ୍ଦ୍ର-ଡାକଘର ଆଗରେ ହାଉଜାଉ ଭିଡ !

ସୁଭଦ୍ରା ସହ ରାସନକାର୍ଡ E-KYC ପାଇଁ ଜମୁଛି ଗହଳି । ଅଧୈର୍ଯ୍ୟ ହୋଇ ଅଯଥା ଭିଡ଼ ନକରିବାକୁ ପ୍ରଶାସନର ଅପିଲ । More
  • Pallipuspa Samal
  • 4 months ago

ଡିଆଇଜିଙ୍କ ତଦନ୍ତ ନିରପେକ୍ଷ ନୁହେଁ: ପ୍ରଶ୍ନ ଉଠାଇଲେ ଆହତ ସୌମ୍ୟକାନ୍ତ ମହାନ୍ତି

ଝାରପଡ଼ା ଜେଲ୍ ରେ ବନ୍ଦୀଙ୍କୁ ହାଇଦର ପୁଅ ଓ ସାଥୀଙ୍କ ଆକ୍ରମଣ ଘଟଣା । ଆକ୍ରମଣ ପରେ ହେଉଥିବା ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆହତ। ଜେଲରୁ ଅଡିଓ ଜାରି କଲେ ଆହତ ବନ୍ଦୀ ସୌମ୍ୟକାନ୍ତ ମହାନ୍ତି । More
  • Sonali Ojha
  • 4 months ago

Panchang Today 5th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୨ୟା ଦିବା ୧୨.୨୧ ଗତେ ୩ୟା। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। More
  • Sujit kumar Swain
  • 4 months ago

ରାସ୍ତାରେ ଯେମିତି ଜଗିଛି ମୃତ୍ୟୁ; କେବେ ସୁଧୁରିବ ଟ୍ବିନସିଟି ରାସ୍ତାର ଭାଗ୍ୟ ?

ଯୁଆଡେ ଆଖି ବୁଲାଇବେ, ଖାଲଖମା ଦେଖିବାକୁ ପାଇବେ । ତା’ସହ ବର୍ଷା ହେଲେ ପୁଣି ସ୍ଥିତି ଆହୁରି ସଙ୍ଗୀନ ହୋଇଯାଉଛି । More
  • Satyendu Shekher Mishra
  • 4 months ago

କେଉଁଠି ଠେଲାପେଲା କେଉଁଠି ଗଣ୍ଡଗୋଳ ! 'ସୁଭଦ୍ରା' ପାଇଁ ଆଧାର ଅପଡେଟ୍ ଲାଗି ଧାଁ ଦୌଡ଼

ସବୁ ଜନସେବା କେନ୍ଦ୍ର ଓ ଡାକଘରେ ଅସମ୍ଭବ ଗହଳି । ଅଧୈର୍ଯ୍ୟ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଅପିଲ୍ । ଫର୍ମ ଦାଖଲର ନାହିଁ ଶେଷ ତାରିଖ: ପ୍ରଭାତୀ । More
  • Satyendu Shekher Mishra
  • 4 months ago

ଆଳୁ ଖସୁ ଖସୁ ତୋଡ଼ ଦେଖାଇଲାଣି ପିଆଜ ! ଅମୂଲ ମୂଲ ରସୁଣ ସପ୍ତାହକରେ ୨ଶହ ବଢ଼ିଲାଣି

ଅମୂଲ ମୂଲ ରସୁଣ, ସପ୍ତାହକରେ ୨ଶହ ବଢି ପହଞ୍ଚିଲାଣି ୪ଶହରେ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ମହଙ୍ଗା ସ୍ଥିତି ସୂଚନା । More
  • Satyendu Shekher Mishra
  • 4 months ago

ମାଟିରେ ଲୋଟୁଛି ମା ବିରଜାଙ୍କ ତାମ୍ର ପ୍ରତିମୂର୍ତ୍ତି, ଖଣ୍ଡ ଖଣ୍ଡ ହୋଇ ପଡ଼ିଛନ୍ତି ରାଜା ଯଯାତି କେଶରୀ !

ଯାଜପୁରରେ ଅଧପନ୍ତରିଆ ମୂର୍ତ୍ତି ସ୍ଥାପନ ପ୍ରକଳ୍ପ । ପରିତ୍ୟକ୍ତ ଅବସ୍ଥାକୁ ନେଇ ଉଦବେଗ । ପୁଣି ବବିଙ୍କ ଆଡ଼କୁ ତୀର ମାରିଲେ ହିମାଂଶୁ । More
  • Satyendu Shekher Mishra
  • 4 months ago

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଅଣଛାତ୍ରଙ୍କ ପ୍ରବେଶ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। More
  • Sujit kumar Swain
  • 4 months ago

ଭୋଟ୍ ପାଇଁ ରାଜକୋଷକୁ ଅପବ୍ୟବହାର କରିଥିଲା BJD; ବିଧାନସଭା ଉତ୍ତରରୁ ଖୋଲିଲା ପୋଲ୍...

ସରକାର ଆଉ 5Tର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୨୪୭ କୋଟି ଟଙ୍କା ବ୍ୟୟରେ ବାଣ୍ଟିଛନ୍ତି ଝୋଟ ବ୍ୟାଗ୍।  More