• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 27 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 8 months ago

'ଓଡ଼ିଶାରୁ ଯେଉଁ ପରିବର୍ତ୍ତନ ହେବାକୁ ଅଛି କେନ୍ଦ୍ରାପଡ଼ାରୁ ଆରମ୍ଭ ହେବ'

କେନ୍ଦ୍ରାପଡ଼ା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ପରେ ଦିଲ୍ଲୀ ହଜଖାସ୍‌ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାସହ ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇଛନ୍ତି। More
  • Manoranjan Behera
  • 8 months ago

ଭୁବନେଶ୍ୱର ଦେଖିବ ବିଗ୍ ଫାଇଟ୍; ଅପରାଜିତା ବନାମ ମନ୍ମଥ

ଢେର୍ ଦିନ ଧରି ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରି ହଠାତ୍ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି ତାକୁ ନେଇ ବି ପ୍ରଶ୍ନ ଉଠିଛି। ଯାହାକୁ ନେଇ କଟାକ୍ଷ କରି ଅପରାଜିତା କହିଛନ୍ତି ଜୋ ଡର ଗୟା, ୱୋ ମର ଗୟା। More
  • Manoranjan Behera
  • 8 months ago

BJD କୁ ଘାରିଲା କି ବିଦ୍ରୋହ ଭୟ ? ରିପିଟ୍‌ ହେଲେ ୫୬ ନେତା

ଆଜି ବିଧାନସଭା ପାଇଁ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଯେଉଁଥିରେ ଅଛନ୍ତି ୧୨ ମହିଳା ପ୍ରାର୍ଥୀଙ୍କ ସହ ୧୬ ନୂଆ ମୁହଁ। ଷଷ୍ଠ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟନାୟକ। More
  • Sujit kumar Swain
  • 8 months ago

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ; ବାରିହେଲା ଅସନ୍ତୋଷ ପ୍ରଶମନ ପାଇଁ କସରତର ଛାପ...

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । କେଉଁଠି ପୁଅ-ଝିଅ, ତ ଆଉ କେଉଁଠି ବେଟର୍ ହାଫଙ୍କୁ ଟିକେଟ୍ । ଡଜନେରୁ ଅଧିକ ଆସନରେ ଉତ୍ତରାଧିକାରୀଙ୍କ ଅଭ୍ୟୁଦୟ ।  More
  • Sujit kumar Swain
  • 8 months ago

ଅଭାବନୀୟ ଘଟଣା; କନେଷ୍ଟବଳ ସ୍ବାମୀର ଶବ ନେବାକୁ ୨ ମହିଳାଙ୍କ ଟଣାଓଟରା...

କଟକ SCB ମେଡ଼ିକାଲ ପରିସରରେ ଅଭାବନୀୟ ଦୃଶ୍ୟ । କନେଷ୍ଟବଳ ସ୍ବାମୀର ଶବ ନେବାକୁ ଟଣାଓଟରା । ପତ୍ନୀ ଏବଂ ଅନ୍ୟ ମହିଳାଙ୍କ ମଧ୍ୟରେ ଟଣାଭିଡ଼ା ।   More
  • Manoranjan Behera
  • 8 months ago

‘ସାନ ପୁଅ ବିଜେଡିକୁ ଯିବା ପରେ ମୋ ଆତ୍ମାକୁ ବାଧିଛି’

ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେବା ପରେ, ଅତି କ୍ଷୋଭର ସହ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। More
  • Manoranjan Behera
  • 8 months ago

General Election 2024: ଘୋଷଣା ହେଲା ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ

ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଆଜି ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି। More
  • Sonali Ojha
  • 8 months ago

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପ ତିର୍କୀ, ମୟୂରଭଂଜ- ସୁଦାମ ମାରାଣ୍ଡି। More
  • Swadesi Megha Mallhar Prusty
  • 8 months ago

ଅପରାଜିତାଙ୍କ କଟାକ୍ଷ, ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରୁଛି ବିଜେଡି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜେଡିକୁ କଟାକ୍ଷ । ଭୁବନେଶ୍ୱର ପାଇଁ ବିଜେଡିର ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ପ୍ରସଙ୍ଗରେ ସେ ଆଜି କହିଛନ୍ତି 'ଯୋ ଡରଗୟା ୱ ମରଗୟା' । More
  • Sujit kumar Swain
  • 8 months ago

ଶଙ୍ଖ ଶିବିରରେ ମନ୍ମଥ, ସୁର କହିଲେ, ‘ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରହିବି’...

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ । More
  • Swadesi Megha Mallhar Prusty
  • 8 months ago

ଭୁଶୁଡ଼ିବ ବିଜେଡି ଗଂଜାମ ଗଡ଼ ! ବିଜେପି ଶିବିରରେ ଅସନ୍ତୁଷ୍ଟ ନେତା

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼ । ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା । More
  • Santosh Kumar Sahoo
  • 8 months ago

ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ... ଯାହାକୁ ଦେଖିଲେ, ତାକୁ ହାଣିଲେ

ଆଜି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍‌ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ। More
  • Santosh Kumar Sahoo
  • 8 months ago

ଓଡ଼ିଶା ପାଲଟିଗଲାଣି କି ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ? ଶିମିଳିପାଳ ଏବେ ଅଫିମ ବଣ

ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ । More
  • Sujit kumar Swain
  • 8 months ago

ଗୁରୁଜୀଙ୍କୁ ନିଆରା ବିଦାୟ; ସୁସଜ୍ଜିତ ରଥରେ ବସାଇ ଫୁଲ ବର୍ଷାରେ କଲେ ଗାଁ ପରିକ୍ରମା...  

ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ । More
  • Santosh Kumar Sahoo
  • 8 months ago

ସମ୍ବଲପୁରରେ ଫୁଟିଲା ବୋମା, ୨ ଆହତ

ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି। More
  • Manoranjan Behera
  • 8 months ago

ଗୋଳମାଳ ଗଞ୍ଜାମ ରାଜନୀତି; BJD ହାତରୁ ଖସିଯିବ କି ଗଡ଼ ?

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ। More