• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 09 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

ଖାଇ ଖୋଳ କରିଦେଇଛନ୍ତି MVI ବାବୁ; ଭୁବନେଶ୍ୱରଠୁ ନୟାଗଡ଼, ଯେଉଁଠି ଖୋଜିବ ସେଠି ଫ୍ଲାଟ୍‌

ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI । More
  • Manoranjan Behera
  • 1 year ago

ଶିକ୍ଷାନୁଷ୍ଠାନରେ ନିଶା ବ୍ୟାନ୍‌; ପିଲା ହେଉ ବା ସାର୍‌, କାହାକୁ ବି ମାଫ୍‌ ନାହିଁ..

ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ । More
  • Satyendu Shekher Mishra
  • 1 year ago

ଭୋଟ୍ ପୂର୍ବରୁ ଚାଉଳ ପଲିଟିକ୍ସ ! ମୋଦି ସରକାରଙ୍କ ମାଗଣା ଚାଉଳରେ ରାଜ୍ୟ ସରକାରଙ୍କ ମୋହର

କିଛି ସ୍ଥାନରେ ବିରୋଧ ପରେ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର୍ । ଚାଉଳ ବଣ୍ଟନ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର । More
  • Satyendu Shekher Mishra
  • 1 year ago

‘ମାଲକାନଗିରିରେ ଏୟାରପୋର୍ଟ ନୁହେଁ, ତୁଚ୍ଛା ଏୟାରଷ୍ଟ୍ରିପ୍ କେବଳ’...

ଭୋଟ୍ ପୂର୍ବରୁ ଭେଳିକି କହି ରାଜ୍ୟ ସରକାରଙ୍କୁ ବର୍ଷିଲେ ବିରୋଧୀ । More
  • Satyendu Shekher Mishra
  • 1 year ago

ଭୋଟ୍ ପୂର୍ବରୁ ଫାଟୁଛି କି ବିଜେଡି ? ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି ପରେ ତେଜିଲା ବିବାଦ

ତେଜିଲା ସ୍ୱରୂପ ଦାସ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ । More
  • Manoranjan Behera
  • 1 year ago

ହାଇଟେକ୍ ଟ୍ରାଜେଡି: ଆସିଲା DNA ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ହେଉଛନ୍ତି ଦିଲୀପ

ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଯେଉଁ ଦିଲୀପ ସାମନ୍ତରାୟ ବୋଲି ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । More
  • Satyendu Shekher Mishra
  • 1 year ago

୬୦ ଟିକେଟ ଫାଇନାଲ, କେବଳ ଜିତିବା ଲୋକଙ୍କୁ ହିଁ ଦିଆଯିବ; ଏଥର ସରକାର ଗଢ଼ିବୁ

'ନିଜର ଏକତା ପ୍ରମାଣିତ ପାଇଁ ବସ୍ ରେ ଏକାଠି ହୋଇ ବୁଲିବୁ' । 'ସାଂସଦ ଓ ମୋ ଭିତରେ ପଡୁନଥିଲା, ଏବେ ସବୁ ଛାଡ଼ି ସରକାର ଗଢ଼ିବୁ’। More
  • Swadesi Megha Mallhar Prusty
  • 1 year ago

ପୁଣି ଖସିଲା ପାରଦ, ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

ରାଜ୍ୟକୁ ପୁଣି ଫେରିଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି । More
  • Deepak Acharya
  • 1 year ago

Panchang Today 9th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୯.୧୦ ଗତେ ଧନୁ । ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ... More
  • Swadesi Megha Mallhar Prusty
  • 1 year ago

ଟ୍ରାଏଲ ରନ ସଫଳ ପରେ ଆକାଶ ପଥରେ ଯୋଡ଼ି ହେବ ସ୍ୱାଭିମାନ ଅଞ୍ଚଳ

ଦିନ ଥିଲା ମାଲକାନଗିରି କହିଲେ ଲୋକେ କେବଳ ମାଓବାଦୀ ଭାବୁଥିଲେ । କିନ୍ତୁ ଆଜି ଆଉ ସେସବୁ କିଛି ନାହିଁ । ବିଚ୍ଛିନ୍ନାଞ୍ଚଳର ଚିହ୍ନବର୍ଣ୍ଣ ହଜି ସାରିଥିବା ବେଳେ, ଆଜିଠାରୁ ଆକାଶ ମାର୍ଗରେ ମଧ୍ୟ ଯୋଗାଯୋଗ ଆରମ୍ଭ ହେଉଛି । More
  • Satyendu Shekher Mishra
  • 1 year ago

ପୁଣି ଜିଲ୍ଲାପାଳ-ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି, କେହି କାହାକୁ ଛାଡ଼ିବାକୁ ନାରାଜ..!

ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିବା ବେଳେ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି। More
  • Satyendu Shekher Mishra
  • 1 year ago

ଥାନାରେ ପହଞ୍ଚିଲା BJD କଳି, କାଉନସିଲର ଦେଲେ ଏତଲା

କିଛି ବିଜେଡି କର୍ମୀଙ୍କ ନାଁରେ ଏତଲା ଦେଇଛନ୍ତି । ପାଣ୍ଡିଆନଙ୍କ ଗସ୍ତ ବେଳେ ଶନିବାର ହୋଇଥିଲା ଗଣ୍ଡଗୋଳ । More
  • Satyendu Shekher Mishra
  • 1 year ago

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ କଂଗ୍ରେସ କଲା ଅଣ୍ଡାମାଡ଼, ବିଜେପି କଲା ସଂଘାତିକ ଅଭିଯୋଗ

ହାଇଟେକ୍ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଲା ବିଜେପି । 'ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ନାହିଁ, କେମିତି ଚାଲିଥିଲା ଚିକିତ୍ସା' । More
  • Satyendu Shekher Mishra
  • 1 year ago

ପଣପଣା ସମବାୟ ସମିତି ଦୁର୍ନୀତି ! ୭ ବର୍ଷ ପରେ ବି ଜମାକାରୀଙ୍କୁ ମିଳୁନି ଟଙ୍କା

ସାଢେ ୪ କୋଟିର ହରିଲୁଟ୍, ସମିତିରେ ପଡିଲା ତାଲା । ଜମାକାରୀଙ୍କୁ ୧୫ ସୁଦ୍ଧା ପ୍ରଥମ କିସ୍ତି ମିଳିବ: ଜିଲ୍ଲାପାଳ । More
  • Manoranjan Behera
  • 1 year ago

ଜଗନ୍ନାଥଙ୍କୁ ନେଇ ଡାର୍ଟି ପଲିଟିକ୍ସ କରୁଛି ବିଜେଡି ! ପରିକ୍ରମା ରଥ ନାଁରେ ନିର୍ବାଚନୀ ପ୍ରଚାର ?

ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର । More