• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 09 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ଉଚିତ୍ ପ୍ରାପ୍ୟ ଦାବିରେ ନବୀନ ନିବାସ ଆଗରେ ଧାନ ଢାଳି ଚାଷୀଙ୍କ ହୁଙ୍କାର

ମଣ୍ଡିରେ କଟନିଛଟନୀ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଆନ୍ଦୋଳନ। More
  • Chandan Shishu
  • 1 year ago

ଅଧିକ ଆଲୋକିତ ହେବ ରାତି ଆକାଶ, ମାଳ ମାଳ ଦିଶିବେ ଉଜ୍ଜ୍ୱଳ ବସ୍ତୁ

ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ। More
  • Chandan Shishu
  • 1 year ago

କଏନ୍‌ ନେବାକୁ ଅମଙ୍ଗ ଦୋକାନୀ, କହୁଛନ୍ତି- ଖୁଚୁରା ଆଉ ଚଳୁନି

କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ। More
  • Pramod Behera
  • 1 year ago

ସାଉଦି ମହିଳାଙ୍କ ଠାରେ ଲାଗିଲା ଡେଣା; ଚଲାଇବେ ଟ୍ରେନ୍, ପ୍ଲେନ୍

ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ। More
  • Chandan Shishu
  • 1 year ago

ଜବତ ହେଲା ଅର୍ଚ୍ଚନାଙ୍କ ଆଲିସାନ୍ କୋଠା

କିଛି ଦିନ ତଳେ ଇଡି ସେହି କୋଠାକୁ ଯାଇ ମାପଚୁପ କରିଥିଲା।  More
  • Rajalaxmi Sahoo
  • 1 year ago

ବାର୍‌ହା ଶିକାର ପାଇଁ ତାର ବିଛା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଗଲା ହାତୀ

ବାର୍‌ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ। More
  • Prangyan Parimita
  • 1 year ago

Breaking News : ଅଟୋ, ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ମୃତ

ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କର ଜୀବନ ଚାଲିଗଲା । More
  • Rajalaxmi Sahoo
  • 1 year ago

ରାତି ଅଧରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲେ ସରକାରୀ ବାବୁ, ଧରିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। More
  • Rajalaxmi Sahoo
  • 1 year ago

ଗାଡ଼ିରେ ଆସିଲେ, ଆତଙ୍କ ଖେଳାଇ ଚାଲିଗଲେ...ଭୁବନେଶ୍ୱରରେ ଜଣାଶୁଣା କ୍ଲବ୍‌ରେ ଭଙ୍ଗାରୁଜା

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ କ୍ଲବ୍‌ରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। More
  • Rajalaxmi Sahoo
  • 1 year ago

ପୁରୀ ରେଲ୍‌ୱେ ଷ୍ଟେସନରେ ଅଘଟଣ, ଠେଲାପେଲାରେ ମହିଳା ମୃତ

ରେଲ୍‌ୱେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଭିତରେ ଠେଲାପେଲା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତଳେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 1 year ago

ନବୀନ ନିବାସ ଆଗରେ କୃଷକ-ପୋଲିସ୍‌ ଠେଲାପେଲା

ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ନବୀନ ନିବାସ ଯିବା ବାଟରେ ପୋଲିସ୍‌ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। More
  • Rajalaxmi Sahoo
  • 1 year ago

ଆହୁରି ୨ ଦିନ ଥରାଇବ ଶୀତ, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।  More
  • Chandan Shishu
  • 1 year ago

'ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି ଭାରତୀୟ ପ୍ରଶାସନିକ ସେବା ନିୟମର ଖୋଲାଖୋଲି ଉଲ୍ଲଂଘନ'

୩ ବର୍ଷ ତଳେ କେନ୍ଦ୍ର ସରକାର ବିଭିନ୍ନ ପେସାଦାର ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଲାଟେରାଲ୍ ଏଣ୍ଟ୍ରି ବ୍ୟବସ୍ଥା ପ୍ରଚଳନ କରିଥିଲେ। More
  • Chandan Shishu
  • 1 year ago

ଓଡ଼ିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ

୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି। More
  • Chandan Shishu
  • 1 year ago

ଖଣ୍ଡଗିରିରେ ଦୁଲୁକିବ ଯାତ୍ରାମଞ୍ଚ: ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ।  More
  • Prangyan Parimita
  • 1 year ago

ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ : ଶଙ୍କରାଚାର୍ଯ୍ୟ ମାଧବ ମଠର ଶିବଲିଙ୍ଗରେ ଫାଟ

ମଠକାନ୍ଥ ବି ଫାଟିବା ପରେ ଶୁଭିଲା ତ୍ରାହି ତ୍ରାହି More
  • Prangyan Parimita
  • 1 year ago

ପୁଣି ଜୋର୍ ଧରିଲା ଶ୍ରେୟ ରାଜନୀତି : ବିଜେପି ବନାମ ବିଜେଡି, ମୋଦି ବନାମ ନବୀନ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏକାକୀ ବିଜ୍ଞାପନ ନେଇ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More