ସଂକ୍ଷେପରେ ଆଜିର ତାଜା ଖବର - Monday, 14 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲଢ଼େଇରୁ ଓହରି ଯିବାକୁ ବିରୋଧୀ ପ୍ରାର୍ଥୀଙ୍କ ଉପରେ ପଡୁଛି ଚାପ

ମହାନଗର ହେଉ କି ପୌର ପରିଷଦ, ଅଧିକାଂଶ ସ୍ଥାନରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ଲଢୁଥିବାରୁ ଦଳର ଟେନସନ୍ ବଢିଛି। More

ନିର୍ବାଚନୀ ପରବର୍ତ୍ତୀ ହିଂସା: ଏଭଳି ଘଟଣା କେବେ କଳ୍ପନା କରିନଥିବେ

ନାବାଳିକାର ମୃତଦେହକୁ ଧରି ରାସ୍ତା ଅବରୋଧ କରିଥିବାବେଳେ ଛାତିପଟା କାନ୍ଦରେ ଫାଟି ପଡୁଛି ସାରା ଇଲାକାା More

ଶ୍ରୀତମ କେବେଠୁ କରୁଛନ୍ତି ରାଜନୀତି ? ଅଭିନୟ ନୁହେଁ ତ ଆଉ କ’ଣ ରହିଛି ତାଙ୍କ ମୁଖ୍ୟ ରୋଜଗାର ପନ୍ଥା ?

ବାଣୀବିହାରରୁ ଫିଲୋସଫିରେ ଏମଏ ଓ ପରେ ମଧୁସୂଦନ ଲ’ କଲେଜରୁ ଏଲଏଲବି କରିଛନ୍ତି । ସେ ମାନବିକ ଅଧିକାର ଉପରେ ଏକ ଡିପ୍ଲୋମା କୋର୍ସ ମଧ୍ୟ କରିଛନ୍ତି । More

ପ୍ରକାଶ ପାଇଲା ନବମ, ଦଶମ ପରୀକ୍ଷା ସୂଚୀ 

ଜାଣନ୍ତୁ କେଉଁ ବିଷୟ କେତେ ତାରିଖରେ ପରୀକ୍ଷା ହେବ। More

ଏପ୍ରିଲ ୧୩ରୁ ନବମ ସମ୍ମେଟିଭ୍-୨ ପରୀକ୍ଷା, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଏବେ ବି ଦ୍ୱନ୍ଦ୍ୱ ?

ଏପ୍ରିଲ ୨୯ରୁ ମେ ୬ ନୁହେଁ ୭ ଯାଏଁ ମାଟ୍ରିକ ପରୀକ୍ଷା । ୮୦ ମାର୍କରୁ ୫୦ ସଂକ୍ଷିପ୍ତ, ୩୦ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । More

BJDରେ ସାମିଲ ପୂର୍ବରୁ କେଉଁଠି ଥିଲେ ସୁବାସ ? କେମିତି ପହଞ୍ଚିଲେ ପାୱାର କରିଡରରେ ? ଜାଣନ୍ତୁ..

କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି ସୁବାସ ସିଂହ । ଜଣେ ଶ୍ରମିକ ନେତା ଭାବେ ଜଣାଶୁଣା ସୁବାସ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ଅଛନ୍ତି । ନଜର ପକାନ୍ତୁ ତାଙ୍କର କ୍ୟାରିଅର୍ ଉପରେ । More

କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରା କିଏ ? କ’ଣ ରହିଛି ରାଜନୈତିକ ପୁଷ୍ଠଭୂମି ? ଜାଣନ୍ତୁ ପୁରା ତଥ୍ୟ

ଗିରିବାଳା ଏବେ କଟକ ସିଡିଏରେ ରହୁଛନ୍ତି । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡା । ତାଙ୍କର ଜନ୍ମ ୧୯୬୨ ମସିହାରେ ହୋଇଥିଲା । More

ରାଜ୍ୟର ପ୍ରଥମ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ କେନ୍ଦୁଝର ହେଲା ଚାମ୍ପିଅନ୍‌

ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି । More

ଏପ୍ରିଲ୍‌ ୧୩ରୁ ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା-୨

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ମଧ୍ୟ ବିସ୍ତୃତ ସୂଚନା ଦେଇଛି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । More

ମାଟ୍ରିକ୍‌ ପରୀକ୍ଷା ନେଇ ଆସିଲା ସମ୍ପୂର୍ଣ୍ଣ ସୂଚନା, ପଢ଼ନ୍ତୁ..

ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । More

ଏକାର ମହଲା ହେବ ବିଧାୟକଙ୍କ ନୂଆ କ୍ୱାର୍ଟର, ରହିବ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା

ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ଏହି ଅବସରରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । More

ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର

ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର। ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି। More

ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା !

NISER କ୍ୟାମ୍ପସରେ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି।  More

ସହିହେଲାନି ପୋଲିସ ଜୁଲମ୍‌ : ଆତ୍ମହତ୍ୟା କଲେ ନାବାଳିକା

ପୋଲିସ ଜୁଲମ କରିବାକୁ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । More

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ‌ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ ହେଉଛି । More

ସ୍କୁଲ୍‌ରୁ ପିସ୍ତଲ ମିଳିବା ପରେ ହଇଚଇ

ସ୍କୁଲ୍‌ରୁ ମିଳିଲା ପିସ୍ତଲ। ଶ୍ରେଣୀଗୃହ ସଫା କରିବା ବେଳେ ଏକ କଠୋରୀରୁ ପିସ୍ତଲ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  More

ଟୋକନ ଅବଧି ସରିଲା, ଧାନ ନେଲେନି ସରକାର : ତହସିଲଦାରଙ୍କୁ ଦୁଃଖ ଜଣାଇଲେ ଚାଷୀ

ଜଗମୋହନ ସମବାୟ ସମିତି ନାଁରେ ସାଙ୍ଘାତିକ ଅଭିଯୋଗ। ଚାଷୀଙ୍କ ପାଖକୁ ଆସୁଥିବା ମେସେଜକୁ ସଂପାଦକ କହୁଛନ୍ତି ଲାପସ୍। ଏମିତି କିପରି ବୋଲି ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ଶେଷରେ ଚାଷୀମାନେ ଏକାଠି ହୋଇ ତହସିଲଦାରଙ୍କୁ କଲେ ଅଭିଯୋଗ... More

ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ପାଇଁ ଟଣାଓଟରା : ବିଜେଡି ଆଗରେ ବିଜେଡି କଣ୍ଟା 

ସବୁ ଦଳ ନାମାଙ୍କନ ଭରିଛନ୍ତି। ହେଲେ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି। More

ବିନିକାରେ ବଦଳୁଛି ନେତାଙ୍କ ଭାଗ୍ୟ, ହେଲେ ବଦଳୁ ନାହିଁ ସହରବାସୀଙ୍କ ଭାଗ୍ୟ

ଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ହେବାକୁ ଯାଉଛି ପୌର ନିର୍ବାଚନ। ବିନିକା ବିଜ୍ଞାପିତ ଅଚଂଳ ପରିଷଦରେ କିଏ ହେବ ଅଧ୍ୟକ୍ଷ। ଜନତା ଜନାର୍ଦ୍ଦନ କେଉଁ ଦଳକୁ ଦେବେ ସମର୍ଥନ। ହେଲେ ସହର ଯେମିତି ଥିଲା ସେମିତି... More

ଡାକ୍ତରଖାନାରେ ରୋଗୀ-ଡାକ୍ତର ହାତାହାତି, ଭିଡିଓ ଭାଇରାଲ୍‌

ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି।  More

ସାପକୁ ହେଉଥିଲା ଶୋଷ, ଜଣେ ବ୍ୟକ୍ତିଙ୍କ ହାତରୁ ଢକଢକ କରି ପିଇଲା ପାଣି...

ଖରାଦିନ ଆସିବା ପୂର୍ବରୁ ଆସିଲା ଏକ ଭିଡିଓ। ଶୋଷରେ ଆଉଟୁ ପାଉଟୁ ହେଉଥିବା ଗୋଟିଏ ସାପ କିଭଳି ହାତରେ ଥିବା ପାଣିକୁ ଢକ ଢକ କରି ପିଇଯାଉଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ବିଶ୍ୱାସକୁ ନେଇ ପାରୁ ନାହାନ୍ତି। More

ଏଭଳି ସ୍ୱାମୀ କାହାକୁ ନମିଳୁ; ମାଡ଼ ମାରି ସ୍ତ୍ରୀକୁ ଜୀଅନ୍ତା ପୋତି ଦେଲେ

ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତି ଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି। More

ଯୁଦ୍ଧଗ୍ରସ୍ତ ଦେଶରେ ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

ୟୁକ୍ରେନ୍‌ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। More

ପୁରୁଣା କାମରେ ନୂଆ ବିଲ୍‌ ! ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା

ପୁରୁଣା କାମରେ ନୂଆ ବିଲ୍‌ ! ପୁରୁଣା କାମରେ ନୂଆ କାମ ଦର୍ଶାଇ ବିଲ୍ କରାଯିବା ସହ ସରକାରୀ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।  More

Daily Horoscope 14 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୪ ତାରିଖ, ସୋମବାର, କୁମ୍ଭ,୩୦ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ଏକାଦଶୀ ତିଥି, ପୁଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର , ମିଥୁନ ରାଶିର ଘାତବାର, ଜାଣନ୍ତୁ ଆଜିର ରାଶିଫଳ । More

ଅପହୃତ ନାବାଳିକାକୁ ଖୋଜିବାକୁ ଲାଞ୍ଚ ମାଗିଲେ ପୋଲିସ୍‌ ବାବୁ : ୫ ହଜାର ଟଙ୍କା ସହ ୨ କେଜି ମାଛ ଦାବି କଲେ

ଗତ ୫ ତାରିଖରେ କାଠକଟା ପଞ୍ଚାୟତ ପୁରୁଣା ଘାଟି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । More

ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି ! ସିଧା ନିଶାନାରେ ଶାସକ ଦଳ

ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି । More

କ’ଣ କଲା ଏ ରାଜନୀତି ! ବାପା ବିଜେଡିରୁ ପୁଅ ବିଜେପିରୁ, ଭାଇ ଭାଇରେ ବି ଜୋରଦାର ଟକ୍କର

ବାପା ଭୀମସେନ ମାଣ୍ଡୋଠିଆ ବିଜେପି ସମର୍ଥନରେ, ପୁଅ ରଣଜିତ ମାଣ୍ଡୋଠିଆ ବିଜେଡି ସମର୍ଥନରେ ଲଢ଼େଇ କରୁଛନ୍ତି ପରସ୍ପର ବିରୋଧରେ । ଅନୁଗୋଳ ପୌରପାଳିକା ୫ ନମ୍ବର ଓ୍ୱାର୍ଡର କାଉନସିଲ ପ୍ରାର୍ଥୀ ବନିଛନ୍ତି ଉଭୟେ ବାପ-ପୁଅ । More

ବିଜେଡି ନେତାଙ୍କ ମଧ୍ୟରେ ଛକାପଞ୍ଝା: କିଏ ହେବ ବ୍ଲକ ଅଧ୍ୟକ୍ଷ ?

ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ବେଳେ ଫୁଟି ବାହାରିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଭିନ୍ନ ବ୍ଲକରେ ସ୍ଥାନୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । More

ଚେତନା ଓ ଆଧ୍ୟାତ୍ମିକତାର ବିଜୟ: ମଦ ନଛୁଇଁବାକୁ ଶପଥ କଲେ ଗାଁ ଲୋକ

ଦୀର୍ଘ ୨୦ ବର୍ଷ ହେବ ନିଶା ନିବାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। More

ମାର୍ଚ୍ଚ ୧୬ ଓ ୧୭ ରେ ୟେଲୋ ୱାର୍ଣ୍ଣି ଜାରି: ଆଇଏମ୍‌ଡି

୧୬ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More