Advertisment

ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା !

NISER କ୍ୟାମ୍ପସରେ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି।

author-image
Rajalaxmi Sahoo
NISER Bhubaneswar

NISER Bhubaneswar

NISER(National Institute of Science Education and Research) କ୍ୟାମ୍ପସରେ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଛତିଶଗଡ଼ର ପୂଜା ଜେଠୱାନୀ। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି। 

Advertisment

ପୂଜା ଫିଜିକ୍ସ ବିଭାଗ Ph.D ଛାତ୍ରୀ ଥିଲେ। ତାଙ୍କ ନିକଟରୁ ପୋଲିସ୍ ଏକ ଡାଏରୀ ଜବତ କରିଛି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କୁ ପୋଲିସ ଅବଗତ କରାଇଛି। ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Student Suicide NISER Bhubaneswar
Advertisment
Advertisment