Advertisment

India Pakistan War Live Updates: ପାକିସ୍ତାନ ଉପରେ ପ୍ରଚଣ୍ଡ ପ୍ରହାର, ଭାରତର ମିସାଇଲ ମାଡ଼ରେ ଧୁଆଁ ଧୁଆଁ ପାକ୍‌ ସହର

ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । କିନ୍ତୁ

author-image
Tapaswini Nayak
ଅଦ୍ୟତନ ହୋଇଛି
New Update
India-Pakistan War Live Updates: ଭାରତ-ପାକିସ୍ତାନ ଯୁଦ୍ଧ ଅପଡେଟ୍

India-Pakistan War Live Updates: ଭାରତ-ପାକିସ୍ତାନ ଯୁଦ୍ଧ ଅପଡେଟ୍

ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । କିନ୍ତୁ ଭାରତକୁ ସାମ୍ନା କରିନପାରି ତ୍ରାହିତ୍ରାହି ଡାକୁଛି ପାକ୍‌ । ପାଲଟା ଆକ୍ରମଣ କରିବାକୁ ଉଦ୍ୟମ କରି ପାଣି ପିଉଛି । ଆଉ ଭାରତର ପ୍ରଚଣ୍ଡ ଆକ୍ରମଣରେ ଥରହର ହୋଇପଡ଼ିଛି ପାକିସ୍ତାନ । ସେପଟେ ଭାରତର ପ୍ରଚଣ୍ଡ ପ୍ରହାର ମଧ୍ୟରେ CDS ଓ ୩ ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ବୈଠକ କରିଛନ୍ତି । ଭାରତ-ପାକିସ୍ତାନ ଯୁଦ୍ଧର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Advertisment
  • May 16, 2025 14:34 IST

    ପାକିସ୍ତାନ ବିରୋଧରେ ରାଜନାଥଙ୍କ ହୁଙ୍କାର; ବଦଳିଯାଅ, ନଚେତ୍‌ କଠୋର ଦଣ୍ଡ ‍

    ଜରାଟର ଭୁଜ୍ ଏୟାର ଫୋର୍ସ ଷ୍ଟେସନରୁ ପାକିସ୍ତାନ ବିରୋଧରେ ଆଜି ହୁଙ୍କାର ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଛନ୍ତି, ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଜ୍ଞାବଦ୍ଧ।ଅଧିକ ପଢ଼ନ୍ତ...।



  • May 15, 2025 15:34 IST

    ପେଣ୍ଟାଗନର ପୂର୍ବତନ ଅଧିକାରୀ କହିଲେ, କୁକୁର ଭଳିଆ ହାରିଲା ପାକିସ୍ତାନ

    ପେଣ୍ଟାଗନର ଜଣେ ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ଅସ୍ତ୍ରବିରତି କରିବାକୁ ବାଧ୍ୟ ହେଲା ପାକିସ୍ତାନ । ପାକିସ୍ତାନ ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡିଲା ବୋଲି ସେ କହିଛନ୍ତି । ରୁବିନ କହିଛନ୍ତି, ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ ବିଜୟ ଲାଭ କରିଛି । ଏବେ ସାରା ବିଶ୍ୱର ନଜର ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ରହିଥିବା ସେ କହିଛନ୍ତି । ଅଧିକ ପଢ଼ନ୍ତୁ...



  • May 15, 2025 14:20 IST

    ମଧ୍ୟପ୍ରଦେଶ ମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କହିଲେ- ଜଣେ ମନ୍ତ୍ରୀଙ୍କ ମୁହଁରେ ଏଭଳି ଭାଷା ଶୋଭା ପାଏନି

    ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହଙ୍କ ପାଇଁ ବଢ଼ିଲା ଅଡୁଆ। ସୁପ୍ରିମକୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି। କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ।ଅଧିକ ପଢ଼ନ୍ତୁ...



  • May 15, 2025 13:14 IST

    'ସେମାନେ ଧର୍ମ ଦେଖି ମାରିଥିଲେ, ଆମେ କର୍ମ ଦେଖି ମାରିଲୁ'



  • May 15, 2025 13:04 IST

    ଯବାନଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ



  • May 15, 2025 12:38 IST

    ଅପରେସନ୍ ସିନ୍ଦୂର ନେଇ ଆସିଲା ନୂଆ ତଥ୍ୟ: ପାକର ଏୟାର ଡିଫେନ୍ସ ସିଷ୍ଟମକୁ ଜାମ୍ କରିଥିଲା ଭାରତ

    ଅପରେସନ୍ ସିନ୍ଦୂରରେ ମେ’ ୭ ଆକ୍ରମଣ ଦିନ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଜାମ୍ କରି ଦେଇଥିଲା ଭାରତ। ଚୀନର ଯେଉଁ ଏୟାର ଡିଫେନ୍ସ ସିଷ୍ଟମ ଆଣି ପାକିସ୍ତାନ ମୁତୟନ କରିଥିଲା, ତାକୁ ଜାମ୍ ଆଉ ବାଇପାସ କରିବାରେ ସଫଳ ହୋଇଥିବା ଭାରତୀୟ ସେନା। ଭାରତୀୟ ସେନାର ଅପରେସନ୍ ସିନ୍ଦୂରର ସଫଳତା ପରେ ସାମ୍ନାକୁ ଆସିଛି ଏହି ନୂଆ ତଥ୍ୟ। ଅଧିକ ପଢନ୍ତୁ...



  • May 15, 2025 12:37 IST

    ଅପରେସନ ସିନ୍ଦୂର ପରେ ପରେ ବଦଳୁଛି ରାଜନୈତିକ ସମୀକରଣ: ଯୁଦ୍ଧ ନୁହେଁ ଶାନ୍ତିମୁହାଁ ବିଶ୍ୱ

    ଅପରେସନ ସିନ୍ଦୂର ଏକ ପ୍ରକାର ଶେଷ ହୋଇଛି । କଡ଼ା ସର୍ତ୍ତ ରଖି ପାକିସ୍ତାନ ସହ ଯୁଦ୍ଧ ବିରତି ଘୋଷଣା କରିଛି ଭାରତ । ଭାରତ-ପାକିସ୍ତାନ ଯେପରି ଯୁଦ୍ଧ ମୁହାଁ ହେଉଥିଲେ ତାହା ସାରା ବିଶ୍ୱକୁ ଏକ ପ୍ରକାର ପ୍ରଭାବିତ କରିଥିଲା କହିଲେ ଭୁଲ ହେବନି । ହେଲେ ଯୁଦ୍ଧ ଶେଷ ହେବା ପରେ ଆନ୍ତର୍ଜାତିକ ରାଜନୀତିରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । କହିବାକୁ ଗଲେ ଯେମିତି ବଦଳି ଯାଇଛି ସମୀକରଣ । ଯେମିତି ବିଶ୍ୱ ଏକ ନୂଆ ରୂପ ନେଇ ଆଗାମୀ ସମୟରେ ଉଭା ହେବାକୁ ଯାଉଛି । ଶତ୍ରୁଦେଶର ମୁଖ୍ୟମାନେ ଆଲୋଚନା ପାଇଁ ଆଗଭର ହେଉଛନ୍ତି । ଆମେରିକା ପରି ଦେଶ ଯୁଦ୍ଧ ମାନସିକତାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି । ଏସବୁ ପରିବର୍ତ୍ତନ ମଧ୍ୟରେ ଭାରତ ବି ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବାକୁ ଯାଉଛି । ଅଧିକ ପଢନ୍ତୁ...



  • May 14, 2025 14:51 IST

    ଚର୍ଚ୍ଚାରେ ଏ କେ ଭାରତୀ



  • May 11, 2025 13:34 IST

    ସରିନି ଅପରେସନ ସିନ୍ଦୂର- IAF



  • May 11, 2025 13:24 IST

    ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

    ପରେସନ ସିନ୍ଦୂର’କୁ ବଡ଼ ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଏବେ ବି ‘ଅପରେସନ୍‌ ସିନ୍ଦୂର’ ଜାରି ରହିଥିବା କହିଛି IAF । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଅଧିକ ପଢ଼ନ୍ତୁ...



  • May 11, 2025 13:23 IST

    ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ

    ପରେସନ ସିନ୍ଦୂର' ଓ ତତପରେ ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଛି ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ । ଅଧିକ ପଢ଼ନ୍ତୁ...



  • May 11, 2025 13:23 IST

    ଏବେ ବି ‘ଅପରେସନ ସିନ୍ଦୂର’ ଜାରି ରହିଥିବା କହିଲା IAF



  • May 10, 2025 18:02 IST

    ଅସ୍ତ୍ରବିରତି ପାଇଁ ସହମତି-ବିକ୍ରମ ମିଶ୍ରି



  • May 10, 2025 17:53 IST

    ଜମ୍ମୁରୁ ଓଡ଼ିଶା ଫେରିଲେ ଛାତ୍ରଛାତ୍ରୀ।



  • May 10, 2025 17:52 IST

    ଭାରତ ପାକିସ୍ତାନ ଅସ୍ତ୍ରବିରତି ସହମତି



  • May 10, 2025 17:42 IST

    ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି



  • May 10, 2025 17:33 IST

    ଓଡ଼ିଶାର ସମସ୍ତ ଉପକୂଳରେ ସୁରକ୍ଷା ବ୍ୟବସ୍ଥା ଦୁଇ ଗୁଣ



  • May 10, 2025 16:28 IST

    ଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା



  • May 10, 2025 16:28 IST

    ଆଜି ସଂଧ୍ୟା ୬ଟାରେ MoD-MEA ପ୍ରେସମିଟ୍



  • May 10, 2025 16:27 IST

    ଓଡ଼ିଶା ଫେରିଛନ୍ତି ଉତ୍ତରାଖଣ୍ଡ ଡେରାଡୁନର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ



  • May 10, 2025 16:04 IST

    ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ୩ ସେନା ମୁଖ୍ୟ



  • May 10, 2025 16:03 IST

    ଭାରତର ପ୍ରଚଣ୍ଡ ପ୍ରହାର, ଚୂନା ହୋଇଗଲା ପାକିସ୍ତାନୀ ଡ୍ରୋନ୍



  • May 10, 2025 15:33 IST

    ଭାରତର ସବୁ ସହାୟତା ଭୁଲିଗଲା ତୁର୍କୀ



  • May 10, 2025 15:32 IST

    ବିପଦ ବେଳେ ଯିଏ ସହଯୋଗର ହାତ ବଢ଼ାଇଲା, ଏବେ ତାକୁ ମାରିବାକୁ ଡ୍ରୋନ୍ ପଠାଉଛି ତୁର୍କୀ



  • May 10, 2025 14:59 IST

    ଟିଭିରେ ଯୁଦ୍ଧ ସାଇରନ୍‌ ମନା



  • May 10, 2025 14:49 IST

    ହେବ କି ବଡ଼ ଆକ୍ସନ ? ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ୩ ସେନାମୁଖ୍ୟ

    ରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢ଼ନ୍ତୁ...



  • May 10, 2025 14:31 IST

    ତଟ ଜଗିଛି ଡ୍ରୋନ୍‌



  • May 10, 2025 14:24 IST

    ହେବ କି ବଡ଼ ଧମାକା



  • May 10, 2025 14:08 IST

    ଭାରତର ୩୨ ଏୟାରପୋର୍ଟ ବନ୍ଦ, ୧୫ ଯାଏଁ ବନ୍ଦ ରହିବ ବିମାନ ଚଳାଚଳ

    ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ଼ ସୁରକ୍ଷା ପଦକ୍ଷେପ ନେଇଛନ୍ତି । ଉତ୍ତର ଏବଂ ପଶ୍ଚିମ ଭାରତରେ ୩୨ଟି ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ..,



  • May 10, 2025 13:47 IST

    ୫କୁଖ୍ୟାତ ଆତଙ୍କୀ ନିପାତ



  • May 10, 2025 13:18 IST

    ମୋଦିଙ୍କୁ ଭେଟିଲେ ୩ ସେନାମୁଖ୍ୟ



  • May 10, 2025 13:05 IST

    ଭାରତ ଧ୍ୱଂସ କଲା ପାକିସ୍ତାନ ଏୟାରବେସ୍



  • May 10, 2025 12:17 IST

    ପାକିସ୍ତାନ ମହାମିଛର ପର୍ଦ୍ଦାଫାସ, ଫଟୋ-ଭିଡିଓ ଦେଖାଇ ଭାରତ ଦେଲା ପ୍ରମାଣ

    ଅପରେସନ ‘ସିନ୍ଦୂର’ ନେଇ ସେନା ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସମିଟ୍‌ କରାଯାଇଛି । ଏହି ପ୍ରେସମିଟ୍‌ ପାକିସ୍ତାନର ମହାମିଛର ପର୍ଦ୍ଦାଫାସ କରିଛି ଭାରତ ।  ଅଧିକ ପଢ଼ନ୍ତୁ...



  • May 10, 2025 11:59 IST

    ମୁଁ ଦେଖିଛି ଏପଟେ ଗଲା, ଡ୍ରୋନ୍'



  • May 10, 2025 11:58 IST

    ପାକିସ୍ତାନର ମିଲିଟାରୀ କ୍ୟାମ୍ପ୍ ଧ୍ବଂସ୍



  • May 10, 2025 11:57 IST

    ମିଛ କହୁଛି ପାକିସ୍ତାନ



  • May 10, 2025 11:08 IST

    ରାତିରେ ଥରିଲା ପାକିସ୍ତାନ

    କିସ୍ତାନକୁ ଲାଗିଛି ଭୂକମ୍ପର ଝଟକା । ଶନିବାର ରାତ୍ର ୧.୪୪ ସମୟରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିବାର ସୂଚନା ମିଳିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ୪.୦ ତୀବ୍ରତାର ଭୂମିକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...



  • May 10, 2025 11:06 IST

    ଏଇ ମିଶାଇଲରେ ଦିଲ୍ଲୀକୁ ଟାର୍ଗେଟ୍କ କରିଥିଲା ପାକିସ୍ଥାନ



  • May 10, 2025 11:05 IST

    ଧୂଆଁ ଧୂଆଁ ଭାରତ ପାକ ସୀମା



  • May 10, 2025 11:04 IST

    'ସୈନ୍ୟ ଠିକଣାକୁ ପାକିସ୍ତାନର ଟାର୍ଗେଟ୍'



  • May 10, 2025 10:02 IST

    ଆଜି ଆସିବ ବଡ଼ ସୂଚନା



  • May 10, 2025 10:00 IST

    ପ୍ରଶାସନିକ ଅଧିକାରୀଙ୍କ ଘର ଉପରକୁ ଗୁଳିମାଡ଼



  • May 10, 2025 09:29 IST

    BSF ପୋଷ୍ଟ ଉପରେ ଆକ୍ରମଣ



  • May 10, 2025 09:28 IST

    ଧରାଶାୟୀ ପାକିସ୍ତାନ; ବନ୍ଦ କଲା ପେଟ୍ରୋଲ ପମ୍ପ

    ରତର ହମଲାରେ ଧରାଶାୟୀ ପାକିସ୍ତାନ। ସବୁ ପେଟ୍ରୋଲ ପମ୍ପ ବନ୍ଦ କଲା ପାକ୍‌। ସୀମାବର୍ତ୍ତୀ ଅଞ୍ଚଳର ସବୁ ପେଟ୍ରୋଲ ପମ୍ପ ବନ୍ଦ କରିଛି ପାକିସ୍ତାନ। ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ପାକିସ୍ତାନ ଛାନିଆ। ହେଲେ ଏବେ ବି ଛାଡ଼ୁନି ମୁହଁ ତୋଡ଼। ଅଧିକ ପଢ଼ନ୍ତୁ...



  • May 10, 2025 08:57 IST

    ଗୋଡ଼ାଇ ଗୋଡ଼ାଇ ମାରି ଗଳାଇଲା



  • May 10, 2025 08:55 IST

    ଭାରତର ଜୋରଦାର ଆକ୍ରମଣ: ଆତଙ୍କୀ ଆଡ୍ଡା ଧ୍ୱଂସ

    ପାକିସ୍ତାନ ଉପରେ ବଡ ଧରଣର ହମଲା କରିଛି ଭାରତ । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଯାଇଛି ।ପାକିସ୍ତାନର ଡ୍ରୋନ୍ ଲଂଚପ୍ୟାଡକୁ ଧ୍ୱଂସ କରିଛି ଭାରତ । ଅଧିକ ପଢ଼ନ୍ତୁ... 



  • May 10, 2025 08:21 IST

    ବଡ଼ ହମଲା; ପାକ୍‌ର ୨ଯୁଦ୍ଧ ବିମାନକୁ ଖସାଇଲା ଭାରତ

    ଦମ ଦେଖାଇଲା ଭାରତ। ପାକିସ୍ତାନର ଦୁଇଟି ଯୁଦ୍ଧ ବିମାନକୁ ଖସାଇଲା ଭାରତ । ଶ୍ରୀନଗରରେ ପାକିସ୍ତାନୀ ଫାଇଟର ଜେଟ F-16 କୁ ଧ୍ୱଂସ କରିଛି ଭାରତ।ଅଧିକ ପଢ଼ନ୍ତୁ...



  • May 10, 2025 08:19 IST

    ପାକିସ୍ତାନ-ଭାରତ ମଧ୍ୟରେ ଯୁଦ୍ଧ ସ୍ଥିତିରେ କେଉଁ ୧୦ଟି ବଡ଼ ଆକ୍ସନ ନେଇଛି ଭାରତ ଦେଖନ୍ତୁ...



  • May 10, 2025 08:19 IST

    ପଞ୍ଜାବ ଫିରୋଜପୁର ଜନବସତିରେ ଡ୍ରୋନ୍‌ ମାଡ଼



  • May 10, 2025 08:11 IST

    ପାକିସ୍ତାନରେ ପେଟ୍ରୋଲ ପମ୍ପ ବନ୍ଦ



India Pakistan War Operation Sindoor
Advertisment
Advertisment