/odishatv-khabar/media/post_attachments/uploadimage/library/16_9/16_9_0/pakistan_1746846700.jpg)
pakistan
ପାକିସ୍ତାନ ଉପରେ ବଡ ଧରଣର ହମଲା କରିଛି ଭାରତ । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଯାଇଛି । ପାକିସ୍ତାନର ଡ୍ରୋନ୍ ଲଂଚପ୍ୟାଡକୁ ଧ୍ୱଂସ କରିଛି ଭାରତ । ଏହି ଲଂଚ ପ୍ୟାଡରୁ ଡ୍ରୋନରେ ଆକ୍ରମଣ କରୁଥିଲା ପାକିସ୍ତାନ । ଜମ୍ମୁ ନିକଟରେ ଏହି ଡ୍ରୋନ ଲଂଚପ୍ୟାଡ ରହିଥିଲା ।
Advertisment
ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ
ଅନ୍ୟପଟେ ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତର ଆଟାକ । ଭାରତର ୬ଟି ମିସାଇଲ ମାଡରେ ୪ଟି ଏୟାରବେସ୍ ଧ୍ୱଂସ ହୋଇଯାଇଛି । ଏହି ଏୟାରବେସ୍ ଗୁଡିକ ଲାହୋର, ସିଆଲକୋଟ ଓ କରାଚିରେ ରହିଥିଲା । ପଞ୍ଜାବ ପ୍ରାନ୍ତ ସୌରକୋଟ, ରଫିକି ଏୟାର ବେସ୍, ରାୱଲପିଣ୍ଡିର ନୁର ଖାନ୍ ଏୟାରବେସ୍ ଓ ମୁରିଦ୍ ଏୟାରବେସରେ ମିସାଇଲ ମାଡ କରିଛି କରିଛି ଭାରତ । ଭାରତର ଆକ୍ରମଣରେ ପାକିସ୍ତାନ ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି ।
ଅଧିକ ପଢ଼ନ୍ତୁ: ଆଜି ହୋଇପାରେ ବଡ଼ ଆକ୍ସନ? ଚାଲିଛି ଘନ ଘନ ବୈଠକ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)