• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

chandana
ପ୍ରଚାର ପାଇଁ ନା ଥିଲା ଗାଡି ଘୋଡା, ନା ଥିଲା ସମ୍ବଳ? ହେଲେ ବି ଜିତିଲେ...

ପଶ୍ଚିମବଙ୍ଗ ନିର୍ବାଚନରେ ମହିଳା ଭୋଟରଙ୍କ ବଳରେ ବିଜୟୀ ହୋଇ କ୍ଷମତାକୁ ପୁଣି ଫେରିଛି ଟିଏମସି। ସବୁ ଦଳ, ବଳ ଓ କୌଶଳ ଲଗାଇ ବି ବିଧାନସଭା ନିର୍ବାଚନରେ ପରାଜିତ ହୋଇଛି ବିଜେପି। ଦଳର ବହୁ ଦିଗଜ ନେତାଙ୍କୁ ବି ପରାଜୟର ମୁହଁ ଦେଖିବାକୁ ପଡିଛି।

auto
ବୃତ୍ତିରେ ଅଟୋ ଚାଳକ କିନ୍ତୁ ସମାଜ ପାଇଁ ସାଜିଛନ୍ତି ଦେବଦୂତ

ବୃତ୍ତିରେ ସେ ଜଣେ ସାଧାରଣ ଅଟୋ ଚାଳକ। ଛୋଟ ଅଟୋଟି ତାଙ୍କ ସମ୍ପତ୍ତି। ଆଉ ତାଙ୍କ ଝାଟିମାଟି କୁଡ଼ିଆ ଘରଟି ତାଙ୍କର ସାଥୀ। ଘର ମଣିଷ ସିନା ମାମୁଲି, ହେଲେ ଏବେକା କରୋନା କାଳରେ ତାଙ୍କ କାମ କିନ୍ତୁ କେଉଁ ସମ୍ମୁଖ କରୋନା ଯୋଦ୍ଧାଠୁ କମ୍ ନୁହେଁ।

lockdown
ଲକଡାଉନ୍‌ ପାଇଁ ଦୋକାନ ଆଗରେ ଲାଗୁଛି ଲମ୍ବା ଲାଇନ୍‌

କଥାରେ ଅଛି ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ। ଏକଥା ଆମେ ଏଥିପାଇଁ କହୁଛୁ, କରୋନାକୁ ନେଇ ଲୋକେ ଯେତିକି ସଚେତନ ନୁହଁନ୍ତି, ଲକଡାଉନ୍‌ ନେଇ ତାଠୁ ଅଧିକ ଆତଙ୍କିତ ହୋଇ ହାଟ ବଜାରରେ ଗହଳି ବଢାଉଛନ୍ତି। ଦିନକ ପରେ ଆରମ୍ଭ ହେବ ୧୪...

Bengal election
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ?

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ? ବଙ୍ଗରେ ବିଜେପି କ୍ଷମତା ହାସଲ କରିନଥିଲେ ବି ନନ୍ଦିଗ୍ରାମରେ ମମତାଙ୍କୁ ହରାଇବା ସହିତ ୩୮ ପ୍ରତିଶତ ଭୋଟ୍ ପାଇଛି। ଆସାମରେ ପୁଣି ଥରେ କ୍ଷମତାକୁ ଫେରିଛି ଦଳ।

ec
ଏବେ ହେବ ନାହିଁ ପିପିଲି ନିର୍ବାଚନ

ପିପିଲି: ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ତେବେ ନିର୍ବାଚନ ସ୍ଥଗିତ ହେବା ନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆଗାମୀ ୧୬ ତାରିଖରେ ନିର୍ବାଚନ ହେବାକୁ…

city scan
ସିଟି ସ୍କାନ କଲେ ହୋଇପାରେ କ୍ୟାନସର?

ନୂଆଦିଲ୍ଲୀ: କୋଭିଡ୍ ଚିକିତ୍ସାକୁ ନେଇ ଏମ୍ସ ନିର୍ଦ୍ଦେଶକ ଦେଲେ ବଡ଼ ସୂଚନା। ଅଯଥାରେ ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଲେ ଗୁଲେରିଆ। ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ; କ୍ୟାନସର ହେବାର ବିପଦ ରହିଛି ବୋଲି ମଧ୍ୟ ସେ ସୂଚନା…

corona
ଦେଶର ସବୁଠୁ ଅଧିକ ସଂକ୍ରମିତ ଅଛନ୍ତି ଏହି ସବୁ ସ୍ଥାନରେ, ଆପଣ ସେହି ସ୍ଥାନରେ ନାହାନ୍ତି ତ?

କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍। ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ। କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି

neet
୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅତିକମରେ ୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରହିବ। କରୋନା ଡ୍ୟୁଟିରେ ନିୟୋଜିତ ହେବେ MBBS ଅନ୍ତିମ ବର୍ଷର ମେଡିକାଲ ଛାତ୍ର। ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ

tara
"ପଶ୍ଚିମବଙ୍ଗରେ ପରାଜୟ ବିଜେପିର ଅହଂକାର ଭାଙ୍ଗିଛି"

ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରଚାର ମଙ୍ଗ ଧରିଥିଲେ ବି ମମତା ଲ୍ୟାଣ୍ଡ ସ୍ଲାଇଡ୍ ଭ୍ରିି ହାସଲ କରିଛନ୍ତି। ଏଣୁ ଆଞ୍ଚଳିକ ଦଳଗୁଡ଼ିକର ସାରା ଦେଶରେ ପ୍ରଭାବ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର...

avyaakanta
IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି

Mamata Banerjee
ହାରିଗଲା ପରେ ମୁଖ୍ୟମନ୍ତ୍ରୀ ହେବେ ଦିଦି: ହେଲେ କେମିତି?

ସମସ୍ତଙ୍କୁ ଚକିତ କରିଦେଲା ବଙ୍ଗ ଫଳ। ଦଳ ଜିତିଲା କିନ୍ତୁ ସଭାପତି ହାରିଲେ। ମୋଟ୍‌ ଉପରେ କହିବାକୁ ଗଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ବିପୁଳ ମାତ୍ରାରେ ଭୋଟ୍‌ ମିଳିଛି। କିନ୍ତୁ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ବିଜେପିକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ...

election-1
ଅପେକ୍ଷାର ହେଲା ଅନ୍ତ, ଆସିଲା ନିର୍ବାଚନ ଫଳାଫଳ

ତାମିଲନାଡୁରେ ଷ୍ଟାଲିନ୍ ରାଜ। ପ୍ରଦିଦ୍ୱନ୍ଦ୍ୱୀ AIADMKକୁ ହରାଇ ସ୍ପଷ୍ଟ ବହୁମତ ଆଡକୁ DMK। ଏଥିସହିତ ପୂରଣ ହେବାକୁ ଯାଉଛି କରୁଣାନିଧିଙ୍କ ପୁଅ ଷ୍ଟାଲିନଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ। ଅନ୍ୟତମ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ଭଳି ତାମିଲନାଡୁରେ ବି ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜିର ରହିଥିଲା।

assam
ଆସାମରେ ପୁଣି ଫୁଟିଲା ପଦ୍ମ

ଆସାମରେ ପୁଣି ଫୁଟିଲା ପଦ୍ମ। କ୍ଷମତା ବଜାୟ ରଖିଲା ବିଜେପି। ପ୍ରଥମ ଥର ଲାଗି ୫ ବର୍ଷର ଶାସନ ପୁରା କରିଥିବା ବିଜେପି ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏନଆରସି-ସିଏଏ, ଶରଣାର୍ଥୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଭିତରେ ବିଜେପିର...

lockdown
୧୪ ଦିନିଆ ଲକଡାଉନ୍‌ ହେଲା ଓଡ଼ିଶା: କିନ୍ତୁ ଏହି ସବୁ କାମକୁ ମିଳିଛି ଅନୁମତି

ରାଜ୍ୟରେ ବେଲଗାମ୍ ହୋଇଥିବା କରୋନା ସଂକ୍ରମଣରେ ଲଗାମ୍ କସିବାକୁ ଫେରିଲା ଲକଡାଉନ୍‌। ଆସନ୍ତା ୫ରୁ ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍‌ ଲାଗୁ ହେବ। ମୁଖ୍ୟ ଶାସନ ସଚିବ ଆଜି ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିବା ସହିତ ଏଥିପାଇଁ ଜାରି ନିୟମାବଳୀ ସଂପର୍କରେ ସୂଚନା...

mamata
ଦଳ ବିଜୟୀ କିନ୍ତୁ ଫେଲ୍‌ ମାରିଲେ ସଭାପତି: ପରାଜୟ ସ୍ୱୀକାର କଲେ ଦିଦି

ଜିତିଲା ଟିଏମ୍ସି, ହାରିଲେ ମମତା। ପଶ୍ଚିମବଙ୍ଗରେ ଟିଏମ୍ସିର ବିପୁଳ ବିଜୟ ସତ୍ତ୍ୱେ ନନ୍ଦିଗ୍ରାମ ଆସନରୁ ହାରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Mamata_Banerjee_PTI
ହାରିଗଲେ ଦିଦି, ଜିତିଗଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ: ନନ୍ଦିଗ୍ରାମରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ । ୧୯୫୩ ଭୋଟରେ ନନ୍ଦିଗ୍ରାମ ଜିତିଲେ ଶୁଭେନ୍ଦୁ। ନନ୍ଦିଗ୍ରାମର ଫଳାଫଳକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ। ଶେଷ ମୁହୂର୍ତ୍ତରେ ନନ୍ଦିଗ୍ରାମରେ ମାତ୍ ଦେଲେ ଶୁଭେନ୍ଦୁ।…

mamata banerjee
ବିଜୟର ଟିକା ପିନ୍ଧିଲେ ଦିଦି

ପୁଣି ଥରେ ବିଜୟର ସ୍ୱାଦ ଚାଖିଲେ ମମତା ବାନାର୍ଜୀ। ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇ ବିଜୟର ଟିକା ପିନ୍ଧିଲେ ଦିଦି। ନନ୍ଦୀଗ୍ରାମରୁ ଜିତିଲେ ମମତା ବାନାର୍ଜୀ। ୧୨୦୦ ଭୋଟରେ ଜିତିଲେ ଦିଦି।

Untitled-1
ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ

ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ। ବ୍ୟବସାୟୀ ସଂଘର ପୂର୍ବ ନିଷ୍ପତ୍ତି ପ୍ରତ୍ୟାହୃତ କରାଯାଇଛି । ଏହି ୨ ଦିନ ନାଇଟ୍‌ କର୍ଫ୍ୟୁ ଜାରି ହେବା ଯାଏ ଖୋଲା ରହିବ ଦୋକାନ । ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ଦୃଷ୍ଟିରେ...

spicejet
କରୋନା ପାଇଁ କମ୍ପାନୀ କାଟିବ ୫୦ ପ୍ରତିଶତ ଦରମା !!

ଚିନ୍ତା ବଢାଉଛି କରୋନା। ସ୍ଥିତି ଏମିତି ହେଲାଣି ଲୋକମାନେ ଘରୁ ବାହାରକୁ ଆସିବାକୁ ଡ଼ରୁଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଅନେକ ରାଜ୍ୟ ଲକଡାଉନ୍‌ ଓ ସଟଡାଉନ୍‌ କଲେଣି। ଅନେକ କମ୍ପାନୀ  ମଧ୍ୟ ନିଜର କର୍ମଚାରୀଙ୍କ ସଂଖ୍ୟା କମାଇ ଦେଇଥିବା ଖବର ସାମ୍ନାକୁ ଆସିଲାଣି

ec
ନିର୍ବାଚନୀ ବିଜୟ ରାଲି ଓ ସେଲିବ୍ରେସନ ଉପରେ ରୋକ୍‌ ଲଗାଇଲେ ନିର୍ବାଚନ କମିଶନ

ବିଜୟ ରାଲି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଗଣତି ଚାଲିଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ କୌଣସି ଦଳ ପାଳନ କରିବେ ନାହିଁ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି