ଦେଶର ୫ ରାଜ୍ୟରେ କମୁଛି ଆକ୍ରାନ୍ତ ସଂଖ୍ୟା। କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ କରୋନା କମୁଥିବା ବେଳେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଥିବା ମଧ୍ୟ ଜଣାପଡିଛି
ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ କେନ୍ଦୁଝରରେ ଲକଡାଉନ କଡ଼ାକଡ଼ି କରାଯାଇଛି। ତେବେ ସହରରେ ସକାଳ ୬ଟାରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିଥିଲା। ଏହାସହ ଅମାନିଆଙ୍କୁ ନିୟନ୍ତ୍ରଣ କରିବା
ଛେଣ୍ଡିପଦା: କରୋନା ଭୟରେ ହଜିଯାଉଛି ମାନବିକତା। କରୋନା ରୋଗୀଙ୍କୁ ଆଶ୍ୱାସନା ଓ ସାହାଯ୍ୟ କରିବା ବଦଳରେ ତାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା। କରୋନା ମହାମାରୀ ବର୍ତ୍ତମାନ ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଉଛି। ଏହା ଠାରୁ ଅଧିକ ଦୁଃଖ ଦେଉଛି କରୋନା ରୋଗୀଙ୍କ…
ଆଇପିଏଲ୍ ଚଳିତ ସିଜନ୍ ବାତିଲ। ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ବାତିଲ ହେଲା ଆଇପିଏଲ। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କ ପକ୍ଷରୁ ଏନେଇ ଦିଆଗଲା ସୂଚନା। ତେବେ ଏହାରି ମଧ୍ୟରେ ଅନେକ ଖେଳାଳୀ କରୋନାରେ ସଂକ୍ରମିତ ହେଲେଣି।
କରୋନାର ଏହି ଦ୍ୱିତୀୟ ଲହର ରୋକିବାର ଗୋଟିଏ ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ । ଏହି ପରାମର୍ଶ ଟ୍ୱିଟ କରି ଲେଖିଛନ୍ତି ରାହୁଲ ଗାନ୍ଧୀ।
କାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମଛୁଟି ଆରମ୍ଭ ହେଉଛି। ଆସନ୍ତାକାଲି ୫ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନର ଖରା ଛୁଟି ହେବ ବୋଲି ସୂଚନା ମିଳିଛି। ମେ ୫ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି...
କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ।
ନିର୍ବାଚନ ସରିଲା, ତେଳ ଦର ବଢିଲା। ବିଗତ ୨ ମାସ ହେଲାଣି ଦେଶରେ ନିର୍ବାଚନ ମାହୋଲ ଥିଲା। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଚାଲୁଥିଲା ଆଉ ଏହାରି ମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ହୋଇନଥିବା ନଜର ଆସିଥିଲା।
ଭୟଙ୍କର ହେବାରେ ଲାଗିଛି କରୋନା। ଆଉ ଏହାରି ମଧ୍ୟରେ ଦେଶର ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି। ଅନେକ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ କାରଣରୁ ଅନେକ ଲୋକଙ୍କର ଜୀବନ ବି ଯାଉଛି।
୨୪ ଘଂଟାରେ ରାଜ୍ୟରେ କରୋନା ନେଇଛି ୧୫ ମୁଣ୍ଡ। ରାଜ୍ୟରେ କରୋନାରେ ୧୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୮କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ୩, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ...
ବାଉଁଶରୁ ତିଆରି ସାମଗ୍ରୀର ଘରେ ରହିଛି ବେଶ ଚାହିଦା। କାହିଁ କେତେ ବର୍ଷରୁ ବାଉଁଶ ସାମଗ୍ରୀ ଘରେ ବ୍ୟବହାର ହେଉଛି। ହେଲେ ପ୍ରୋତ୍ସାହନ କମିବା ସହ ସରକାରୀ ବ୍ୟବସ୍ଥାର ଅଣ ଦେଖା ଏବେ ବାଉଁଶ କାରିଗରଙ୍କୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ କରୁଛି।
ନିର୍ବାଚନ ଫଳ ଘୋଷଣା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ନେଇ ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବ ବିଜେପି। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି କର୍ମୀ ହିଂସାକାଣ୍ଡ କରି ବିଜେପି କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି।
ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ୍। ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗିବ। ବଢ଼ୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣା ଲାଗିବ
ଆଜିଠୁ ତିନି ଦିନ ଯାଏ କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ ଟିକା। ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଆଜିଠାରୁ ଟିକା ଦିଆଯିବ
ରାଜ୍ୟରେ ଥମିବାର ନାଁ ନେଉନି କରୋନା। ଆଜି ପୁଣି ଥରେ ୮ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ।